ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌: ସେମିଫାଇନାଲ୍ ଟିକେଟ୍ କାଟିଲା ଇଂଲଣ୍ଡ

ସିଡନୀ: ନାଟାଲି ସ୍କିଭରଙ୍କ ଅର୍ଦ୍ଧଶତକ ଏବଂ ସୋଫି ଇକ୍ଲେଷ୍ଟୋନଙ୍କ ସଫଳ ବୋଲିଂ ବଳରେ ଇଂଲଣ୍ଡ ଏଠାରେ ଅନୁଷ୍ଠିତ ମହିଳା ଟି-୨୦ ବିଶ୍ୱକପ୍ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୪୬ ରନରେ ହରାଇ ସେମିଫାଇନାଲ୍ ଟିକେଟ୍ କାଟିଛି। ରବିବାର ଗ୍ରୁପ୍‌-ବି’ର ଏହି ମ୍ୟାଚରେ ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଇଂଲଣ୍ଡ ମହିଳା ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୪୩ ରନ୍ ସଂଗ୍ରହ କରିଥିଲା। ମ୍ୟାନ୍ ଅଫ୍ ଦି ମ୍ୟାଚ୍ ସ୍କିଭର୍ ଧୈର୍ଯ୍ୟପୂର୍ଣ୍ଣ ୫୭ ରନର ଇନିଂସ୍ ଖେଳିଥିବା […]

eng

eng

Ranjit Kumar Jena
  • Published: Sunday, 01 March 2020
  • Updated: 01 March 2020, 06:09 PM IST

Sports

Latest News

ସିଡନୀ: ନାଟାଲି ସ୍କିଭରଙ୍କ ଅର୍ଦ୍ଧଶତକ ଏବଂ ସୋଫି ଇକ୍ଲେଷ୍ଟୋନଙ୍କ ସଫଳ ବୋଲିଂ ବଳରେ ଇଂଲଣ୍ଡ ଏଠାରେ ଅନୁଷ୍ଠିତ ମହିଳା ଟି-୨୦ ବିଶ୍ୱକପ୍ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୪୬ ରନରେ ହରାଇ ସେମିଫାଇନାଲ୍ ଟିକେଟ୍ କାଟିଛି।

ରବିବାର ଗ୍ରୁପ୍‌-ବି'ର ଏହି ମ୍ୟାଚରେ ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଇଂଲଣ୍ଡ ମହିଳା ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୪୩ ରନ୍ ସଂଗ୍ରହ କରିଥିଲା। ମ୍ୟାନ୍ ଅଫ୍ ଦି ମ୍ୟାଚ୍ ସ୍କିଭର୍ ଧୈର୍ଯ୍ୟପୂର୍ଣ୍ଣ ୫୭ ରନର ଇନିଂସ୍ ଖେଳିଥିବା ବେଳେ ଡାନିଏଲ୍ ୟାଟ୍ଟ ୨୯, କ୍ୟାପଟେନ୍ ହିଥର ନାଇଟ୍ ୧୭ ରନ୍ କରି ଆଉଟ୍ ହୋଇଥିଲେ। ଆମି ଜୋନ୍ସ ୨୩ ଓ କ୍ୟାଥରିନ୍ ବ୍ରଣ୍ଟ ଦ୍ରୁତ ୧୦ ରନ୍ କରି ଇଂଲଣ୍ଡକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ।

ଜବାବରେ ୱେଷ୍ଟଇଣ୍ଡିଜର ପୂରା ଟିମ୍ ୧୭.୧ ଓଭରରେ ସମସ୍ତ ୱିକେଟ୍ ହରାଇ ୯୭ ରନ୍ କରି ପରାସ୍ତ ହୋଇଥିଲା। ଲି-ଆନ୍ କିର୍ବୀ ସର୍ବାଧିକ ୨୦, କ୍ୟାପଟେନ୍ ଷ୍ଟେଫାନୀ ଟେଲର୍ ୧୫, ବ୍ରିଟନୀ କୁପର୍ ୧୫ ଓ ହାଲେ ମାଥ୍ୟୁସ୍ ୧୦ ରନ୍ କରି ଆଉଟ୍ ହୋଇଥିଲେ। ଇଂଲଣ୍ଡ ପକ୍ଷରୁ ଇକ୍ଲେଷ୍ଟୋନ୍ ମାତ୍ର ୭ ରନ୍ ଦେଇ ୩ଟି ୱିକେଟ୍ ନେଇଥିବା ବେଳେ ସାରା ଗ୍ଲେନ୍ ୨ଟି ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story