ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌: ଶ୍ରୀଲଙ୍କା ବିପକ୍ଷରେ ବ୍ୟାଟିଂ ସୁଧାରିବା ଲକ୍ଷ୍ୟରେ ଭାରତ

ମେଲବର୍ଣ୍ଣ: ସେମିଫାଇନାଲରେ ସ୍ଥାନ ପକ୍କା କରିସାରିଥିବା ଭାରତୀୟ ମହିଳା ଟିମ୍ ଆଇସିସି ଟି-୨୦ ବିଶ୍ୱକପରେ ଶନିବାର ଗ୍ରୁପ୍‌-ଏ’ରେ ତା’ର ଅନ୍ତିମ ଲିଗ୍ ମ୍ୟାଚରେ ଶ୍ରୀଲଙ୍କାକୁ ଭେଟିବ। ଏହି ମ୍ୟାଚରେ ଭାରତ ତା’ର ବ୍ୟାଟିଂରେ ଥିବା ଦୁର୍ବଳତାକୁ ଦୂର କରିବାକୁ ପ୍ରୟାସ କରିବ। ଲଗାତର ତିନୋଟି ମ୍ୟାଚ୍ ଜିତିବା ଦ୍ୱାରା ଭାରତର ମନୋବଳ ଊର୍ଦ୍ଧ୍ୱରେ ରହିଛି। ଭାରତ ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଆ, ବାଂଲାଦେଶ ଓ ନ୍ୟୁଜିଲ୍ୟାଣ୍ଡକୁ ହରାଇ ପ୍ରଥମ ଦଳ ଭାବେ ବିଶ୍ୱକପ୍ ସେମିଫାଇନାଲରେ ସ୍ଥାନ ପକ୍କା କରିଛି। […]

women-team

women-team

Ranjit Kumar Jena
  • Published: Friday, 28 February 2020
  • Updated: 28 February 2020, 06:04 PM IST

Sports

Latest News

ମେଲବର୍ଣ୍ଣ: ସେମିଫାଇନାଲରେ ସ୍ଥାନ ପକ୍କା କରିସାରିଥିବା ଭାରତୀୟ ମହିଳା ଟିମ୍ ଆଇସିସି ଟି-୨୦ ବିଶ୍ୱକପରେ ଶନିବାର ଗ୍ରୁପ୍‌-ଏ'ରେ ତା'ର ଅନ୍ତିମ ଲିଗ୍ ମ୍ୟାଚରେ ଶ୍ରୀଲଙ୍କାକୁ ଭେଟିବ। ଏହି ମ୍ୟାଚରେ ଭାରତ ତା'ର ବ୍ୟାଟିଂରେ ଥିବା ଦୁର୍ବଳତାକୁ ଦୂର କରିବାକୁ ପ୍ରୟାସ କରିବ। ଲଗାତର ତିନୋଟି ମ୍ୟାଚ୍ ଜିତିବା ଦ୍ୱାରା ଭାରତର ମନୋବଳ ଊର୍ଦ୍ଧ୍ୱରେ ରହିଛି। ଭାରତ ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଆ, ବାଂଲାଦେଶ ଓ ନ୍ୟୁଜିଲ୍ୟାଣ୍ଡକୁ ହରାଇ ପ୍ରଥମ ଦଳ ଭାବେ ବିଶ୍ୱକପ୍ ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ଅନ୍ୟପକ୍ଷରେ ଦୁଇଟି ମ୍ୟାଚ୍ ହାରିବା ଦ୍ୱାରା ଶ୍ରୀଲଙ୍କା ସେମି ଦୌଡ଼ରୁ ବାଦ୍ ପଡ଼ିସାରିଛି।

