୧୦୦ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଅରଡ଼ ବଜାରରୁ ୧୦୦ ଗ୍ରାମ ବ୍ରାଇନସୁଗାର ଜବତ କରାଯାଇଛି। ଆଜି ଭୋରୁ ରୁପସା ଓ ସହଦେବଖୁଣ୍ଟା ପୋଲିସ୍ ମିଳିତ ଚଢ଼ାଉ କରି ଏହି ବ୍ରାଉନସୁଗାର ଜବତ କରିଛନ୍ତି। ଏହି ଘଟଣାରେ ପୋଲିସ ଗିରଫ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

balaswar

Rakesh Mallick
  • Published: Sunday, 23 July 2017
  • , Updated: 23 July 2017, 11:04 AM IST

Related story