୨୦୧୯ ସୁଦ୍ଧା ୩ ଲକ୍ଷ ନିଯୁକ୍ତି ସୃଷ୍ଟି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ସାରା ରାଜ୍ୟରେ ମଧ୍ୟ ପାଳିତ ହୋଇଛି ୬୯ତମ ସ୍ୱାଧୀନତା ଦିବସ। ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତ୍ତାକା ଉତ୍ତୋଳନ କରିବା ସହ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସ୍କଲାରସିପ୍ କାଉନସିଲ୍ ଗଠନ କରିବାକୁ ସରକାର ସ୍ଥିର କରିଛନ୍ତି। ସେହିପରି ଉତ୍ପାଦନ କ୍ଷେତ୍ରରେ ୨୦୧୯ ସୁଦ୍ଧା ୩ ଲକ୍ଷ ନିଯୁକ୍ତି ସୃଷ୍ଟି କରିବାକୁ […]

babsr

babsr

Rakesh Mallick
  • Published: Saturday, 15 August 2015
  • Updated: 15 August 2015, 11:35 AM IST

Sports

Latest News

ଭୁବନେଶ୍ୱର: ସାରା ରାଜ୍ୟରେ ମଧ୍ୟ ପାଳିତ ହୋଇଛି ୬୯ତମ ସ୍ୱାଧୀନତା ଦିବସ। ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତ୍ତାକା ଉତ୍ତୋଳନ କରିବା ସହ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସ୍କଲାରସିପ୍ କାଉନସିଲ୍ ଗଠନ କରିବାକୁ ସରକାର ସ୍ଥିର କରିଛନ୍ତି। ସେହିପରି ଉତ୍ପାଦନ କ୍ଷେତ୍ରରେ ୨୦୧୯ ସୁଦ୍ଧା ୩ ଲକ୍ଷ ନିଯୁକ୍ତି ସୃଷ୍ଟି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ସରକାରୀ କ୍ଷେତ୍ରରେ ମଧ୍ୟ ଖାଲି ଥିବା ୭୦ ହଜାର ପଦବୀରେ ନିଯୁକ୍ତି ପାଇଁ ସରକାର ପଦକ୍ଷେପ ନେଉଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ, ରାଜ୍ୟରେ ବର୍ଷାର ଅଭାବ ଦେଖା ଦେଇଥିବା ବେଳେ ମୁକାବିଲା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ରାଜ୍ୟର ସବୁ ପଂଚାୟତକୁ ଶକ୍ତିଶାଳୀ କରିବାକୁ ଆଗାମୀ ୫ ବର୍ଷରେ ସରକାର ୧୬ ହଜାର କୋଟିରୁ ଅଧିକ ଟଙ୍କା ଯୋଗାଇ ଦିଆଯିବ।

bbsr

ଆଜି ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉତ୍ତମ ସେବା ପାଇଁ ପୋଲିସ୍ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ପୋଲିସ୍ ପଦକ ପ୍ରଦାନ କରିଛନ୍ତି। ୨୦୧୪ ସାଧରଣତନ୍ତ୍ର ଦିବସ ସ୍ୱାଧୀନତା ଦିବସ ଏବଂ ୨୦୧୫ ସାଧାରଣତନ୍ତ୍ର ଦିବସରେ ପୁରସ୍କାର ପାଇଁ  ଘୋଷିତ ହୋଇଥିବା ପୋଲିସ୍ କର୍ମଚାରୀଙ୍କୁ ଏହି ପଦକ ପ୍ରଦାନ କରାଯାଇଛି। ସୂଚନା ଭବନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ  ୩୦ ଜଣ ପୋଲିସ୍ କର୍ମଚାରୀ, ୬ ଜଣ ଅଗ୍ନିଶମ ବିଭଗ କର୍ମଚାରୀ, ଜଣେ ହୋମ ଗାର୍ଡ, ଜଣେ ସୋଭିଲ ଡିଫେନ୍ସ କର୍ମଚାରୀ ଏବଂ ୪ ଜଣ ଜେଲ କର୍ମଚାରୀ ଅଛନ୍ତି। ୮ ଜଣ  ସାହସିକତା ପାଇଁ ରାଷ୍ଟ୍ରପତି ପଦକ, ୧୧ ଜଣଙ୍କୁ ପୋଲିସ ପଦକ, ଉଲ୍ଲେଖନୀୟ ସେବାପାଇଁ ୧୧ ଜଣଙ୍କୁ ପୋଲିସ ପଦକରେ ସମ୍ମାନିତ କରାଯାଇଛି। ଏହି ଅବସରରେ ୨୦୧୫ ସ୍ୱାଧୀନତା ଦିବସ ପାଇଁ ୧୨ ଜଣ ପୋଲିସ କର୍ମଚାରୀ, ୫ଜଣ ଜେଲ, ୨ ଜଣ ଅଗ୍ନିଶମ, ଜଣେ ହୋମଗାର୍ଡ ଏବଂ ଜଣେ ସିଭିଲ ଡିଫେନ୍ସ କର୍ମଚାରୀଙ୍କ ନାଁ ଘୋଷଣା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story