ରୋଷ୍ଟନ୍‌ଙ୍କ ଶତକ; ୩୧୧ରେ ଅଟକିଲା ୱେଷ୍ଟଇଣ୍ଡିଜ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟସ୍ଥ ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍‌। ପ୍ରଥମେ ବ୍ୟାଟିଂ କରୁଥିବା ୱେଷ୍ଟଇଣ୍ଡିଜ୍ ପ୍ରଥମ ଇନିଂସ୍‌ରେ ୩୧୧ ରନ୍‌ କରି ଆଜି ଅଲ୍‌ ଆଉଟ୍ ହୋଇଯାଇଛି। ଦଳ ପକ୍ଷରୁ ରୋଷ୍ଟନ୍ ଚେଜ୍ ସର୍ବାଧିକ ୧୦୬ ରନ୍ କରିଛନ୍ତି। ଅଧିନାୟକ ଜେସନ୍ ହୋଲ୍‌ଡର ୫୨ ରନ୍ କରିଛନ୍ତି। ଗତକାଲି ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭ୍ରମଣକାରୀ ଦଳ ୭ […]

rostan

rostan

Jitendra Garnayak
  • Published: Saturday, 13 October 2018
  • Updated: 13 October 2018, 10:58 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟସ୍ଥ ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍‌।

ପ୍ରଥମେ ବ୍ୟାଟିଂ କରୁଥିବା ୱେଷ୍ଟଇଣ୍ଡିଜ୍ ପ୍ରଥମ ଇନିଂସ୍‌ରେ ୩୧୧ ରନ୍‌ କରି ଆଜି ଅଲ୍‌ ଆଉଟ୍ ହୋଇଯାଇଛି। ଦଳ ପକ୍ଷରୁ ରୋଷ୍ଟନ୍ ଚେଜ୍ ସର୍ବାଧିକ ୧୦୬ ରନ୍ କରିଛନ୍ତି। ଅଧିନାୟକ ଜେସନ୍ ହୋଲ୍‌ଡର ୫୨ ରନ୍ କରିଛନ୍ତି।

ଗତକାଲି ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭ୍ରମଣକାରୀ ଦଳ ୭ ୱିକେଟ୍ ହରାଇ ୨୯୫ ରନ୍ କରିଥିଲା। ଆଜି ଦଳୀୟ ଖାତାରେ ଆଉ ୧୬ ରନ୍ ଯୋଡ଼ି ବାକି ଖେଳାଳିମାନେ ଆଉଟ୍ ହୋଇଯାଇଥିଲେ।

୯୮ ରନ୍ କରି ଅପରାଜିତ ରହିଥିବା ରୋଷ୍ଟନ୍ ଆଜି ଶତକ ପୂରଣ କରିଥିଲେ। ସେ ୧୮୯ ବଲ୍‌ରୁ ୧୦୬ ରନ୍ କରିଥିଲେ। ଏଥି ମଧ୍ୟରେ ୬ଟି ଚୌକା ଓ ଗୋଟିଏ ଛକ୍କା ସାମିଲ ରହିଛି।

ଭାରତ ପକ୍ଷରୁ ଉମେଶ ଯାଦବ ସର୍ବାଧିକ ୬ଟି ୱିକେଟ୍ ନେଇଛନ୍ତି। କୁଲଦୀପ୍ ଯାଦବ ୩ଟି ୱିକେଟ୍ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ ଗୋଟିଏ ୱିକେଟ୍ ନେଇଛନ୍ତି।

ଭାରତ ତା’ର ପ୍ରଥମ ଇନିଂସ୍ ବ୍ୟାଟିଂ କରୁଛି। ଲୋକେଶ ରାହୁଲ ଓ ପୃଥ୍ୱୀ ଶ’ ଇନିଂସ୍ ଓପନ୍ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story