ସବଡିଭିଜନ ମାନ୍ୟତା ଦାବିରେ ୧୨ଘଣ୍ଟିଆ ଆସିକା ବନ୍ଦ

<p>ଆସିକା: ଆସିକାକୁ ସବଡିଭିଜନ ମାନ୍ୟତା ଦାବିରେ ଓକିଲ ସଂଘ ଓ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ୧୨ ଘଣ୍ଟିଆ ଆସିକା ବନ୍ଦ ପାଳନ କରାଯାଇଛି। ବଡ଼ ନଦୀ ଓ ଋଷିକୁଲ୍ୟା ବ୍ରିଜ୍ ଉପରେ ଏନ୍ଏଚ୍-୫୯ ଅବରୋଧ କରିଛନ୍ତି ଆନ୍ଦୋଳନକାରୀ । ଫଳରେ ଏହି ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ସେହିଭଳି ଆସିକାରେ ଦୋକାନ ବଜାର, ଶିକ୍ଷାନୁଷ୍ଠାନ ଏବଂ ଅନ୍ୟ ପ୍ରତିଷ୍ଠାନ ବନ୍ଦ ରହିଛି। ଦୋକାନ ବଜାର ଓ ଗାଡ଼ିଚଳାଚଳ ବନ୍ଦ ରହିଥିବା ବେଳେ ଜୀବନଯାତ୍ରା ଏକ ପ୍ରକାର ଠପ୍&zwnj; ହୋଇଯାଇଛି।</p>

Ordigital Desk
  • Published: Saturday, 29 July 2017
  • Updated: 29 July 2017, 09:17 AM IST

Sports

Latest News

<p>ଆସିକା: ଆସିକାକୁ ସବଡିଭିଜନ ମାନ୍ୟତା ଦାବିରେ ଓକିଲ ସଂଘ ଓ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ୧୨ ଘଣ୍ଟିଆ ଆସିକା ବନ୍ଦ ପାଳନ କରାଯାଇଛି। ବଡ଼ ନଦୀ ଓ ଋଷିକୁଲ୍ୟା ବ୍ରିଜ୍ ଉପରେ ଏନ୍ଏଚ୍-୫୯ ଅବରୋଧ କରିଛନ୍ତି ଆନ୍ଦୋଳନକାରୀ । ଫଳରେ ଏହି ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ସେହିଭଳି ଆସିକାରେ ଦୋକାନ ବଜାର, ଶିକ୍ଷାନୁଷ୍ଠାନ ଏବଂ ଅନ୍ୟ ପ୍ରତିଷ୍ଠାନ ବନ୍ଦ ରହିଛି। ଦୋକାନ ବଜାର ଓ ଗାଡ଼ିଚଳାଚଳ ବନ୍ଦ ରହିଥିବା ବେଳେ ଜୀବନଯାତ୍ରା ଏକ ପ୍ରକାର ଠପ୍&zwnj; ହୋଇଯାଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos