ନୂଆଦିଲ୍ଲୀ: ବିଶ୍ୱମାନ୍ୟତାର ଟପ୍ ୧୦୦ ମଧ୍ୟରେ ୮୯ତମ ସ୍ଥାନରେ ପହଞ୍ଚିଛନ୍ତି ଭାରତର ଏକକ ଟେନିସ୍ ତାରକା ୟୁକି ଭାମ୍ବ୍ରି। ସୋମବାର ସୁଦ୍ଧା ସେ ୧୬ଟି ସ୍ଥାନ ଉପରକୁ ଉଠି ବିଶ୍ୱ ଏକକ ମାନ୍ୟତାର ୮୯ ସ୍ଥାନରେ ପହଞ୍ଚିଛନ୍ତି। ଶନିବାର ଖେଳାଯାଇଥିବା ପୁନା ଚ୍ୟାଲେଞ୍ଜରକୁ ଜିତି ୮୦ ପଏଣ୍ଟ ହାତେଇ ଥିଲେ ସେ। ଏହାସହ ଅଷ୍ଟ୍ରେଲିଆ ଓପନ୍ସରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚକୁ ଡ୍ର ରଖି ସେ ବିଶ୍ୱ ଏକକ ମାନ୍ୟତା ୧୦୫ରୁ ୮୯ସ୍ଥାନରେ ପହଞ୍ଚିଛନ୍ତି। ସେହିପରି ସଙ୍କେତ ମାଇନେନୀ ବିଶ୍ୱ ଏକକ ମାନ୍ୟତାର ୧୬୮ ତମ ସ୍ଥାନରେ ଓ ସୋମଦେବ ଦେବବର୍ମନ୍ ୧୮୦ ସ୍ଥାନରେ ରହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଆତଙ୍କବାଦୀ ଠାରୁ ଅର୍ଥନୀତିକ ଅପରାଧୀ: କେବେ ଭାରତ ଫେରିବେ ଏହି ୫ ପଳାତକ?
ରାଣା ବ୍ୟତୀତ ଭାରତରେ ଅପରାଧ ଘଟାଇ ବିଦେଶ ଫେରାର ହୋଇଯାଇଥିବା ଆଉ କିଛି ପଳାତକଙ୍କୁ ମଧ୍ୟ ନୂଆଦିଲ୍ଲୀ ଏଠାକାର ନ୍ୟାୟିକ ପ୍ରକ୍ରିୟାରେ ସାମିଲ କରିବାକୁ ଉଦ୍ୟମ ଜାରି ରଖିଛି।
Crime
କାହିଁକି ନିଜ ଗୁପ୍ତାଙ୍ଗରେ ସର୍ଜିକାଲ ବ୍ଲେଡ ଭର୍ତ୍ତି କରି ଦେଲେ ଦୁଷ୍କର୍ମ ପୀଡ଼ିତା ?
ଯୁବତୀ ଜଣଙ୍କ କାହିଁକି ଏମିତି କଲେ?
Health
ଘାଇଲା କରୁଥିବା ବିରଳ ସ୍ନାୟୁ ରୋଗ GBS କ’ଣ? କାରଣ ଜଣାପଡ଼ୁନି
ଜିବିଏସ୍ ଗୋଟିଏ ବିରଳ ରୋଗ ହୋଇଥିବା ବେଳେ ଏଯାଏ ଏହା କ’ଣ ପାଇଁ ହେଉଛି, ସେକଥା ଡାକ୍ତରମାନେ ଜାଣିବାକୁ ସକ୍ଷମ ହୋଇନାହାନ୍ତି।
National
ଚା’ ବିକାଳିର ‘ନିଆଁ ଗୁଜବ’ ଯୋଗୁ କେମିତି ଚାଲି ଗଲା ୧୩ ଜଣଙ୍କ ଜୀବନ?
କିନ୍ତୁ ପୁଷ୍ପକ ଏକ୍ସପ୍ରେସରେ ନିଆଁ ଲାଗିବା ଗୁଜବ କିଏ ପ୍ରଚାର କରିଥିଲା? କାହିଁକି ଟ୍ରେନର ଚେନ୍ ପୁଲ୍ ହେବା ପରେ କିଛି ଲୋକ ନିକଟସ୍ଥ ଟ୍ରାକକୁ ଡିଆଁ ମାରିଲେ?
Crime
ପତ୍ନୀଙ୍କୁ ମାରି ପ୍ରେସର କୁକରରେ ସିଝାଇବା ଘଟଣା ଓଡ଼ିଶାର ସୋମନାଥଙ୍କ କଥା ମନେ ପକାଇ ଦେଲା
ଆଜିକୁ ଠିକ ୧୨ ବର୍ଷ ତଳେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ଆଇଆରସି ଭିଲେଜରେ ସମାନ ଘଟଣା ଘଟିଥିଲା।