ମହିଳା ଏସିଆନ ଚାମ୍ପିଅନ୍ସ ଟ୍ରଫି: କୋରିଆକୁ ହରାଇଲା ଭାରତ

ସିଙ୍ଗାପୁର: ସିଙ୍ଗାପୁରରେ ଚାଲିଥିବା ମହିଳା ଏସିଆନ ଚାମ୍ପିଅନ୍ସ ଟ୍ରଫିରେ ଆଜି ଏକ ମ୍ୟାଚ୍‌ରେ ଭାରତୀୟ ଦଳ କୋରିଆକୁ ୨-୧ରେ ପରାସ୍ତ କରିଛି। ମ୍ୟାଚ୍‌ର ୨୮ ତମ ମିନିଟ୍‌ରେ କୋରିଆ ପକ୍ଷରୁ ପ୍ରଥମ ଗୋଲ ଦିଆଯାଇଥିଲା। ମ୍ୟାଚ୍‌ର ୪୭ ତମ ମିନିଓରେ ଭାରତ ଏକ ଗୋଲ ଦେଇ ମ୍ୟାଚ୍‌କୁ ୧-୧ ସ୍ଥିତିକୁ ନେଇ ଆସିଥିଲା। ୫୪ତମ ମିନିଟ୍‌ରେ ଦୀପିକା ଏକ ଫିଲ୍ଡ ଗୋଲ ଦେଇ ଭାରତକୁ ବିଜୟୀ କରାଇଥିଲେ।

hocky

Rakesh Mallick
  • Published: Sunday, 30 October 2016
  • , Updated: 31 October 2016, 01:18 PM IST

ସିଙ୍ଗାପୁର: ସିଙ୍ଗାପୁରରେ ଚାଲିଥିବା ମହିଳା ଏସିଆନ ଚାମ୍ପିଅନ୍ସ ଟ୍ରଫିରେ ଆଜି ଏକ ମ୍ୟାଚ୍‌ରେ ଭାରତୀୟ ଦଳ କୋରିଆକୁ ୨-୧ରେ ପରାସ୍ତ କରିଛି।

ମ୍ୟାଚ୍‌ର ୨୮ ତମ ମିନିଟ୍‌ରେ କୋରିଆ ପକ୍ଷରୁ ପ୍ରଥମ ଗୋଲ ଦିଆଯାଇଥିଲା। ମ୍ୟାଚ୍‌ର ୪୭ ତମ ମିନିଓରେ ଭାରତ ଏକ ଗୋଲ ଦେଇ ମ୍ୟାଚ୍‌କୁ ୧-୧ ସ୍ଥିତିକୁ ନେଇ ଆସିଥିଲା। ୫୪ତମ ମିନିଟ୍‌ରେ ଦୀପିକା ଏକ ଫିଲ୍ଡ ଗୋଲ ଦେଇ ଭାରତକୁ ବିଜୟୀ କରାଇଥିଲେ।

Related story