ଗାଡ଼ି ନମ୍ବରରେ ଏହି ସଂଖ୍ୟାକୁ ସାମିଲ କରନ୍ତୁ: ଏହା ସମସ୍ତଙ୍କ ପାଇଁ ଶୁଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯେତେବେଳେ ଆପଣମାନେ ନୂତନ ଯାନବାହନ କିଣନ୍ତି, କ’ଣ ନମ୍ବର ରଖିବେ ସେନେଇ ଦ୍ୱନ୍ଦ୍ୱରେ ରୁହନ୍ତି। କେଉଁ ରଙ୍ଗର ନମ୍ବର ନେଲେ ଶୁଭହେବ ସେଥିପାଇଁ ଜ୍ୟୋତିଷଙ୍କୁ ପରାମର୍ଶ କରନ୍ତି। ଆପଣଙ୍କ ରାଶି ଅନୁସାରେ ଜ୍ୟୋତିଷ ଯେଉଁ ଅଙ୍କ କୁହନ୍ତି ସେଥିରେ ଗାଡ଼ି ନମ୍ବର ରଖିବାକୁ ଚେଷ୍ଟା କରନ୍ତି। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ଏତେ ଚିନ୍ତା କରନ୍ତୁ ନାହିଁ। ଆପଣଙ୍କ ରାଶି ଯାହା ହେଉନା କାହିଁକି ‘୯’କୁ ସବୁବେଳେ ଗାଡ଼ିର ନମ୍ବରରେ ସାମିଲ୍‌ କରନ୍ତୁ। ଏହି ସଂଖ୍ୟା ସମସ୍ତଙ୍କ ପାଇଁ ଶୁଭ। (ଦେଖନ୍ତୁ ଭିଡିଓ)