ଯୁବରାଜଙ୍କ ହ୍ୟାଟ୍ରିକ୍ ଛକା ପରେ କ'ଣ ଭାବୁଥିଲେ ଚହଲ

ନୂଆଦିଲ୍ଲୀ: ଆଇପିଏଲରେ ଗୁରୁବାର ଖେଳାଯାଇଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବ୍ୟାଟ୍ସମ୍ୟାନ ଯୁବରାଜ ସିଂହ ୟୁଜବେନ୍ଦ୍ର ଚହଲଙ୍କ ଓଭରର ପ୍ରଥମ ତିନୋଟି ବଲରେ ଲଗାତାର ତିନୋଟି ଛକା ମାରିଥିଲେ। ଏହି ସମୟରେ ଲାଗୁଥିଲା ଯୁବି ଏହି ଓଭରରେ ୬ ଛକା ମାରିବାର କାରନାମା କରିବେ। ଯୁବରାଜଙ୍କୁ ଏଭଳି ହ୍ୟାଟ୍ରିକ୍ ଛକା ମାରିବା ଦେଖି କ୍ରିକେଟପ୍ରେମୀଙ୍କ ମନରେ ଏହି ବ୍ୟାଟ୍ସମ୍ୟାନ ଷ୍ଟୁଆର୍ଟ ବ୍ରଡଙ୍କ ଓଭରରେ ମାରିଥିବା ୬ଛକାର ସ୍ମୃତି ତାଜା ହୋଇଯାଇଥିଲା। […]

chahal

chahal

Ranjit Kumar Jena
  • Published: Friday, 29 March 2019
  • Updated: 29 March 2019, 04:01 PM IST

Sports

Latest News

ନୂଆଦିଲ୍ଲୀ: ଆଇପିଏଲରେ ଗୁରୁବାର ଖେଳାଯାଇଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବ୍ୟାଟ୍ସମ୍ୟାନ ଯୁବରାଜ ସିଂହ ୟୁଜବେନ୍ଦ୍ର ଚହଲଙ୍କ ଓଭରର ପ୍ରଥମ ତିନୋଟି ବଲରେ ଲଗାତାର ତିନୋଟି ଛକା ମାରିଥିଲେ। ଏହି ସମୟରେ ଲାଗୁଥିଲା ଯୁବି ଏହି ଓଭରରେ ୬ ଛକା ମାରିବାର କାରନାମା କରିବେ।

ଯୁବରାଜଙ୍କୁ ଏଭଳି ହ୍ୟାଟ୍ରିକ୍ ଛକା ମାରିବା ଦେଖି କ୍ରିକେଟପ୍ରେମୀଙ୍କ ମନରେ ଏହି ବ୍ୟାଟ୍ସମ୍ୟାନ ଷ୍ଟୁଆର୍ଟ ବ୍ରଡଙ୍କ ଓଭରରେ ମାରିଥିବା ୬ଛକାର ସ୍ମୃତି ତାଜା ହୋଇଯାଇଥିଲା। କିନ୍ତୁ ଲଗାତାର ଚତୁର୍ଥ ବଲରେ ଛକା ମାରିବା ପ୍ରୟାସରେ ଯୁବରାଜ ବାଉଣ୍ଡ୍ରୀରେ ମହମ୍ମଦ ସିରାଜଙ୍କ ଦ୍ୱାରା କ୍ୟାଚ ହୋଇଥିଲେ।

ମ୍ୟାଚ ପରେ ଯେତେବେଳେ ଚହଲଙ୍କୁ ପଚରାଯାଇଥିଲା କି ଯୁବରାଜ ତିନି ଛକା ମାରିବା ପରେ କ'ଣ ଅନୁଭବ କରୁଥିଲେ। ଏହି ଲେଗ ସ୍ପିନରଙ୍କ ଜବାବ ଥିଲା, ମୁଁ ନିଜକୁ କିଛି ସମୟ ପାଇଁ ବ୍ରଡ ଭାବି ନେଇଥିଲି। ଚହଲ କହିଥିଲେ, ଯୁବରାଜ ଯେତେବେଳେ ଲଗାତାର ୩ ଛକା ମାରିଲେ, ସେହି ସମୟରେ ବ୍ରଡଙ୍କ ବଲରେ ଯୁବି ମାରିଥିବା ୬ ଛକା ମୋ ମନ ଭିତରେ ଭୟ ସୃଷ୍ଟି କରିଥିଲା।

କିନ୍ତୁ ମୁଁ ମୋ ଦକ୍ଷତା ଉପରେ ବିଶ୍ୱାସ ରଖିଥିଲି ଏବଂ ଚତୁର୍ଥ ବଲରେ ଯୁବିଙ୍କୁ ଆଉଟ କରିବାରେ ସଫଳ ହୋଇଥିଲି । ସମସ୍ତେ ଜାଣନ୍ତି ଯୁବରାଜ ଜଣେ ଷ୍ଟାର ବ୍ୟାଟ୍ସମ୍ୟାନ। ତାଙ୍କ ଦକ୍ଷତା ସମ୍ପର୍କରେ ଆମକୁ ଭଲଭାବେ ଜଣା। କ୍ରମାଗତ ୩ଟି ଛକା ମାରିବା ପରେ ମୁଁ ଯୁବିଙ୍କୁ ସାମାନ୍ୟ ୱାଇଡ ଗୁଗଲୀ ପକାଇଥିଲି ଏବଂ ସେ ଲଙ୍ଗ ଅଫରେ କ୍ୟାଚ ଦେଇ ବସିଥିଲେ। ସୂଚନାଯୋଗ୍ୟ, ୨୦୦୭ ଟି-୨୦ ବିଶ୍ୱକପରେ ଇଂଲଣ୍ଡର ପେସ ବୋଲର ବ୍ରଡଙ୍କୁ ଯୁବି ୬ବଲରେ ୬ଛକା ମାରି ବିଶ୍ୱ ରେକର୍ଡ କରିଥିଲେ।

କ'ଣ କହିଲେ ଚହଲ, ଦେଖନ୍ତୁ ଭିଡିଓ

https://twitter.com/IPL/status/1111499978432630789

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story