ଗୋଟିଏ ଚୋଟରେ ଚାଲିଯିବ ଜୀବନ,ଚିହ୍ନନ୍ତୁ ଏଇ ବିଷଧର ସାପଙ୍କୁ

ସାପ ଦେଖିଲେ ଭୟରେ ଆମ ଦେହରୁ ଝାଳ ବାହାରି ଆସେ। ସେହିସ୍ଥାନ ଛାଡ଼ି ଯିବାକୁ ବୁଦ୍ଧି ଦିଶି ନ ଥାଏ। ବହୁ ସମୟରେ ଶୁଣିବାକୁ ମିଳିଥାଏ ସାପ ବାସ୍ତବରେ ବହୁତ ଡରକୁଳା।  ନିଜ ଉପରକୁ  ବିପଦ ନ ଆସିବା ପର୍ଯ୍ୟନ୍ତ ସେମାନେ ଆକ୍ରମଣ କରି ନ ଥାନ୍ତି। ଦୁନିଆରେ  ବିଭିନ୍ନ ପ୍ରଜାତିର ସାପ ଦେଖିବାକୁ ମିଳିଥାଏ। ସେମାନଙ୍କ ମଧ୍ୟରୁ କେତେକ ବିଷଧର ସାପ ମଧ୍ୟ ହୋଇଥାନ୍ତି।  ଯେଉଁମାନେ କାମୁଡ଼ିଲେ ବଞ୍ଚିବା କଷ୍ଟକର ହୋଇଥାଏ। ଆସନ୍ତୁ ଜାଣିବା ବିଶ୍ୱର […]

Snakeimage

Snakeimage

Rakesh Mallick
  • Published: Monday, 18 December 2017
  • Updated: 18 December 2017, 01:58 PM IST

Sports

Latest News

ସାପ ଦେଖିଲେ ଭୟରେ ଆମ ଦେହରୁ ଝାଳ ବାହାରି ଆସେ। ସେହିସ୍ଥାନ ଛାଡ଼ି ଯିବାକୁ ବୁଦ୍ଧି ଦିଶି ନ ଥାଏ। ବହୁ ସମୟରେ ଶୁଣିବାକୁ ମିଳିଥାଏ ସାପ ବାସ୍ତବରେ ବହୁତ ଡରକୁଳା।  ନିଜ ଉପରକୁ  ବିପଦ ନ ଆସିବା ପର୍ଯ୍ୟନ୍ତ ସେମାନେ ଆକ୍ରମଣ କରି ନ ଥାନ୍ତି। ଦୁନିଆରେ  ବିଭିନ୍ନ ପ୍ରଜାତିର ସାପ ଦେଖିବାକୁ ମିଳିଥାଏ। ସେମାନଙ୍କ ମଧ୍ୟରୁ କେତେକ ବିଷଧର ସାପ ମଧ୍ୟ ହୋଇଥାନ୍ତି।  ଯେଉଁମାନେ କାମୁଡ଼ିଲେ ବଞ୍ଚିବା କଷ୍ଟକର ହୋଇଥାଏ। ଆସନ୍ତୁ ଜାଣିବା ବିଶ୍ୱର କିଛି ବିଷାକ୍ତ ସାପଙ୍କ ବିଷୟରେ ...

mmmmରେଡ୍‌ ହେଡେଡ୍ କରୈତ ସାପ- ଏହି ପ୍ରଜାତିର ସାପ ସବୁଠାରୁ ବିଷଧର। ଏମାନଙ୍କ ରଙ୍ଗ ନୀଳ ହୋଇଥାଏ। ଏମାନଙ୍କର ମୁହଁର ରଙ୍ଗ ନାଲି ହୋଇଥାଏ। ଏହି ସାପ ଦେଖିବାକୁ ଅନ୍ୟ ସାପମାନଙ୍କ ପରି ନୁହେଁ। ଦକ୍ଷିଣ ଥାଇଲ୍ୟାଣ୍ଡରେ ଏହି ପ୍ରଜାତିର ଦେଖାଯାଏ।

nnବ୍ଲୁ ରେସନ ସାପ- ଏହି ସାପ ଦକ୍ଷିଣ ପେନ୍ ସଲଭୋନିଆରେ ଦେଖିବାକୁ ମିଳିଥାଏ। ଏହି ସାପ ଚିକ୍କଣ ଦେଖାଯାଏ। ଏହା ଲମ୍ବ ୫ରୁ ୬ଫୁଟ ମଧ୍ୟରେ ହୋଇଥାଏ।

 କିଙ୍ଗ୍ କ୍ରୋବା- ଏହି ପ୍ରଜାତିର ସାପର ରଙ୍ଗ କଳା। ଏହାର ଲମ୍ବ ଅଧିକ ହୋଇଥାଏ।  ନିଜ ପ୍ରତି ବିପଦ ଆସିଲେ କିଙ୍ଗୁ କ୍ରୋବା ବହୁତ ଦୂର ପର୍ଯ୍ୟନ୍ତ ନିଜ ଫଣାରେ ବିଷ ଫିଙ୍ଗି ପାରେ। ସେଥିପାଇଁ ଏହାକୁ ‘ସ୍ପିଟିଂ’ କ୍ରୋବା କୁହାଯାଏ। ଏହା ବହୁତ ବିଷଧର।

mmmuuuu ଲ୍ୟୁଷ୍ଟିକ୍‌ ଟେକ୍ସସାସ୍‌ ରେଟ୍‌ ସାପ- ଏହି ସାପର ରଙ୍ଗ ଧଳା ହୋଇଥାଏ। ଏହା ଦେଖିବାକୁ ଖୁବ୍‌ ସୁନ୍ଦର କିନ୍ତୁ ବିଷଧର। ଏହାର ଲମ୍ବ ପ୍ରାୟ ୬ଫୁଟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story