ବିଧାନସଭାରେ ଆଜି ପୁଣି ମହାନଦୀ ପ୍ରସଙ୍ଗ ଆଲୋଚନା ଚାଲିଛି

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ ଆଜି ପୁଣି ଥରେ ବିଧାନସଭାରେ ଆଲୋଚନା ଚାଲିଛି। ଗତକାଲି ଏହି ପ୍ରସଙ୍ଗରେ ଆଲୋଚନା ଅସମାପ୍ତ ରହିଥିଲା। ଦୁଇ ଦିନର ଅଚଳାବସ୍ଥା ପରେ ଗତକାଲି ବିଧାନସଭାରେ ମହାନଦୀ ପ୍ରସଙ୍ଗରେ ୫ ଘଣ୍ଟା ଧରି ଚାଲିଥିଲା ମାରାଥନ ଆଲୋଚନା। ଆଲୋଚନା ବେଳେ ତଥ୍ୟ ରଖି ସରକାରଙ୍କୁ ଘେରିଥିଲେ ବିରୋଧୀ। ପୂର୍ବରୁ ଏ ପ୍ରସଙ୍ଗରେ ବିଧାନସଭାରେ ହୋଇଥିବା ଆଲୋଚନା ଓ ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠିକୁ ଦେଖାଇ ସରକାରଙ୍କୁ କାଠଗଡ଼ାରେ ଠିଆ କରିଥିଲେ ବିରୋଧୀ।

assembly

Rakesh Mallick
  • Published: Saturday, 24 September 2016
  • , Updated: 24 September 2016, 04:24 PM IST

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ ଆଜି ପୁଣି ଥରେ ବିଧାନସଭାରେ ଆଲୋଚନା ଚାଲିଛି। ଗତକାଲି ଏହି ପ୍ରସଙ୍ଗରେ ଆଲୋଚନା ଅସମାପ୍ତ ରହିଥିଲା।

ଦୁଇ ଦିନର ଅଚଳାବସ୍ଥା ପରେ ଗତକାଲି ବିଧାନସଭାରେ ମହାନଦୀ ପ୍ରସଙ୍ଗରେ ୫ ଘଣ୍ଟା ଧରି ଚାଲିଥିଲା ମାରାଥନ ଆଲୋଚନା। ଆଲୋଚନା ବେଳେ ତଥ୍ୟ ରଖି ସରକାରଙ୍କୁ ଘେରିଥିଲେ ବିରୋଧୀ। ପୂର୍ବରୁ ଏ ପ୍ରସଙ୍ଗରେ ବିଧାନସଭାରେ ହୋଇଥିବା ଆଲୋଚନା ଓ ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠିକୁ ଦେଖାଇ ସରକାରଙ୍କୁ କାଠଗଡ଼ାରେ ଠିଆ କରିଥିଲେ ବିରୋଧୀ।

Related story