ବଲ ମାଡ଼ରେ ଯୁବ ସ୍ପିନରଙ୍କ ଖପୁରୀ ହାଡ଼ ଭାଙ୍ଗିଲା

ଲଣ୍ଡନ: ୟର୍କଶାୟାରର ଯୁବ ସ୍ପିନର ଜୋସ୍ ପୟୋସଡେନ୍‌ ବୋଲିଂ କରିବା ବେଳେ ଗୁରୁତର ଆହତ ହୋଇଛନ୍ତି। ଅଭ୍ୟାସ ବେଳେ ତାଙ୍କ ମୁଣ୍ଡରେ ବଲ ମାଡ଼ ହୋଇ ତାଙ୍କ ଖପୁରୀ ହାଡ଼ ଭାଙ୍ଗି ଯାଇଛି। ଏହି କାରଣରୁ ଚଳିତ ସିଜିନ୍‌ରେ ସେ କ୍ରିକେଟ ଖେଳିପାରିବେ ନାହିଁ। ୨୭ ବର୍ଷୀୟ ଜୋସ୍ ବର୍ତ୍ତମାନ ହସ୍ପିଟାଲ୍‌ରେ। ସେ ସଂପୂର୍ଣ୍ଣ ଭାବେ ସୁସ୍ଥ ହେବାକୁ ପ୍ରାୟ ୩ ମାସ ସମୟ ଲାଗିବ। ଜୋସ୍ ବୋଲିଂ କରିବା ବେଳେ ବ୍ୟାଟ୍ସମ୍ୟାନଙ୍କ ଏକ ଟାଣୁଆ ଶଟ […]

ww

ww

Hemant Lenka
  • Published: Saturday, 27 July 2019
  • Updated: 27 July 2019, 08:44 PM IST

Sports

Latest News

ଲଣ୍ଡନ: ୟର୍କଶାୟାରର ଯୁବ ସ୍ପିନର ଜୋସ୍ ପୟୋସଡେନ୍‌ ବୋଲିଂ କରିବା ବେଳେ ଗୁରୁତର ଆହତ ହୋଇଛନ୍ତି। ଅଭ୍ୟାସ ବେଳେ ତାଙ୍କ ମୁଣ୍ଡରେ ବଲ ମାଡ଼ ହୋଇ ତାଙ୍କ ଖପୁରୀ ହାଡ଼ ଭାଙ୍ଗି ଯାଇଛି।

ଏହି କାରଣରୁ ଚଳିତ ସିଜିନ୍‌ରେ ସେ କ୍ରିକେଟ ଖେଳିପାରିବେ ନାହିଁ। ୨୭ ବର୍ଷୀୟ ଜୋସ୍ ବର୍ତ୍ତମାନ ହସ୍ପିଟାଲ୍‌ରେ। ସେ ସଂପୂର୍ଣ୍ଣ ଭାବେ ସୁସ୍ଥ ହେବାକୁ ପ୍ରାୟ ୩ ମାସ ସମୟ ଲାଗିବ।

ଜୋସ୍ ବୋଲିଂ କରିବା ବେଳେ ବ୍ୟାଟ୍ସମ୍ୟାନଙ୍କ ଏକ ଟାଣୁଆ ଶଟ ତାଙ୍କ ମୁଣ୍ଡରେ ବାଜିଥିଲା। ପ୍ରଥମେ ସେ କିଛି ଅସୁସ୍ଥତା ଅନୁଭବ କରି ନଥିଲେ। ହେଲେ ମଧ୍ୟାହ୍ନ ବେଳକୁ ତାଙ୍କ ଯନ୍ତ୍ରଣା ବଢ଼ିବାରେ ଲାଗିଲା।

ତାଙ୍କୁ ହସ୍ପିଟାଲ ନିଆଯିବା ପରେ ତାଙ୍କ ଖପୁରୀ ହାଡ଼ ଭାଙ୍ଗିବା ସହ ମୁଣ୍ଡର ଭିତର ଅଂଶରେ ରକ୍ତସ୍ରାବ ହୋଇଥିବା ଜଣାପଡ଼ି ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story