୧ ମେ’ ମଙ୍ଗଳବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ବନ୍ଧୁଙ୍କଠାରୁ ସାହାଯ୍ୟ ପାଇବେ

ମେଷ: ନୂଆ ବସ୍ତ୍ର କିଣିପାରନ୍ତି। ମାନ-ସମ୍ମାନ ମିଳିବ। ସତର୍କତା ଅବଲମ୍ବନ କରନ୍ତୁ। ବୁଝି ବିଚାରି ପଦକ୍ଷେପ ନିଅନ୍ତୁ। ବୃଷ: ବ୍ୟବସାୟରେ ଲାଭବାନ ହେବେ। ପାରିବାରିକ ଶାନ୍ତି ମିଳିବ। କାର୍ଯ୍ୟରେ ସଫଳତା ମିଳିବ। ବନ୍ଧୁଙ୍କ ସାହାଯ୍ୟ ପାଇବେ। ମନୋରଞ୍ଜନ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। ମିଥୁନ: ପାରିବାରିକ ଶାନ୍ତି ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ ସ୍ଥିତି ଭଲ ରହିବ। କାର୍ଯ୍ୟରେ ସଫଳତା ସହିତ ସମ୍ମାନ ପାଇବେ। କର୍କଟ: ଜମି ଜମା ମାମଲାରେ ବୁଝି ବିଚାରି ପଦକ୍ଷେପ ନିଅନ୍ତୁ। ମା’ଙ୍କ […]

Rasiphala-image-2-840x440-1-1-840x440

Rasiphala-image-2-840x440-1-1-840x440

Rakesh Mallick
  • Published: Tuesday, 01 May 2018
  • Updated: 01 May 2018, 08:15 AM IST

Sports

Latest News

ମେଷ: ନୂଆ ବସ୍ତ୍ର କିଣିପାରନ୍ତି। ମାନ-ସମ୍ମାନ ମିଳିବ। ସତର୍କତା ଅବଲମ୍ବନ କରନ୍ତୁ। ବୁଝି ବିଚାରି ପଦକ୍ଷେପ ନିଅନ୍ତୁ।

ବୃଷ: ବ୍ୟବସାୟରେ ଲାଭବାନ ହେବେ। ପାରିବାରିକ ଶାନ୍ତି ମିଳିବ। କାର୍ଯ୍ୟରେ ସଫଳତା ମିଳିବ। ବନ୍ଧୁଙ୍କ ସାହାଯ୍ୟ ପାଇବେ। ମନୋରଞ୍ଜନ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି।

ମିଥୁନ: ପାରିବାରିକ ଶାନ୍ତି ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ ସ୍ଥିତି ଭଲ ରହିବ। କାର୍ଯ୍ୟରେ ସଫଳତା ସହିତ ସମ୍ମାନ ପାଇବେ।

କର୍କଟ: ଜମି ଜମା ମାମଲାରେ ବୁଝି ବିଚାରି ପଦକ୍ଷେପ ନିଅନ୍ତୁ। ମା’ଙ୍କ ସ୍ୱାସ୍ଥ୍ୟ ଖରାପ ହେବା ଯୋଗୁଁ ମାନସିକ ଚାପରେ ରହିପାରନ୍ତି।

ସିଂହ: ଆର୍ଥିକ ସ୍ଥିତି ଭଲ ରହିବ। ବ୍ୟବସାୟ କିମ୍ବା ପୁଞ୍ଜି ନିବେଶ କରି ପାଇଁ ଆଜି ଦିନଟି ଶୁଭ। ଅସୁସ୍ଥ ଅନୁଭବ କରିପାରନ୍ତି।

କନ୍ୟା: ବାକ୍‌ ସଞ୍ଜମତା ରକ୍ଷା କରନ୍ତୁ। ସ୍ୱାସ୍ଥ୍ୟ ମଧ୍ୟମ ରହିପାରେ। ଭ୍ରମଣ ଯୋଗ ରହିଛି। ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ଆଜି ଦିନଟି ଅନୁକୂଳ ରହିବ। ଭାଗ୍ୟ ଉଜ୍ଜ୍ୱଳ ହେବାର ସମ୍ଭାବନା ରହିଛି।

ତୁଳା: ସ୍ୱାସ୍ଥ୍ୟ ଖରାପ ହୋପାରେ, ଏଥିପ୍ରତି ଧ୍ୟାନ ରଖନ୍ତୁ। ମାନ-ସମ୍ମାନ ମିଳିବ। ବ୍ୟବସାୟରେ ଲାଭବାନ ହେବେ।

ବିଚ୍ଛା: କୋର୍ଟ କଚେରୀ ମାମଲାରେ ସାବଧାନତା ଅବଲମ୍ବନ କରନ୍ତୁ। ଅସୁସ୍ଥ ଅନୁଭବ କରିପାରନ୍ତି। ଆତ୍ମ ବିଶ୍ୱାସ ବୃଦ୍ଧି ହେବ। ଅଧିକ ଖର୍ଚ୍ଚ ହୋଇପାରେ।

ଧନୁ: ଆୟ ବୃଦ୍ଧି ହେବ। ମନ ପ୍ରସନ୍ନ ରହିବ। ମାନ-ସମ୍ମାନ ବଢ଼ିବ। ବ୍ୟବସାୟରେ ଲାଭବାନ ହେବେ। ଆୟ ଅପେକ୍ଷା ଅଧିକ ଖର୍ଚ୍ଚ ହୋଇପାରେ।

ମକର: ବ୍ୟବସାୟରେ ସଫଳତା ମିଳିବ। ସହକର୍ମୀଙ୍କଠାରୁ ସାହାଯ୍ୟ ପାଇବେ। ପାରିବାରିକ ଶାନ୍ତି ମିଳିବ।

କୁମ୍ଭ: ସନ୍ତାନଙ୍କ ସ୍ୱାସ୍ଥ୍ୟ ଖରାପ ନେଇ ଚିନ୍ତାରେ ରହିବେ। ଭ୍ରମଣ ଯୋଗ ରହିଛି। ପାରିବାରିକ ଶାନ୍ତି ମିଳିବ।

ମୀନ: କ୍ରୋଧ ଉପରେ ସଞ୍ଜମତା ରକ୍ଷା କରନ୍ତୁ। ମନ ଶାନ୍ତି ରହିବ। ବ୍ୟବସାୟରେ ସାବଧାନତା ଅବଲମ୍ବନ କରନ୍ତୁ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos