ମୃତ୍ୟୁ ପରେ ବି ସେ ବଞ୍ଚିଛି ! ୨୦ ବର୍ଷ ଧରି କବରରୁ ଆସୁଛି ସୁନ୍ଦର ବାସ୍ନା

ପରଲୋକ ଗମନ କରିଥିବା ଲୋକର ବାସ୍ତବ ଦୁନିଆ ସହ କିଛି ସମ୍ପର୍କ ନଥାଏ। କଥାରେ ଅଛି ମଲା ଗଲା କଥା ସରିଲା। ମୃତ୍ୟୁ ପରେ ବି ଜୀବନ ଅଛି, ତାକୁ ନେଇ ବଗେଷକମାନେ ବର୍ଷ ବର୍ଷ ଧରି ଯୁକ୍ତିତର୍କ ଚଳେଇଛନ୍ତି। କୌଣସି ନିଷ୍କର୍ଷରେ ପହଞ୍ଚିବା କଷ୍ଟକର ହୋଇପଡୁଛି। କିନ୍ତୁ ମୃତ୍ୟୁ ପରେ ଯେ ଜୀବନ ଅଛି, ଏହାକୁ ନେଇ ବିଭିନ୍ନ ଧର୍ମରେ ଭିନ୍ନ ଭିନ୍ନ ଚିନ୍ତାଧାରା ଅଛି। ତେବେ ଆମେ ସେ ତର୍କ ଆଡକୁ ଯାଉନୁ। ଜଣା […]

kabar

kabar

Rakesh Mallick
  • Published: Monday, 06 November 2017
  • Updated: 06 November 2017, 03:45 PM IST

Sports

Latest News

ପରଲୋକ ଗମନ କରିଥିବା ଲୋକର ବାସ୍ତବ ଦୁନିଆ ସହ କିଛି ସମ୍ପର୍କ ନଥାଏ। କଥାରେ ଅଛି ମଲା ଗଲା କଥା ସରିଲା। ମୃତ୍ୟୁ ପରେ ବି ଜୀବନ ଅଛି, ତାକୁ ନେଇ ବଗେଷକମାନେ ବର୍ଷ ବର୍ଷ ଧରି ଯୁକ୍ତିତର୍କ ଚଳେଇଛନ୍ତି। କୌଣସି ନିଷ୍କର୍ଷରେ ପହଞ୍ଚିବା କଷ୍ଟକର ହୋଇପଡୁଛି। କିନ୍ତୁ ମୃତ୍ୟୁ ପରେ ଯେ ଜୀବନ ଅଛି, ଏହାକୁ ନେଇ ବିଭିନ୍ନ ଧର୍ମରେ ଭିନ୍ନ ଭିନ୍ନ ଚିନ୍ତାଧାରା ଅଛି। ତେବେ ଆମେ ସେ ତର୍କ ଆଡକୁ ଯାଉନୁ। ଜଣା ପଡ଼ିଛି ଯେ, ଗୋଟେ ଝିଅ ମୃତ୍ୟୁ ପରେ ବି ଜୀବୀତ ଅଛି। କଥାଟି ଠିକ୍ ନ ଲାଗିଲେ ବି, ଝିଅଟିର କବର ଭିତରେ ପଚା ଗନ୍ଧ ବଦଳରେ ୨୦ ବର୍ଷ ଧରି ସୁନ୍ଦର ବାସ୍ନା ଆସୁଛି।  ପଢ଼ନ୍ତୁ ପୂରା ଘଟଣା।

