୧୦୭ ବର୍ଷରେ ପାଦ ଥାପିଲେ ଏଇ ଟେଷ୍ଟ୍ କ୍ରିକେଟର୍‌

ନୂଆଦିଲ୍ଲୀ: ବିଶ୍ୱରେ ଜୀବିତ ଥିବା ସମସ୍ତ ଟେଷ୍ଟ୍ କ୍ରିକେଟରଙ୍କ ମଧ୍ୟରେ ସେ ହେଉଛନ୍ତି ସବୁଠୁ ବୟସ୍କ। ଗତକାଲି (ମଙ୍ଗଳବାର) ସେ ତାଙ୍କ ୧୦୭ତମ ଜନ୍ମଦିନ ପାଳନ କରିଛନ୍ତି। ଜାଣିଛନ୍ତି ସେ କିଏ? ସେ ହେଉଛନ୍ତି ଏଲୀନ ଆଶ୍ (Eileen Ash)। ୧୯୧୧ର ଅକ୍ଟୋବର ୩୦ ତାରିଖରେ ଇଂଲଣ୍ଡରେ ଜନ୍ମ ହୋଇଥିବା ଏଲୀନ ୧୯୩୭ ମସିହାରେ ଡେବ୍ୟୁ ଟେଷ୍ଟ୍ ଖେଳିଥିଲେ। ୧୨ ବର୍ଷର ଅନ୍ତର୍ଜାତୀୟ କ୍ୟାରିଅରରେ ସେ ୭ଟି ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ। ୨୩.୦୦ ହାରରେ ସେ ୧୦ଟି […]

eileen

eileen

Jitendra Garnayak
  • Published: Wednesday, 31 October 2018
  • Updated: 31 October 2018, 08:29 AM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱରେ ଜୀବିତ ଥିବା ସମସ୍ତ ଟେଷ୍ଟ୍ କ୍ରିକେଟରଙ୍କ ମଧ୍ୟରେ ସେ ହେଉଛନ୍ତି ସବୁଠୁ ବୟସ୍କ। ଗତକାଲି (ମଙ୍ଗଳବାର) ସେ ତାଙ୍କ ୧୦୭ତମ ଜନ୍ମଦିନ ପାଳନ କରିଛନ୍ତି। ଜାଣିଛନ୍ତି ସେ କିଏ?

ସେ ହେଉଛନ୍ତି ଏଲୀନ ଆଶ୍ (Eileen Ash)। ୧୯୧୧ର ଅକ୍ଟୋବର ୩୦ ତାରିଖରେ ଇଂଲଣ୍ଡରେ ଜନ୍ମ ହୋଇଥିବା ଏଲୀନ ୧୯୩୭ ମସିହାରେ ଡେବ୍ୟୁ ଟେଷ୍ଟ୍ ଖେଳିଥିଲେ।

୧୨ ବର୍ଷର ଅନ୍ତର୍ଜାତୀୟ କ୍ୟାରିଅରରେ ସେ ୭ଟି ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ। ୨୩.୦୦ ହାରରେ ସେ ୧୦ଟି ୱିକେଟ୍ ନେଇଥିଲେ।

ଏଲୀନ ଯୋଗ କରନ୍ତି। ଗଲା ୩୦ ବର୍ଷ ହେଲାଣି ସେ ଯୋଗ କରୁଛନ୍ତି।

ତାଙ୍କ ଜନ୍ମଦିନ ଅବସରରେ ଆଇସିସି ପକ୍ଷରୁ ଏକ ଭିଡିଓ ଟ୍ୱିଟ୍‌ର ପେଜ୍‌ରେ ଶେୟାର କରାଯାଇଛି। ଏଥିରେ ଏଲୀନ ଯୋଗ କରୁଛନ୍ତି। ତାଙ୍କ ସହିତ ଇଂଲଣ୍ଡ ମହିଳା କ୍ରିକେଟ୍ ଟିମ୍‌ର ବର୍ତ୍ତମାନର ଅଧିନାୟକ ହିଥର ନାଇଟ୍ ଉପସ୍ଥିତ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story