ଲିଗ୍ ପର୍ଯ୍ୟାୟରେ ତିନୋଟି ଯାକ ମ୍ୟାଚରେ ଭାରତ ପାଇଁ ବ୍ୟାଟିଂ ମୁଖ୍ୟ ସମସ୍ୟା ଭାବେ ଦେଖା ଦେଇଥିଲା। ଟପ୍ ଅର୍ଡରକୁ ଛାଡ଼ିଦେଲେ ଟିମର ମିଡିଲ୍ ଅର୍ଡର ସମ୍ପୂର୍ଣ୍ଣ ନିରାଶ କରିଛନ୍ତି। ଯେଉଁକାରଣରୁ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ୧୩୨, ବାଂଲାଦେଶ ବିପକ୍ଷରେ ୧୪୨ ଏବଂ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ୧୩୩ ରନ୍ କରିପାରିଥିଲା। ଭାରତୀୟ ମିଡିଲ୍ ଅର୍ଡର ଆରମ୍ଭର ଫାଇଦା ଉଠାଇବାରେ ବିଫଳ ହୋଇଛନ୍ତି। ବ୍ୟାଟିଂରେ ଭାରତ ଏପର୍ଯ୍ୟନ୍ତ ୧୬ ବର୍ଷୀୟା ଶେଫାଳି ବର୍ମାଙ୍କ ଉପରେ ନିର୍ଭର କରିଆସିଛି।

ଶେଫାଳି ତିନୋଟି ମ୍ୟାଚରେ ଦ୍ରୁତ ରନ୍ କରି ଭାରତକୁ ଭଲ ଆରମ୍ଭ ଦେଇଛନ୍ତି। ଏପରିକି ଶେଷ ଦୁଇଟି ମ୍ୟାଚରେ ଶେଫଳି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ମଧ୍ୟ ବିବେଚିତ ହୋଇଥିଲେ । ହରମନପ୍ରୀତ ଓ ବେଦା କ୍ରିଷ୍ଣମୂର୍ତ୍ତିଙ୍କ ଭଳି ଷ୍ଟାର୍ ବ୍ୟାଟ୍ସଓମ୍ୟାନଙ୍କୁ ଏବେ ବଡ଼ ଇନିଂସ୍ ଖେଳିବାକୁ ପଡ଼ିବ। ଓପ୍ନର ସ୍ମୃତି ମନ୍ଧାନା ଏପର୍ଯ୍ୟନ୍ତ ବଡ଼ ଇନିଂସ୍ ଖେଳିପାରିନାହାନ୍ତି । ଶେଫାଳି ୩ଟି ମ୍ୟାଚରେ ୧୧୪ ରନ୍ କରିଛନ୍ତି, ଏଥିରେ କୌଣସି ଅର୍ଦ୍ଧଶତକ ସାମିଲ୍ ନାହିଁ। ତାଙ୍କୁ ମଧ୍ୟ ଭଲ ଆରମ୍ଭକୁ ବଡ଼ ସ୍କୋରରେ ପରିଣତ କରିବାକୁ ପଡ଼ିବ।

ଟିମର ବୋଲିଂ ଆକ୍ରମଣ ଜବରଦସ୍ତ ରହିଆସିଛି। ବିଶେଷକରି ଭାରତର ସ୍ପିନ୍ ଆକ୍ରମଣର ନେତୃତ୍ୱ ନେଉଥିବା ପୁନମ ଯାଦବ ପ୍ରଭାବୀ ବୋଲିଂ କରି ୮ଟି ୱିକେଟ୍ ନେଇସାରିଛନ୍ତି। ତାଙ୍କୁ ମଧ୍ୟ ଅନ୍ୟ ସ୍ପିନର ଯଥା, ରାଧା ଯାଦବ, ଦୀପ୍ତି ଶର୍ମା, ରାଜେଶ୍ୱରୀ ଗାଏକ୍ୱାଡ ଭଲ ସହଯୋଗ କରିଛନ୍ତି। ସେହିପରି ମିଡିୟର୍ ପେସର ଶିଖା ପାଣ୍ଡେ ମଧ୍ୟ ଭାରତକୁ ପ୍ରାରମ୍ଭିକ ସଫଳତା ଦେବା ସହ ଡେଥ୍ ଓଭରରେ ମଧ୍ୟ ଚମତ୍କାର ବୋଲିଂ କରିଛନ୍ତି। କହିବାକୁ ଗଲେ, ଭାରତ ବୋଲରଙ୍କ ପାଇଁ ହିଁ ତିନୋଟି ଯାକ ମ୍ୟାଚରେ ବିଜୟୀ ହୋଇଛି। ଆସନ୍ତାକାଲି ଏହି ବିଜୟଧାରା ଅବ୍ୟାହତ ରଖି ଭାରତ ଲିଗରେ ଅପରାଜେୟ ରହିବାକୁ ପ୍ରୟାସ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story