୨୨ରୁ ପଶ୍ଚିମ ଓଡ଼ିଶା ଶ୍ରୀ ପୁରୁଷ ବଡ଼ି ବିଲ୍ଡିଂ ପ୍ରତିଯୋଗିତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଉରକେଲା ରେ ବିଗତ ୩ ବର୍ଷ ହେଲାଣି ଆୟୋଜିତ ହୋଇଆସୁଛି ପଶ୍ଚିମ ଓଡିଶା ଶ୍ରୀ ପୁରୁଷ ବଡି ବିଲ୍ଡିଂଗ ପ୍ରତିଯୋଗିତା। ଚଳିତ ବର୍ଷ ମଧ୍ୟ ବହୁ ଆଡ଼ମ୍ବରରେ ସୁନ୍ଦରଗଡ଼ ଆମେଚର ବଡ଼ି ବିଲ୍ଡିଂ ସଂଗଠନ ପକ୍ଷରୁ ଦୁଇ ଦିନିଆ ବଡି ବିଲ୍ଡିଂ ପ୍ରତିଯୋଗିତା ସ୍ଥାନୀୟ ସିଭିକ୍ ସେଣ୍ଟରରେ ଚଳିତ ମାସ ଫେବ୍ରୁଆରୀ ୨୨ ଓ ୨୩ ଦୁଇ ଦିନ ଧରି ଆୟୋଜିତ ହେବ। ଏହି ପ୍ରତିଯୋଗିତା ଏଥର ପୁରୁଷ ଓ ପ୍ରଥମ ଥର […]

body-builiding

body-builiding

Ranjit Kumar Jena
  • Published: Thursday, 13 February 2020
  • Updated: 13 February 2020, 09:52 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଉରକେଲା ରେ ବିଗତ ୩ ବର୍ଷ ହେଲାଣି ଆୟୋଜିତ ହୋଇଆସୁଛି ପଶ୍ଚିମ ଓଡିଶା ଶ୍ରୀ ପୁରୁଷ ବଡି ବିଲ୍ଡିଂଗ ପ୍ରତିଯୋଗିତା। ଚଳିତ ବର୍ଷ ମଧ୍ୟ ବହୁ ଆଡ଼ମ୍ବରରେ ସୁନ୍ଦରଗଡ଼ ଆମେଚର ବଡ଼ି ବିଲ୍ଡିଂ ସଂଗଠନ ପକ୍ଷରୁ ଦୁଇ ଦିନିଆ ବଡି ବିଲ୍ଡିଂ ପ୍ରତିଯୋଗିତା ସ୍ଥାନୀୟ ସିଭିକ୍ ସେଣ୍ଟରରେ ଚଳିତ ମାସ ଫେବ୍ରୁଆରୀ ୨୨ ଓ ୨୩ ଦୁଇ ଦିନ ଧରି ଆୟୋଜିତ ହେବ। ଏହି ପ୍ରତିଯୋଗିତା ଏଥର ପୁରୁଷ ଓ ପ୍ରଥମ ଥର ପାଇଁ ମହିଳା ଫିଟନେସ୍ ରାମ୍ପ ଶୋ' ଦେଖିବାକୁ ମିଳିବ।

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରତିଯୋଗିତାରେ ସଫଳତା ଲାଭ କରିଥିବା ଖେଳାଳିମାନଙ୍କୁ ଆର୍ଥିକ ରାଶି ଓ ଟ୍ରଫି ପ୍ରଦାନ କରାଯିବ। ସେହିଭଳି ମହିଳା ବର୍ଗ ଖେଳାଳିଙ୍କ ପାଇଁ ଆକର୍ଷଣୀୟ ପୁରସ୍କାର ରଖା ଯାଇଛି। ପୁରୁଷଙ୍କ ପ୍ରତିଯୋଗିତା ୨୨ ଓ ମହିଳା ପ୍ରତିଯୋଗିତା ୨୩ ଫେବୃଆରୀ ହେବ। ପୁରୁଷ ବିଭାଗରେ ପ୍ରାୟ ୭୦ ଓ ମହିଳାରେ ୧୫ ପ୍ରତିଯୋଗୀ ଭାଗ ନେବାର ଅଛି।

ସେହିପରି ସମସ୍ତ ଖେଳାଳିମାନଙ୍କୁ ଉତ୍ତମ ଖାଦ୍ୟ, ପାନୀୟ ଜଳ, ସ୍ୱାସ୍ଥ୍ୟ, ସୁରକ୍ଷା ଓ ସୁନ୍ଦର ରହିବାର ବ୍ୟବସ୍ଥା କରାଯାଇଥିବା ସଂଗଠନର ସମ୍ପାଦକ ବିରଞ୍ଚି ମିଶ୍ର ସୂଚନା ଦେଇଛନ୍ତି। ସଂଗଠନର ସଭାପତି ସୁଶାନ୍ତ ବେହେରାଙ୍କ ଅନୁପସ୍ଥିତରେ ଏଭଳି ଆୟୋଜନ ତଥା ଏଭଳି ନିଷ୍ପତ୍ତିକୁ ଶ୍ରୀ ବେହେରା ପ୍ରଶଂସା କରିବା ସହିତ ସଂଗଠନ ସମସ୍ତ ଖେଳାଳି ଓ କର୍ମକର୍ତ୍ତାଙ୍କୁ ଆୟୋଜନ ପାଇଁ ଶୁଭେଛା ଜଣାଇଥିଲେ।

ସୁନ୍ଦରଗଡ଼ ଆମେଚର ବଡି ବିଲ୍ଡିଂ ସଂଘର ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମକୁ ସଫଳତାର ସହିତ ଆୟୋଜନ କରିବା ପାଇଁ ନିଜର ଯଥା ସମ୍ଭବ ଉଦ୍ୟମ ଜାରି ରଖିଛନ୍ତି। ସେକ୍ଟର-୨୦ ରେ ଥିବା ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ବୈଠକରେ ସମସ୍ତ ବିବରଣୀ ଉପରେ ଆଲୋଚନା କରିଛନ୍ତି ସମସ୍ତ ସଦସ୍ୟ। ଏହି ବୈଠକରେ ସଂଘର ଉପସଭାପତି ଦେବଦତ୍ତ ମିଶ୍ର, ମହେନ୍ଦ୍ର ତରାଇ, ସଦସ୍ୟ ବିଜୟ ବଡାଇକ, ବିକ୍ରମ ସ୍ୱାଇଁ, ପ୍ରଶାନ୍ତ କବି, ସଞ୍ଜୟ ପଟ୍ଟନାୟକ, ଆଶିଷ ମହନନ୍ଦିୟା ଓ ପ୍ରଫୁଲ୍ଲ ଜନ ଏକା ପ୍ରମୁଖ ସଦସ୍ୟ ଉପସ୍ଥିତ ରହି ନିଜ ନିଜର ମତ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story