କର୍କଟ ରୋଗରୁ ବଞ୍ଚାଇବ ଆସ୍ପ୍ରିନ୍!

ନିଉୟର୍କ: ଏବେ କର୍କଟ ରୋଗରୁ ମୁକ୍ତି ମିଳିବ। ଆଉ ଏହିରୋଗରେ କେହି ପ୍ରାଣ ହରାଇବେ ନାହିଁ। ଏହି ମାରାତ୍ମକ ରୋଗ ପାଇଁ ଅଯଥା ଚିକିତ୍ସା ଖର୍ଚ୍ଚ ମଧ୍ୟ କରିବାକୁ ପଡିବନି। ଏବେ କର୍କଟରୋଗରୁ ଲୋକଙ୍କୁ ବଞ୍ଚାଇବ ‘ଆସ୍ପ୍ରିନ’। ଆମେରିକାରେ କରାଯାଇଥିବା ଏକ ଗବେଷଣାରୁ ଏହା ଜଣାପଡିଛି । କରାଯାଇଥିବା ଗବେଷଣା ଅନୁସାରେ ଆମେରିକାରେ ଏହି ଆଣ୍ଟିବାୟୋଟିକକୁ ବିଭିନ୍ନ ହୃଦ ଓ ଫିଙ୍ଗାଲ ଇମ୍ଫେକ୍ସନ ପାଇଁ ବ୍ୟବହାର କରାଯାଏ। ଯାହାକି ଏହିପରି ରୋଗକୁ ଭଲ କରିବାରେ ସଫଳ ହୋଇଛି। […]

aspirin

aspirin

Rakesh Mallick
  • Published: Saturday, 18 April 2015
  • Updated: 27 April 2017, 05:28 PM IST

Sports

Latest News

ନିଉୟର୍କ: ଏବେ କର୍କଟ ରୋଗରୁ ମୁକ୍ତି ମିଳିବ। ଆଉ ଏହିରୋଗରେ କେହି ପ୍ରାଣ ହରାଇବେ ନାହିଁ। ଏହି ମାରାତ୍ମକ ରୋଗ ପାଇଁ ଅଯଥା ଚିକିତ୍ସା ଖର୍ଚ୍ଚ ମଧ୍ୟ କରିବାକୁ ପଡିବନି। ଏବେ କର୍କଟରୋଗରୁ ଲୋକଙ୍କୁ ବଞ୍ଚାଇବ ‘ଆସ୍ପ୍ରିନ’। ଆମେରିକାରେ କରାଯାଇଥିବା ଏକ ଗବେଷଣାରୁ ଏହା ଜଣାପଡିଛି ।

କରାଯାଇଥିବା ଗବେଷଣା ଅନୁସାରେ ଆମେରିକାରେ ଏହି ଆଣ୍ଟିବାୟୋଟିକକୁ ବିଭିନ୍ନ ହୃଦ ଓ ଫିଙ୍ଗାଲ ଇମ୍ଫେକ୍ସନ ପାଇଁ ବ୍ୟବହାର କରାଯାଏ। ଯାହାକି ଏହିପରି ରୋଗକୁ ଭଲ କରିବାରେ ସଫଳ ହୋଇଛି। ଏହିଭଳି ରୋଗଗୁଡିକୁ ଭଲ କରିପାରୁଥିବା ‘ଆସ୍ପ୍ରିନ୍’ କର୍କଟରୋଗକୁ ମଧ୍ୟ ଭଲ କରିପାରିବ ବୋଲି ଯୁକ୍ତି ବାଢିଛନ୍ତି ଆମେରିକାର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ। ମୁଖ୍ୟତଃ କୋଲନ୍ କ୍ୟାନସରକୁ ଏହି ଔଷଧ ଭଲ କରିପାରିବ। ୪୫ରୁ୭୫ ବର୍ଷର ୨୫୦୦ ଲୋକଙ୍କୁ ନେଇ ଏହି ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫୨ ପ୍ରତିଶତ ବ୍ୟକ୍ତି ଏହି ‘ଆସ୍ପ୍ରିନ୍’ ଆଣ୍ଟିବାୟୋଟିକ ଔଷଧ  ବ୍ୟବହାର କରୁଥିଲେ। ଏହା ଭଲ କାର୍ଯ୍ୟକରୁଥିବା ସେମାନେ କହିଥିଲେ।

ଏହାପରେ ବିଶେଷଜ୍ଞମାନେ ଏହା ଉପରେ ଅଧିକ ଗବେଷଣା କରିଥିଲେ। ଗବେଷଣାରୁ ଜଣାପଡିଲା ଯେ,ଏହି ଔଷଧର ମଧ୍ୟ ପାଶ୍ୱର୍ପ୍ରତିକ୍ରିୟା ରହିଛି। ଏହାକୁ ପ୍ରତିଦିନ ବ୍ୟବହାର କଲେ ଏହା ଆଭ୍ୟନ୍ତରୀଣ ମସ୍ତିଷ୍କରେ ରକ୍ତ ସଂଞ୍ଚଳନରେ ବାଧା ଉପୁଜାଏ। କିନ୍ତୁ ଏହାକୁ ବୈଷୟିକ ଭାବେ ଚିକିତ୍ସା କରି ହେବ । ଡକ୍ଟରଙ୍କ ତତ୍ତ୍ୱଧାନରେ ‘ଆସ୍ପ୍ରିନ୍’ର ବ୍ୟବହାର କରାଗଲେ କ୍ୟାନସର ରୋଗୀଙ୍କ କ୍ଷେତ୍ରରେ ଏଥିରୁ ସୁଫଳ ମିଳେ ବୋଲି ବିଶେଷଜ୍ଞମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story