ଲକ୍ଷ୍ୟଭେଦ ସଂପର୍କରେ ଅଧିକ ତଥ୍ୟ ପାଇଁ ପରୀକ୍ଷଣ ହେଲା ଅଗ୍ନି-୨

<p>[vc_row][vc_column][vc_video link=&quot; &quot;][vc_column_text]ବାଲେଶ୍ୱର: ଧାମରା କଲାମ ଦ୍ୱୀପର ୪ନଂ ଲଞ୍ଚ ପ୍ୟାଡରୁ ଅଗ୍ନି-୨ କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି-୨ର ପରୀକ୍ଷଣ ଆଜି ସକାଳ ୧୦ଟା ୨୩ରେ ହୋଇଛି। କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ସଂପର୍କରେ ଅଧିକ ତଥ୍ୟ ହାସଲ କରାଯାଉଛି। ଏଥିପାଇଁ ବଙ୍ଗୋପସାଗରରେ ଦୁଇଟି ସ୍ୱତନ୍ତ୍ର ଯୁଦ୍ଧ ଯାହାଜରେ ରାଡାର ସଂଯୁକ୍ତ କରାଯାଇଥିଲା। ବାଲିଷ୍ଟିକ୍ ମିସାଇଲ୍ ଅଗ୍ନି-୨ର ଲମ୍ବ ୨୧ ମିଟର, ମୋଟେଇ ୧.୩ ମିଟର ଓ ଓଜନ ୧୬ହଜାର କିଲୋଗ୍ରାମ। ଏହି କ୍ଷେପଣାସ୍ତ୍ର ୧୫ କିଲୋ ଟନ୍&zwnj;ରୁ ୨୫୦ କିଲୋଟନ୍ ପର୍ଯ୍ୟନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ। ୨୦୦୦ ରୁ ୩୦୦୦ କିଲୋମିଟର ପର୍ଯ୍ୟନ୍ତ ଏହା ଲକ୍ଷ୍ୟଭେଦ କରିପାରିବ। ଏହାକୁ ରେଳ ଓ ରୋଡ୍&zwnj; ଲଞ୍ଚରରୁ ଉତ୍&zwnj;କ୍ଷେପଣ କରାଯାଇପାରିବ।[/vc_column_text][/vc_column][/vc_row]</p>

Ordigital Desk
  • Published: Thursday, 04 May 2017
  • Updated: 04 May 2017, 12:20 PM IST

Sports

Latest News

<p>[vc_row][vc_column][vc_video link=&quot; &quot;][vc_column_text]ବାଲେଶ୍ୱର: ଧାମରା କଲାମ ଦ୍ୱୀପର ୪ନଂ ଲଞ୍ଚ ପ୍ୟାଡରୁ ଅଗ୍ନି-୨ କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି-୨ର ପରୀକ୍ଷଣ ଆଜି ସକାଳ ୧୦ଟା ୨୩ରେ ହୋଇଛି। କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ସଂପର୍କରେ ଅଧିକ ତଥ୍ୟ ହାସଲ କରାଯାଉଛି। ଏଥିପାଇଁ ବଙ୍ଗୋପସାଗରରେ ଦୁଇଟି ସ୍ୱତନ୍ତ୍ର ଯୁଦ୍ଧ ଯାହାଜରେ ରାଡାର ସଂଯୁକ୍ତ କରାଯାଇଥିଲା। ବାଲିଷ୍ଟିକ୍ ମିସାଇଲ୍ ଅଗ୍ନି-୨ର ଲମ୍ବ ୨୧ ମିଟର, ମୋଟେଇ ୧.୩ ମିଟର ଓ ଓଜନ ୧୬ହଜାର କିଲୋଗ୍ରାମ। ଏହି କ୍ଷେପଣାସ୍ତ୍ର ୧୫ କିଲୋ ଟନ୍&zwnj;ରୁ ୨୫୦ କିଲୋଟନ୍ ପର୍ଯ୍ୟନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ। ୨୦୦୦ ରୁ ୩୦୦୦ କିଲୋମିଟର ପର୍ଯ୍ୟନ୍ତ ଏହା ଲକ୍ଷ୍ୟଭେଦ କରିପାରିବ। ଏହାକୁ ରେଳ ଓ ରୋଡ୍&zwnj; ଲଞ୍ଚରରୁ ଉତ୍&zwnj;କ୍ଷେପଣ କରାଯାଇପାରିବ।[/vc_column_text][/vc_column][/vc_row]</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos