ଯେତେ ରୋଜଗାର କରୁଛ କର, ଦେବାକୁ ପଡିବନି ଇନ୍‌କମ୍‌ ଟ୍ୟାକ୍ସ: କେଉଁଠି ଜାଣନ୍ତୁ

ଭାରତରେ ଆୟକର ଫାଙ୍କିବା ଏକ ଅଧ। ଏଥିପାଇଁ କଠିନ ଦଣ୍ଡବିଧାନ ରହିଛି। ଏହାସତ୍ତ୍ୱେ ବହୁ ଲୋକ ଆୟକର ଫାଙ୍କିବାକୁ ବିଭିନ୍ନ ଉପାୟ ଆପଣେଇଥାନ୍ତି। କିଏ ସୁଇସ ବ୍ୟାଙ୍କରେ ଟଙ୍କା ରଖନ୍ତି ତ ଆଉ କିଏ ସରକାରଙ୍କୁ ଭୁଲ ତଥ୍ୟ ଦେଇଥାନ୍ତି। ଟ୍ୟାକ୍ସ ଆଦାୟ ପାଇଁ ଆମ ସରକାର ବ୍ୟବସ୍ଥା କରିଛନ୍ତି। ଜାଣନ୍ତି ଏମିତି କିଛି ଦେଶ ଅଛି, ଯେଉଁଠି ଆୟକରର ବ୍ୟବସ୍ଥା ନାହିଁ। ଏହି ଦେଶର ଲୋକେ ଆୟକର କ’ଣ ଜାଣନ୍ତି ନାହିଁ। ଆସନ୍ତୁ ଜାଣିବା ଏହି […]

Rakesh Mallick
  • Published: Wednesday, 18 October 2017
  • Updated: 18 October 2017, 03:20 PM IST

Sports

Latest News

ଭାରତରେ ଆୟକର ଫାଙ୍କିବା ଏକ ଅଧ। ଏଥିପାଇଁ କଠିନ ଦଣ୍ଡବିଧାନ ରହିଛି। ଏହାସତ୍ତ୍ୱେ ବହୁ ଲୋକ ଆୟକର ଫାଙ୍କିବାକୁ ବିଭିନ୍ନ ଉପାୟ ଆପଣେଇଥାନ୍ତି। କିଏ ସୁଇସ ବ୍ୟାଙ୍କରେ ଟଙ୍କା ରଖନ୍ତି ତ ଆଉ କିଏ ସରକାରଙ୍କୁ ଭୁଲ ତଥ୍ୟ ଦେଇଥାନ୍ତି। ଟ୍ୟାକ୍ସ ଆଦାୟ ପାଇଁ ଆମ ସରକାର ବ୍ୟବସ୍ଥା କରିଛନ୍ତି। ଜାଣନ୍ତି ଏମିତି କିଛି ଦେଶ ଅଛି, ଯେଉଁଠି ଆୟକରର ବ୍ୟବସ୍ଥା ନାହିଁ। ଏହି ଦେଶର ଲୋକେ ଆୟକର କ’ଣ ଜାଣନ୍ତି ନାହିଁ। ଆସନ୍ତୁ ଜାଣିବା ଏହି ଦେଶଗୁଡିକ ସମ୍ପର୍କରେ।

କତାର: ଏହି ରାଷ୍ଟ୍ରର ତେଲ ଓ ଖଣିଜ ପଦାର୍ଥରେ ଅଧାରୁ ଅଧିକ ଦେଶ ଚଳୁଛନ୍ତି। ଦୁନିଆର ଧନୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଏହି ଦେଶ ଅନ୍ୟତମ। ଏହି ଧାନୀରାଷ୍ଟ୍ରରେ ଲୋକଙ୍କୁ ଆୟକର ଦେବାକୁ ପଡ଼େନାହିଁ। ଏଠାକାର ଲୋକେ ଯେତେ ଆୟ କଲେ ବି ସରକାର ସେମାନଙ୍କ ଉପରେ କୌଣସି କର ଲଗାଇ ନଥାନ୍ତି।

ଓମାନ: ଏହି ଦେଶର ଲୋକଙ୍କୁ ନିଜ ଆୟ ଉପରେ କୌଣସି କର ଦେବାକୁ ପଡ଼ି ନଥାଏ। ଦେଶର ନିୟମ ଅନୁସାରେ ସମାଜିକ ସୁରକ୍ଷା କ୍ଷେତ୍ରରେ ଅର୍ଥ ଦେବାକୁ ପଡ଼ିଥାଏ।

