୧୨ ଦଫା ଦାବିରେ ତାଳଚେରରେ ୪୮ ଘଣ୍ଟିଆ ଅର୍ଥନୈତିକ ଅବରୋଧ

ଅନୁଗୋଳ: ୧୨ ଦଫା ଦାବି ନେଇ ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ଠାରୁ ୪୮ ଘଣ୍ଟିଆ ଅର୍ଥନୈତିକ ଅବରୋଧ ଆରମ୍ଭ କରାଯାଇଛି। ଫଳରେ ଏମ୍‌ସିଏଲ୍‌ର ସବୁ କୋଇଲା ଖଣିରେ ଉତ୍ତୋଳନ ଓ ପରିବହନ କାର୍ଯ୍ୟ ବନ୍ଦ ରହିଛି। ଏଥିଯୋଗୁଁ ଏନ୍‌ଟିପିସି ଓ ନାଲକୋକୁ  କୋଇଲା ପରିବହନରେ ବାଧା ଉପୁଜିଛି। ଆନ୍ଦୋଳନକାରୀ ମାନେ ଟିଟିପିସି ଓ ଏମ୍‌ସିଏଲ୍‌ ଆଦି ପ୍ରତିଷ୍ଠାନର ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦୋକାନ ବଜାର ଉପରେ ମଧ୍ୟ ଅର୍ଥନେତିକ ଅବରୋଧର ଆଂଶିକ ପ୍ରଭାବ […]

talcher

talcher

Rakesh Mallick
  • Published: Monday, 29 August 2016
  • Updated: 29 August 2016, 07:36 PM IST

ଅନୁଗୋଳ: ୧୨ ଦଫା ଦାବି ନେଇ ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ଠାରୁ ୪୮ ଘଣ୍ଟିଆ ଅର୍ଥନୈତିକ ଅବରୋଧ ଆରମ୍ଭ କରାଯାଇଛି। ଫଳରେ ଏମ୍‌ସିଏଲ୍‌ର ସବୁ କୋଇଲା ଖଣିରେ ଉତ୍ତୋଳନ ଓ ପରିବହନ କାର୍ଯ୍ୟ ବନ୍ଦ ରହିଛି। ଏଥିଯୋଗୁଁ ଏନ୍‌ଟିପିସି ଓ ନାଲକୋକୁ  କୋଇଲା ପରିବହନରେ ବାଧା ଉପୁଜିଛି। ଆନ୍ଦୋଳନକାରୀ ମାନେ ଟିଟିପିସି ଓ ଏମ୍‌ସିଏଲ୍‌ ଆଦି ପ୍ରତିଷ୍ଠାନର ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦୋକାନ ବଜାର ଉପରେ ମଧ୍ୟ ଅର୍ଥନେତିକ ଅବରୋଧର ଆଂଶିକ ପ୍ରଭାବ ପଡ଼ିଛି।

ତାଳଚେର ମେଡିକାଲ କଲେଜରେ ଚଳିତବର୍ଷରୁ ପାଠପଢ଼ା, ଶିଳ୍ପ ଦ୍ୱାରା କ୍ଷତିଗ୍ରସ୍ତଙ୍କ ଥଇଥାନ୍‌, ତାଳଚେର ସାର କାରଖାନାର ପୁନରୁଦ୍ଧାର ଓ  ସ୍ୱତନ୍ତ୍ର କୋଲ୍‌ କରିଡର ପ୍ରତିଷ୍ଠା ଦାବିରେ ତାଳଚେର ସୁରକ୍ଷାମଞ୍ଚ ପକ୍ଷରୁ ଅର୍ଥନୈତିକ ଅବରୋଧ କରାଯାଇଛି। ଆଜି ସକାଳ ୫ଟାରୁ ଆରମ୍ଭ ହୋଇଥିବା ଏହି ଅବରୋଧ ୩୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଚାଲିବ।

ତାଳଚେର ସୁରକ୍ଷା ମଞ୍ଚ ସଂପାଦକ ବିଜୟ ବିଶ୍ୱାଳ କହିଛନ୍ତି,“ତାଳଚେର ମେଡିକାଲ କଲେଜରେ ଚଳିତବର୍ଷରୁ ପାଠପଢ଼ା, ଶିଳ୍ପ ଦ୍ୱାରା କ୍ଷତିଗ୍ରସ୍ତଙ୍କ ଥଇଥାନ୍‌, ତାଳଚେର ସାର କାରଖାନାର ପୁନରୁଦ୍ଧାର ଓ  ସ୍ୱତନ୍ତ୍ର କୋଲ କରିଡର ପ୍ରତିଷ୍ଠା ସହିତ ୧୨ ଦଫା ଦାବି ନେଇ ଆଜି ଆନ୍ଦୋଳନ କରାଯାଇଛି। ତାଳଚେର ଜନସାଧାରଣ ବନ୍ଦକୁ ସମର୍ଥନ କରିଛନ୍ତି ଓ ବନ୍ଦରେ ସାମିଲ ହୋଇଛନ୍ତି। ଆମର ଦାବି ପୂରଣ ନ ହେଲେ ତାଳଚେରରୁ ଗୋଟିଏ କେଜି କୋଇଲା ବାହାରକୁ ଛାଡ଼ିଦେବୁ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story