ଅନ୍ୟାୟ ବିରୋଧରେ ଲଢ଼ି ଗୁଳିରେ ବଳି ପଡ଼ିଥିଲେ ବାପା, ୨୫ ବର୍ଷ ପରେ ଜଜ୍‌ ହୋଇ ଶେଷ ଇଚ୍ଛା ପୂରଣ କଲେ ଝିଅ

ମୁଜାଫରନଗର,(ଉତ୍ତରପ୍ରଦେଶ): ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବାରୁ ବାପାଙ୍କୁ ମାରିଦିଆଗଲା। ତାଙ୍କ ଶେଷ ଇଚ୍ଛା ଥିଲା ଝିଅ ତାଙ୍କର ବଡ଼ ହେଲେ ଜଜ୍ ହେବ। ଅପରାଧୀମାନଙ୍କୁ ଉପଯୁକ୍ତ ଦଣ୍ଡ ଦେବ। ଝିଅ ମଧ୍ୟ  ବାପାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ କଥା ଦେଇଥିଲେ। କହିଥିଲେ ବାପା ମୁଁ ବଡ଼ ହେଲେ ଦିନେ ଜଜ୍ ହେବି। ତୁମ ସ୍ୱପ୍ନ ସାକାର କରିବି। ତୁମ ବଳିଦାନ କେବେ ବ୍ୟର୍ଥ ଜିବନି। ଶେଷରେ ସେୟା ହେଲା । ବାପା ମୃତ୍ୟୁର ୨୫ […]

61087095

61087095

Rakesh Mallick
  • Published: Sunday, 15 October 2017
  • Updated: 15 October 2017, 09:32 PM IST

Sports

Latest News

ମୁଜାଫରନଗର,(ଉତ୍ତରପ୍ରଦେଶ): ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବାରୁ ବାପାଙ୍କୁ ମାରିଦିଆଗଲା। ତାଙ୍କ ଶେଷ ଇଚ୍ଛା ଥିଲା ଝିଅ ତାଙ୍କର ବଡ଼ ହେଲେ ଜଜ୍ ହେବ। ଅପରାଧୀମାନଙ୍କୁ ଉପଯୁକ୍ତ ଦଣ୍ଡ ଦେବ। ଝିଅ ମଧ୍ୟ  ବାପାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ କଥା ଦେଇଥିଲେ। କହିଥିଲେ ବାପା ମୁଁ ବଡ଼ ହେଲେ ଦିନେ ଜଜ୍ ହେବି। ତୁମ ସ୍ୱପ୍ନ ସାକାର କରିବି। ତୁମ ବଳିଦାନ କେବେ ବ୍ୟର୍ଥ ଜିବନି। ଶେଷରେ ସେୟା ହେଲା । ବାପା ମୃତ୍ୟୁର ୨୫ ବର୍ଷ ପରେ ବାପାର ସେହି  ଝିଅ ଅଞ୍ଜୁମ ସୈଫି ବାପାଙ୍କ ସ୍ୱପ୍ନକୁ ସାକାର କଲେ। ଏହା କୌଣସି ଫିଲ୍ମର କାହାଣୀ ନୁହଁ, ବରଂ ଅଙ୍ଗେ ଲିଭେଇଥିବା କଥା। ଏଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ମୁଜାଫର ନଗରରରେ ।

ବିଗତ ୨୫ ବର୍ଷ ତଳେ ୧୯୯୨ ମସିହାରେ ଅଞ୍ଜୁମଙ୍କ ବାପା ରସିଦ ଅହମ୍ମଦ୍‌ଙ୍କୁ ଦିନବେଳା ବିଚ୍ ବଜାରରେ ଗୁଣ୍ଡାମାନେ ଗୁଳି କରି ହତ୍ୟା କରିଥିଲେ। କାରଣ ଅଞ୍ଜୁମଙ୍କ ବାପା ସବୁବେଳେ ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରୁଥିଲେ।  ରସିଦ୍ ଏକ ହାଡୱାର ଦୋକାନ ଚଳାଇ ପରିବାର ପୋଷୁଥିଲେ। ସବୁବେଳେ ଅନ୍ୟାୟ, ଅବିଚାର ଏବଂ ଶୋଷଣ ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ରସିଦ୍‌ଙ୍କ ନଜରରେ ଦିନେ ସେମିତି ଏକ ଘଟଣା ପଡ଼ିଲା। ଘଟଣାଟି ହେଉଛି ମାର୍କେଟ୍‌ରେ ଜଣେ ହକର ଠାରୁ ଗୁଣ୍ଡାମାନେ ଦାଦାବଟି ଆଦାୟ କରୁଥିଲେ। ଏହି ଦୃଷ୍ୟ ଦେଖି ସେ ଏହାର ବିରୋଧ କରିଥିଲେ। ହେଲେ ଏହାର ପରିଣତି ସ୍ୱରୂପ ଦୁର୍ବୃତ୍ତମାନେ ତାଙ୍କୁ ବିଚ୍ ବଜାରରେ ଗୁଳି କରି ହତ୍ୟା କଲେ। ରସିଦଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶରୀର ତାଙ୍କ ଘରେ ଆସି ପହଞ୍ଚି ଥିଲା।

ସେତେବେଳକୁ ଅଞ୍ଜୁମ ମାତ୍ର ୪ ବର୍ଷର ହୋଇଥିଲେ। ବାପାଙ୍କ ରକ୍ତଭିଜା ଦେହ ଦେଖି ସେ କାବା ପାଲଟି ଯାଇଥିଲେ। ହେଲେ ରସିଦ ମୃତ୍ୟୁ ପୂର୍ବରୁ ତାଙ୍କ ଝିଅକୁ ନେଇ ଯେଉଁ ସ୍ୱପ୍ନ ଦେଖିଥିଲେ ୨୫ ବର୍ଷ ପରେ ତାକୁ ସାକାର କରିଦେଖାଇଛନ୍ତି ତାଙ୍କ ଗେହ୍ଲା ଝିଅ। ଉତ୍ତର ପ୍ରଦେଶର ସିଭିଲ୍ ଜଜ୍ ଜୁନିଅର ଡିଭିଜନ୍ ପରୀକ୍ଷାରେ ସେ ପାସ୍ କରିଛନ୍ତି। ତାଙ୍କର ଏହି ସଫଳତାକୁ ନେଇ ପରିବାର ଲୋକେ ମଧ୍ୟ ବେଶ୍ ଖୁସି ଅଛନ୍ତି। ଖାଲି ପରିବାର ଲୋକେ ନୁହଁନ୍ତି ଅଞ୍ଜୁଙ୍କର ଏହି ସଫଳତା ପାଇଁ ତାଙ୍କ ପଡ଼ୋଶୀ ବି ଖୁବ୍ ଖୁସି । ରସିଦଙ୍କ ୫ ଜଣ ପୁଅ ଥିବା ବେଳେ ଅଞ୍ଜୁମ୍‌ ହେଉଛନ୍ତି ଏକମାତ୍ର  ଝିଅ।

କଥାରେ ଅଛି ପରିଶ୍ରମର କେବେ ବୃଥା ଯାଏନା। ମଣିଷକୁ ସଫଳତା ପାଇବାକୁ ହେଲେ ଜୀବନର ଲକ୍ଷ୍ୟ ନିର୍ଦ୍ଧାରଣ କରିବାକୁ ପଡ଼ିଥାଏ। ଯାହା ଅଞ୍ଜୁମ କରି ଦେଖାଇଛନ୍ତି। ତାଙ୍କର ଏହି ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ହେବ ଏଥିରେ ସନ୍ଦେହ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story