ୟୁନାଇଟେଡ୍ ଆରବ ଏମିରେଟ୍ସ: ଏହି ଦେଶଟି ପ୍ରଚୁର ପରିମାଣରେ ତୈଳ ରପ୍ତାନୀ କରି ବିଦେଶୀ ମୁଦ୍ରା ଅର୍ଜନ କରିଥାଏ। ଏଠାରେ ଲୋକଙ୍କ ମୁଣ୍ଡପିଛା ଆୟ ବହୁତ ଅଧକ। ଏଠାରେ କୌଣସି ଆୟକର ବ୍ୟବସ୍ଥା ନାହିଁ।

ସାଉଦି ଆରବ: ବିଶ୍ୱର ସବୁଠାରୁ ଅଧିକ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ହେଉଛି ସାଉଦି ଆରବ। ଏହାକୁ ଧନୀ ଲୋକଙ୍କ ଦେଶ କୁହାଯାଏ। ଏଠାରେ କୌଣସି ଆୟକର ବ୍ୟବସ୍ଥା ନାହିଁ। ଏଠାରେ କମ୍ପାନୀଗୁଡ଼ିକ ଯେତେ ଲାଭ କଲେ ବି କର ଦେଇ ନଥାନ୍ତି। କେବଳ ନାଗରିକଙ୍କୁ ସାମାଜିକ ସୁରକ୍ଷା କ୍ଷେତ୍ରରେ ଅର୍ଥ ଦେବାକୁ ପଡ଼ିଥାଏ।

ବାହାରିନ୍: ଏଠାରେ ଆୟକର ବ୍ୟବସ୍ଥା ନାହିଁ। ହେଲେ ସବୁ ନାଗରିକଙ୍କୁ ନିଜ ଆୟର ୭ ପ୍ରତିଶତ ସମାଜ ସୁରକ୍ଷା ପାଇଁ ଦେବାକୁ ପଡି ନଥାଏ। ଘରଭଡ଼ା ବାବାଦକୁ ଅର୍ଜିତ ଅର୍ଥରୁ ଟ୍ୟାକ୍ସ ଦେବାକୁ ପଡିଥାଏ। ଏହାବାଦ ଏମ୍ପ୍ଲୟମେଣ୍ଟ ଟ୍ୟାକ୍ସ, ଷ୍ଟାମ୍ପ ଡ୍ୟୁଟି, ରିୟଲିଷ୍ଟେଟ୍‌ ଟ୍ରାନ୍ସପୋର୍ଟିଂରେ ଟ୍ୟାକ୍ସ ଲାଗିଥାଏ।

କୁଏତ୍: ଏହି ଦେଶର ଲୋକେ ଆୟକର ଦେଇ ନଥାନ୍ତି। ହେଲେ ସାମାଜିକ ସୁରକ୍ଷା କ୍ଷେତ୍ରରେ ଆର୍ଥକ ସହଯୋଗ ବାଧ୍ୟତାମୂଳକ କରାଯାଇଛି।

ବରମୁଡା: ପର୍ଯ୍ୟଟନ କ୍ଷେତ୍ରରେ ସାରା ବିଶ୍ୱରେ ପରିଚିତ ଏହି ଦେଶର ଲୋକେ କୌଣସି ଆୟକର ଦେଇ ନଥାନ୍ତି। ହେଲେ ଏଠାକାର ନାଗରିକ ପେ’ ରୋଲ ଟ୍ୟାକ୍ସ, ସାମାଜିକ ସୁରକ୍ଷା, ସମ୍ପତ୍ତି, କଷ୍ଟମ ଡ୍ୟୁଟି ଉପରେ ୨୫ ପ୍ରତିଶତ କର ଦେଇଥାନ୍ତି।

ବାହମାସ: ଏହି ଦେଶକୁ ପର୍ଯ୍ୟଟନର ଦେଶ କୁହାଯାଏ। ଏଠାରେ ଲୋକେ ଆୟକର ଦେଇ ନଥାନ୍ତି। ହେଲେ ଏକ୍ସପୋଟ୍‌ ଡ୍ୟୁଟି, ରାଷ୍ଟ୍ରୀୟ ବୀମା ଓ ସମ୍ପତ୍ତି ଉପରେ ଲୋକେ କର ଦେଇଥାନ୍ତି।

ମୋନାକୋ: ଏହି ଦେଶରେ ପ୍ରବାସୀଙ୍କ ସଂଖ୍ୟା ଅଧିକ। ଏଠାରେ କୌଣସି ଆୟକର କି ସମ୍ପତ୍ତି କର ଦେବାକୁ ପଡି ନଥାଏ।

ହଙ୍ଗକଙ୍ଗ୍: ଏଠାରେ ବି କୌଣସି ଆୟକର ବ୍ୟବସ୍ଥା ନାହିଁ। ଏଠାରେ ବ୍ୟବସାୟରେ ହୋଇଥିବା ଲାଭ, ଘର ଭଡ଼ାରୁ ମିଳିଥିବା ଅର୍ଥ ଉପରେ କର ଦେବାକୁ ପଡ଼ିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story