ଘଟଣାଟି ଘଟିଛି ସାଉଦି ଆରବର ୟମନ ନିକଟସ୍ଥ ଧାଫର ଗାଁରେ। ସେଠାକାର କବର ସ୍ଥାନରେ ଏମିତି ଏକ କବର ରହିଛି ଯେଉଁଠାରୁ ସବୁବେଳେ ସୁଗନ୍ଧ ଆସୁଛି। ଏହି କବରରେ ଥିବା ମୃତଦେହଟି ଜଣେ ଝିଅର, ଯାହାର ମୃତ୍ୟୁ ୨୦ ବର୍ଷ ପୂର୍ବରୁ ହୋଇଯାଇଛି। ଝିଅଟିର ନାଁ ୟୋମନା। ମୃତ୍ୟୁ ପରେ ଗାଁ ଲୋକେ ତାକୁ ନେଇ ପାଖ ଏକ କବର ସ୍ଥାନରେ ପୋତି ଦେଇଥିଲେ। କିଛିଦିନ ପରେ ସେହି କବର ଭିତରୁ ସୁଗନ୍ଧ ଆସିବାରେ ଲାଗିଲା। ପୂରା ତାଜା ଫୁଲର ବାସ୍ନା ପରି। ପ୍ରଥମେ ଗାଁ ଲୋକେ କବର ସ୍ଥାନ ଉପରେ ଚଢ଼ା ଯାଇଥିବା ଫୁଲରୁ ଏପରି ସୁଗନ୍ଧ ବାହାରୁଛି ଭାବି ଚୁପ୍ ରହିଗଲେ। କିନ୍ତୁ ଯେତେବେଳେ ବାସ୍ନା ନିୟମିତ ଭାବେ ଆସିବାରେ ଲାଗିଲା, ସେତେବେଳେ ଲୋକମାନଙ୍କ ମନରେ ସନ୍ଦେହ ସୃଷ୍ଟି ହେଲା। କିଛି ଲୋକ ମୃତକଙ୍କ ପରିବାରକୁ ପଚାରିଲେ ଯେ- ଝିଅର ମୃତଦେହ ସହ କବର ଭିତରେ ସେମିତି କିଛି ବାସ୍ନା ଜାତୀୟ ଜିନିଷ ରଖିଛ କି? କିନ୍ତୁ ଘରଲୋକ ମନାକଲେ।

ଏହାପରେ ଧୀରେ ଧିରେ ଲୋକମାନେ ସେ ବାଟ ଦେଇ ଯିବା ଆସିବା କରିବାକୁ ଡରିଲେ। ସେମାନେ ଆଶଙ୍କା କଲେ ଯେ, ହୁଏତ ମୃତଦେହଟି ବଂଚିଛି କି? ଏହାର କିଛିଦିନ ପରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଲା। ପ୍ରବଳ ବର୍ଷା ଯୋଗୁ ପାଣି ଜମି କବରସ୍ଥାନ ଭିତରେ କିଛି ମୃତଦେହ ବାହାରକୁ ଆସି ଭାସିଲା। ଭାସୁଥିବା ଏହି ମୃତଦେହ ଗୁଡ଼ିକ ଭିତରେ ୟୋମନା ନାମକ ସେହି ଝିଅର ମୃତଦେହ ବି ସାମିଲ ଥିଲା। ହେଲେ କବର ସ୍ଥାନରେ ପହଞ୍ଚି ଗାଁ ଲୋକେ ଯାହା ଦେଖିଲେ, ତାହା ସମସ୍ତଙ୍କୁ ହତବାକ୍ କରିଦେଲା। ମୃତ୍ୟୁର ଦୀର୍ଘ ୨୦ ବର୍ଷ ପରେବି, ୟୋମନାର ମୃତଦେହରେ ବିଶେଷ କିଛି ପରିବର୍ତ୍ତନ ଆସିନଥିଲା। ଅର୍ଥାତ ଝିଅର ଶରୀର ମୃତ୍ୟୁ ସମୟରେ ଯେମିତି ଥିଲା, ୨୦ ବର୍ଷ ପରେ ମଧ୍ୟ ସେମିତି ହି ଥିଲା।

ଏହାପରେ ଗାଁରେ ଖବର ଖେଳିଗଲା ଯେ, ଝିଅଟି ଏବେବି ବଂଚିଛି। ମୃତ୍ୟୁ ପରେ ସେ ଏକ ସୁନ୍ଦର ଓ ସୁଗନ୍ଧିତ ଜୀବନ ଅତିବାହିତ କରୁଛି। ଏହି ବିଶ୍ୱାସ ସହ ଗାଁ ଲୋକେ ଝିର ମୃତଦେହଟିକୁ ପୁଣି ଥରେ କବର ଭିତରେ ରଖିଦେଲେ। ଆଜି ବି କବର ଭିତରୁ ସେମିତି ସୁଗନ୍ଧ ଆସୁଛି। କାହିଁକି ଓ କେଉଁ କାରଣରୁ ଝିଅର ମୃତଦେହ ନଷ୍ଟ ହୋଇନାହିଁ ଏବଂ କବର ଭିତରୁ କାହୁଁକି ସୁନ୍ଦର ବାସ୍ନା ଆସୁଛି ତାହା ଏବେବି ରହସ୍ୟ ଭିତରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story