୧୫ ଦିନର ପ୍ରସ୍ତୁତି, ୪ ବର୍ଷର ପ୍ରଶିକ୍ଷଣ, ୨୧ ବର୍ଷରେ ଆର୍ମି ଲେଫ୍ଟନାଣ୍ଟ

ପାଲି: ଦୃଢ ଇଚ୍ଛାଶକ୍ତି ଆଗରେ ଅସାଧ୍ୟ କାର୍ଯ୍ୟ ମଧ୍ୟ ସହଜ ହୋଇଯାଇଥାଏ। ମାତ୍ର ୨ ଲକ୍ଷ ଟଙ୍କାରୁ କୋଚିଂ ସେଣ୍ଟର ଆରମ୍ଭ କରିଥିବା ବାୟୁଜ୍‌ ରବିନ୍ଦ୍ରନ୍‌ ଏବେ ବାର୍ଷିକ ୨୬୦ କୋଟି ରୋଜଗାର କରୁଥିବା କଥା ଆମେ ଆପଣଙ୍କୁ କହିଥିଲୁ। ଆଜି ଆଉ ଜଣେ ଯୁବ ଭାରତୀୟଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ମାତ୍ର ୨୧ ବର୍ଷରେ ସେନାରେ ଲେଫ୍ଟନାଣ୍ଟ ହୋଇପାରିଛନ୍ତି। ଏହି ଯୁବକ ଜଣଙ୍କ ହେଲେ ରାଜସ୍ଥାନ ୱାଡି ନଗରର ଆଦିତ୍ୟ ନାଗଲ। ମାତ୍ର ୧୭ […]

Aditya

Aditya

Rakesh Mallick
  • Published: Thursday, 21 December 2017
  • Updated: 21 December 2017, 06:28 PM IST

Sports

Latest News

ପାଲି: ଦୃଢ ଇଚ୍ଛାଶକ୍ତି ଆଗରେ ଅସାଧ୍ୟ କାର୍ଯ୍ୟ ମଧ୍ୟ ସହଜ ହୋଇଯାଇଥାଏ। ମାତ୍ର ୨ ଲକ୍ଷ ଟଙ୍କାରୁ କୋଚିଂ ସେଣ୍ଟର ଆରମ୍ଭ କରିଥିବା ବାୟୁଜ୍‌ ରବିନ୍ଦ୍ରନ୍‌ ଏବେ ବାର୍ଷିକ ୨୬୦ କୋଟି ରୋଜଗାର କରୁଥିବା କଥା ଆମେ ଆପଣଙ୍କୁ କହିଥିଲୁ। ଆଜି ଆଉ ଜଣେ ଯୁବ ଭାରତୀୟଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ମାତ୍ର ୨୧ ବର୍ଷରେ ସେନାରେ ଲେଫ୍ଟନାଣ୍ଟ ହୋଇପାରିଛନ୍ତି। ଏହି ଯୁବକ ଜଣଙ୍କ ହେଲେ ରାଜସ୍ଥାନ ୱାଡି ନଗରର ଆଦିତ୍ୟ ନାଗଲ। ମାତ୍ର ୧୭ ବର୍ଷରେ NDA ପରୀକ୍ଷାରେ ପାସ୍‌ କରିବା ପରେ ୪ ବର୍ଷ ପ୍ରଶିକ୍ଷଣ ନେଇ ଏବେ ସେନାରେ ବନିଯାଇଛନ୍ତି ଲେଫ୍ଟନାଣ୍ଟ।  ଦେଶର ବିଭିନ୍ନ ସ୍ଥାନରୁ ମାତ୍ର ୧୩୯ ଜଣ ଯୁବକଙ୍କୁ ଏଥିପାଇଁ ଚୟନ କରାଯାଇଥିଲା। ରାଜସ୍ଥାନରୁ ଆଦିତ୍ୟ ଏକମାତ୍ର ଯୁବକ ଭାବେ ଏଥିପାଇଁ ଚୟନ ହୋଇଥିଲେ।

aditya୧୫ ଦିନର ପ୍ରସ୍ତୁତିରେ NDA ପାସ୍‌

ନିଜ ସହରରେ ଦ୍ୱାଦଶ ପାସ୍‌ କରିବା ପରେ ଆଦିତ୍ୟ NDA ପରୀକ୍ଷା ଦେବାକୁ ଭଉଣୀ ଉର୍ବଶୀଙ୍କ ପାଖକୁ ଦିଲ୍ଲୀ ଚାଲି ଯାଇଥିଲେ। ଭାଇର ସେନା ପ୍ରତି ଥିବା ଅହେତୁକ ଆଗ୍ରହ ଦେଖି ଭଉଣୀ ମଧ୍ୟ ତାଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତିରେ ଲାଗି ପଡ଼ିଥିଲେ। ଏହି ସମୟରେ ମାତ୍ର ୧୫ ଦିନ ଉର୍ବଶୀ ଆଦିତ୍ୟଙ୍କୁ NDA ପରୀକ୍ଷା ପାଇଁ ପ୍ରସ୍ତୁତ କରିଥିଲେ। ଏହି ସମୟରେ ଉର୍ବଶୀ ଆଦିତ୍ୟଙ୍କ ଆତ୍ମବିଶ୍ୱାସ ବଢ଼ାଇବା ପାଇଁ ଏକାଧିକ ଅଫିସରଙ୍କ ସହ ଭେଟ କରାଇଥିଲେ। ବାପାମାଆ ଓ ଭଉଣୀ ତାଙ୍କ ପ୍ରତି ଦେଖାଇଥିବା ବିଶ୍ୱାସକୁ ଅତୁଟ ରଖିବାକୁ ଆଦିତ୍ୟ ଦିନରାତି ଏକ କରି ଦେଇଥିଲେ। NDA ପାସ୍‌ କରିବା ପରେ ସେ ସିକନ୍ଦରାବାଦ୍‌ରେ ଲେଫ୍ଟନାଣ୍ଟ ପାଇଁ ୪ ବର୍ଷ ପ୍ରଶିକ୍ଷଣ ନେଇଥିଲେ। ପ୍ରଶିକ୍ଷଣ ସରିବା ପରେ ଗତ ୯ ତାରିଖରେ ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି।

ଘୋଡା ଦୌଡ଼ରେ ପାରଙ୍ଗମ

କେବଳ ପାଠରେ ନୁହେଁ ଆଦିତ୍ୟ ଘୋଡା ଚଢ଼ିବାରେ ମଧ୍ୟ ପାରଙ୍ଗମ। ଘୋଡା ଦୌଡ଼ରେ ସେ ଏକାଧିକ ମେଡାଲ ଜିତି ସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story