ମାଟି ତଳୁ ମିଳିଲା ୨୦ ଫୁଟ୍‌ର କଙ୍କାଳ: ଜାଣନ୍ତୁ ‘ଦାନବ’ ନା ଆଉ କିଛି

ରୁଷର କମାଣ୍ଡର ଆର୍ୟଲ୍ୟାଣ୍ଡରୁ ବୈଜ୍ଞାନିକ ମାନେ ଏକ କଙ୍ଗାଳ ଉଦ୍ଧାର କରିଛନ୍ତି। ଏହାର ଲମ୍ବ ୨୦ ଫୁଟ ରହିଛି। ତେବେ କଙ୍କାଳର ମୁଣ୍ଡନାହିଁ। ଏତେ ବଡ଼ କଙ୍କାଳ ଉଦ୍ଧର ପରେ ଅଞ୍ଚଳର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବୈଜ୍ଞାନିକମାନେ ଏହାକୁ କୌଣସି ଦାନବର କଙ୍କାଳ ବୋଲି କହିଥିଲେ। ତେବେ ପରେ ପ୍ରକୃତ କଥା ଜଣାପଡିଥିଲା। ଏହା କୌଣସି ଦାନବ ନୁହେଁ ବରଂ ସମୁଦ୍ର ଗାଈର କଙ୍କାଳ ଥିଲା। ଏହି ସମୁଦ୍ର ଗାଇ ୩୦ ଫୁଟ ପର୍ଯ୍ୟନ୍ତ ଲମ୍ବା ହୋଇଥାନ୍ତି […]

20-feet-monster-skel

20-feet-monster-skel

Rakesh Mallick
  • Published: Sunday, 19 November 2017
  • Updated: 19 November 2017, 04:40 PM IST

Sports

Latest News

ରୁଷର କମାଣ୍ଡର ଆର୍ୟଲ୍ୟାଣ୍ଡରୁ ବୈଜ୍ଞାନିକ ମାନେ ଏକ କଙ୍ଗାଳ ଉଦ୍ଧାର କରିଛନ୍ତି। ଏହାର ଲମ୍ବ ୨୦ ଫୁଟ ରହିଛି। ତେବେ କଙ୍କାଳର ମୁଣ୍ଡନାହିଁ। ଏତେ ବଡ଼ କଙ୍କାଳ ଉଦ୍ଧର ପରେ ଅଞ୍ଚଳର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବୈଜ୍ଞାନିକମାନେ ଏହାକୁ କୌଣସି ଦାନବର କଙ୍କାଳ ବୋଲି କହିଥିଲେ।

ତେବେ ପରେ ପ୍ରକୃତ କଥା ଜଣାପଡିଥିଲା। ଏହା କୌଣସି ଦାନବ ନୁହେଁ ବରଂ ସମୁଦ୍ର ଗାଈର କଙ୍କାଳ ଥିଲା। ଏହି ସମୁଦ୍ର ଗାଇ ୩୦ ଫୁଟ ପର୍ଯ୍ୟନ୍ତ ଲମ୍ବା ହୋଇଥାନ୍ତି ଓ ଏମାନଙ୍କ ଓଜନ ୧୦ ଟନ ପର୍ଯ୍ୟନ୍ତ ହୋଇଥାଏ। ଏବେ ଏହି ଜୀବ ବିଲୁପ୍ତ ବୋଲି କୁହାଯାଉଛି। ହେଲେ କିଛି ଲୋକ ଏପରି ସମୁଦ୍ର ଗାଈ ଦେଖିଥିବା ଦାବି କରୁଛନ୍ତି।

ବୈଜ୍ଞାନିକଙ୍କ ଅନୁସାରେ, ସମୁଦ୍ର କୂଳରେ ଏକ କଙ୍କାଳ ବାହାରକୁ ବାହାରିଥିବା ଦେଖିବାକୁ ମିଳିଥିଲା। ଏହାପରେ ଉକ୍ତ ସ୍ଥାନକୁ ଖୋଳା ଯିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ କଙ୍କାଳଟି ଥିଲା ବିରାଟ କାୟ। କଙ୍କାଳଟିକୁ ଖୋଳି ସମ୍ପୂର୍ଣ୍ଣ ବାହାର କରିବାକୁ ୮ ଘଣ୍ଟା ସମୟ ଲାଗିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story