ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା

ପୁରୀ: ଆଜି ବିଶ୍ୱ ପର୍ଯ୍ୟଟନ ଦିବସ। ଏହି ଅବସରରେ ସାରା ବିଶ୍ୱକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବା ଓ ଶାନ୍ତିର ବାର୍ତ୍ତା ନେଇ ପୁରୀ ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ପ୍ରତିଷ୍ଠାନର ଛାତ୍ରଛାତ୍ରୀ ଏକ ବାଲୁକା କଳା ତିଆରି କରିଛନ୍ତି। ଏହି ବାଲୁକା କଳାରେ ବିଭିନ୍ନ ଦେଶର ସ୍ମାରକୀ,ପର୍ଯ୍ୟଟନ ସ୍ଥଳୀ, ବିଭିନ୍ନ ଦେଶର ମନ୍ଦିର ଓ ବୌଦ୍ଧସ୍ତୁପ ସ୍ଥାନ ପାଇଛି ।

puri

Rakesh Mallick
  • Published: Tuesday, 27 September 2016
  • , Updated: 27 September 2016, 07:47 AM IST

Related story