ଆବୁ ଧାବି ଟି-୧୦ ଲିଗରେ ଖେଳିବେ ଯୁବରାଜ

ଦୁବାଇ: ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ବ୍ୟାଟରୁ ପୁଣିଥରେ ଚୌକା ଓ ଛକା ଦେଖିବାକୁ ମିଳିବ। ନଭେମ୍ବର ୧୫ରୁ ୨୪ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଦୁବାଇ ଟି-୧୦ ଟୁର୍ଣ୍ଣାମେଣ୍ଟରେ ଯୁବରାଜ ମରାଠା ଆରାବିଆନ୍ସର ଆଇକନ୍ ଖେଳାଳି ଭାବେ ସାମିଲ୍ ହୋଇଛନ୍ତି। ନଭେମ୍ବର ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହେବାକୁଥିବା ଏହି ଟୁର୍ଣ୍ଣାମେଣ୍ଟକୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ମାନ୍ୟତା ମିଳିଛି। ଜୁନରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିବା ୩୭ ବର୍ଷୀୟ ଯୁବରାଜ ଦ୍ୱିତୀୟ କୌଣସି ଫ୍ରାଞ୍ଚାଇଜି ଆଧାରିତ […]

yuvi

yuvi

Ranjit Kumar Jena
  • Published: Thursday, 24 October 2019
  • Updated: 24 October 2019, 05:42 PM IST

Sports

Latest News

ଦୁବାଇ: ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ବ୍ୟାଟରୁ ପୁଣିଥରେ ଚୌକା ଓ ଛକା ଦେଖିବାକୁ ମିଳିବ। ନଭେମ୍ବର ୧୫ରୁ ୨୪ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଦୁବାଇ ଟି-୧୦ ଟୁର୍ଣ୍ଣାମେଣ୍ଟରେ ଯୁବରାଜ ମରାଠା ଆରାବିଆନ୍ସର ଆଇକନ୍ ଖେଳାଳି ଭାବେ ସାମିଲ୍ ହୋଇଛନ୍ତି। ନଭେମ୍ବର ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହେବାକୁଥିବା ଏହି ଟୁର୍ଣ୍ଣାମେଣ୍ଟକୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ମାନ୍ୟତା ମିଳିଛି। ଜୁନରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିବା ୩୭ ବର୍ଷୀୟ ଯୁବରାଜ ଦ୍ୱିତୀୟ କୌଣସି ଫ୍ରାଞ୍ଚାଇଜି ଆଧାରିତ ଟୁର୍ଣ୍ଣାମେଣ୍ଟ ଖେଳିବେ।

କ୍ରିକେଟରୁ ଅବସର ନେବା ପରେ ଯୁବରାଜ ଜୁଲାଇ-ଅଗଷ୍ଟରେ ଗ୍ଲୋବାଲ୍ ଟି-୨୦ କ୍ୟାନାଡାରେ ଟରଣ୍ଟୋ ନ୍ୟାଶନାଲ୍ସ ଟିମର ନେତୃତ୍ୱ ନେଇଥିଲେ। ମରାଠା ଆରାବିଆନ୍ସ ନିକଟରେ ଜିମ୍ବାୱେର ପୂର୍ବତନ କ୍ୟାପଟେନ୍ ଆଣ୍ଡି ଫ୍ଲାୱାରଙ୍କୁ ତା'ର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରିଥିଲା। ଫ୍ଲାୱାର୍ ମଧ୍ୟ ଇଂଲଣ୍ଡ ଜାତୀୟ ଦଳର ମୁଖ୍ୟ କୋଚ୍ ରହିସାରିଛନ୍ତି।

ଦୁବାଇ ଟି-୧୦ ଲିଗ୍ ସମ୍ବନ୍ଧରେ ଯୁବରାଜ କହିଛନ୍ତି, "ଏହି ନୂଆ ଫର୍ମାଟର ସଦସ୍ୟ ହେବା ନେଇ ମୁଁ ନିଜକୁ ଗୋରବାନ୍ୱିତ ମନେ କରୁଛି। ଏହି ଲିଗରେ ବିଶ୍ୱ କ୍ରିକେଟ୍ ଜଗତର କିଛି ବଡ଼ ନାଁ ସାମିଲ୍ ହୋଇଛନ୍ତି ଏବଂ ସେମାନଙ୍କ ସହ ଖେଳିବା ନେଇ ମୁଁ ବହୁତ ଉତ୍ସାହିତ ଅଛି।"

ୱେଷ୍ଟଇଣ୍ଡିଜର ପୂର୍ବତନ କ୍ୟାପଟେନ୍ ଡ୍ୱେନ୍ ବ୍ରାଭୋ ଗତ ସଂସ୍କରଣ ଭଳି ଏଥର ମଧ୍ୟ ଟିମର ନେତୃତ୍ୱ ନେବେ। ଏହି ଫ୍ରାଞ୍ଚାଇଜି ଚଳିତ ସିଜନ ପାଇଁ ଶ୍ରୀଲଙ୍କା ଟି-୨୦ କ୍ୟାପଟେନ୍ ଲସିଥ୍ ମାଲିଙ୍ଗା, ଆଫଗାନିସ୍ତାନର ହଜରତୁଲ୍ଲା ଜାଜାଇ ଏବଂ ନାଜିବୁଲ୍ଲା ଜର୍ଦ୍ଦାନଙ୍କୁ ରିଟେନ୍ ରଖିଛି। ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଲିନ୍ ମଧ୍ୟ ଫ୍ରାଞ୍ଚାଇଜିର ଆଇକନ୍ ଖେଳାଳି ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story