ଖରାପ ଅମ୍ପାୟାରିଂ ପାଇଁ ଆଉଟ୍ ହେଲେ ଧୋନି, ଦେଖନ୍ତୁ ଏହି ଭିଡିଓ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ସେମିଫାଇନାଲ୍ ମୁକାବିଲା ବେଶ୍ ରୋମାଞ୍ଚକର ହୋଇଥିଲା। ଏଥିରେ ଭାରତ ୧୮ ରନରେ ପରାସ୍ତ ହୋଇ ବିଶ୍ୱକପରୁ ବିଦାୟ ନେଇଛି। ମ୍ୟାଚରେ ମହେନ୍ଦ୍ର ସିଂହ ଧୋନିଙ୍କ ରନଆଉଟ୍ ଟର୍ଣ୍ଣିଂ ପଏଣ୍ଟ ଥିଲା। There were 6 fielders outside the 30 yard circle when Dhoni was run out. Shame on Umpires for this level of awareness and that too in World […]

icc

icc

Hemant Lenka
  • Published: Thursday, 11 July 2019
  • Updated: 11 July 2019, 04:08 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ସେମିଫାଇନାଲ୍ ମୁକାବିଲା ବେଶ୍ ରୋମାଞ୍ଚକର ହୋଇଥିଲା। ଏଥିରେ ଭାରତ ୧୮ ରନରେ ପରାସ୍ତ ହୋଇ ବିଶ୍ୱକପରୁ ବିଦାୟ ନେଇଛି। ମ୍ୟାଚରେ ମହେନ୍ଦ୍ର ସିଂହ ଧୋନିଙ୍କ ରନଆଉଟ୍ ଟର୍ଣ୍ଣିଂ ପଏଣ୍ଟ ଥିଲା।

ଧୋନିଙ୍କ ଆଉଟ୍ ହେବା ପୂର୍ବରୁ ଭାରତକୁ ୧୦ ବଲରେ ୨୫ ରନ୍ ଆବଶ୍ୟକ ଥିଲା। କିନ୍ତୁ ଧୋନି ଯେମିତି ରନ୍ ଆଉଟ୍ ହେଲେ, ପ୍ରଶଂସକ ଆଶା ଛାଡ଼ି ଦେଲେ। କିନ୍ତୁ ମ୍ୟାଚ୍ ପରେ ଧୋନିଙ୍କ ଆଉଟ୍ ନେଇ ପ୍ରଶ୍ନ ଉଠିଛି। ଧୋନିଙ୍କ ଆଉଟ୍ ହେବା ବଲରେ ଅମ୍ପାୟାରଙ୍କ ଦ୍ୱାରା ଏକ ବଡ଼ ଭୁଲ୍ ହୋଇଥିବା ପ୍ରଶଂସକ କହିଛନ୍ତି। ଭାରତୀୟ ପ୍ରଶଂସକ ନ୍ୟୁଜିଲ୍ୟାଣ୍ଡର ଫିଲ୍ଡ ପ୍ଲେସମେଣ୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ଅନ୍ତର୍ଜାତୀୟ କ୍ରିକେଟରେ ଧୋନି ବହୁତ କମ୍ ରନଆଉଟ୍ ହୁଅନ୍ତି। ସେ ବହୁତ ଦ୍ରୁତ ଦୌଡ଼ନ୍ତି ଏବଂ ରନ୍ ପୂରଣ କରନ୍ତି, କିନ୍ତୁ ୪୯ତମ ଓଭରରେ ଲକି ଫର୍ଗୁସନଙ୍କ ତୃତୀୟ ବଲରେ ଧୋନି ରନ୍ ଆଉଟ୍ ହୋଇଯାଇଥିଲେ।

୧୮ ରନରେ ମ୍ୟାଚ୍ ହାରିବା ପରେ ଭାରତୀୟ ପ୍ରଶଂସକ ଭିଡିଓ ଓ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ଦେଖିବାକୁ ମିଳିଛି ଯେ ୩୦ ୟାର୍ଡ ସର୍କଲ ଭିତରେ ୬ ଫିଲ୍ଡର ଛିଡ଼ା ହୋଇଛନ୍ତି। ତେବେ ନିୟମ ଅନୁଯାୟୀ, ୩୦ ୟାର୍ଡ ବାହାରେ ୫ଜଣ ଫିଲ୍ଡର ରହିବା ଦରକାର। କିନ୍ତୁ ଫଟୋରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ଯେ, ବାହାରେ ୬ଜଣ ଫିଲ୍ଡର ଅଛନ୍ତି।

ଯଦି ଅମ୍ପାୟାର ଏହାକୁ ଧରିଥାନ୍ତେ, ତାହେଲେ ଏହା ନୋ' ବଲ୍ ହୋଇଥାନ୍ତା। ତଥାପି ଧୋନି ରନଆଉଟ୍ ହୋଇଥାନ୍ତେ। କିନ୍ତୁ ୟୁଜର୍ସଙ୍କ କହିବା ଅନୁଯାୟୀ, ଯଦି ୬ ଫିଲ୍ଡର ବାହାରେ ନଥାନ୍ତେ, ତାହେଲେ ଧୋନିଙ୍କ ଆପ୍ରୋଚ୍ ଭିନ୍ନ ହୋଇଥାନ୍ତା। ଲୋକଙ୍କ କହିବା ଅନୁଯାୟୀ, ଯଦି ଅମ୍ପାୟାର ବଲ୍ ପଡ଼ିବା ପୂର୍ବରୁ ଫିଲ୍ଡ ସେଟିଂ ଦେଖିଥାନ୍ତେ, ତାହେଲେ ଧୋନି ଡବଲ୍ ରନ୍ ପାଇଁ ଦୌଡ଼ି ନଥାନ୍ତେ। ତେବେ ଏଠି ପ୍ରଶ୍ନ ଉଠୁଛି, ବିଶ୍ୱକପ୍ ଭଳି ଏତେ ବଡ଼ ଇଭେଣ୍ଟରେ ଅମ୍ପାୟାରଙ୍କ ଦ୍ୱାରା ଏଭଳି ଭୁଲ୍ ହେଲା କେମିତି?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story