ଆଜି ଓଡିଆ ନୂଆବର୍ଷ: ଏଣିକି କେଉଁ ଗ୍ରହ କୁଆଡେ ଚଳନ କରିବେ ପଢନ୍ତୁ

  ଆମ ଉତ୍କଳୀୟ ମାନଙ୍କର ନବବର୍ଷ, ପଣା ସଂକ୍ରାନ୍ତି ବା ବିଷୁବ ସଂକ୍ରାନ୍ତିରୁ ହିଁ ଆରମ୍ଭ ହୋଇଥାଏ। ଆମର ସମସ୍ତ ଶୁଭକର୍ମ, ଭୂମି ପୂଜନ ଏବଂ ବିହନ ଅନୁକୂଳ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥାଏ। ଏହା ସହିତ ବର୍ଷ ଆରମ୍ଭରୁ ଅର୍ଥାତ‌୍‍ ୧୪ ଏପ୍ରିଲ‌୍‍ ୨୦୧୮ରୁ ୧୫ ମେ ୨୦୧୮ ପର୍ଯ୍ୟନ୍ତ ଶୁଦ୍ଧକାଳ। ୧୬ ମେ ୨୦୧୮ରୁ ୧୩ ଜୁନ‌୍‍ ୨୦୧୮ ମଳ ମାସ ହେତୁ ଅଶୁଦ୍ଧ କାଳ ଓ ଶୁଭକାର୍ଯ୍ୟ ବର୍ଜନୀୟ। ୧୪ ଜୁନ‌୍‍ ୨୦୧୮ […]

Graha

Graha

Rakesh Mallick
  • Published: Friday, 13 April 2018
  • Updated: 14 April 2018, 03:45 PM IST

Sports

Latest News

[caption id="attachment_227323" align="alignleft" width="150"]ଡ. ମନୋଜ କୁମାର ଲେଙ୍କା ଡ. ମନୋଜ କୁମାର ଲେଙ୍କା[/caption]

ଆମ ଉତ୍କଳୀୟ ମାନଙ୍କର ନବବର୍ଷ, ପଣା ସଂକ୍ରାନ୍ତି ବା ବିଷୁବ ସଂକ୍ରାନ୍ତିରୁ ହିଁ ଆରମ୍ଭ ହୋଇଥାଏ। ଆମର ସମସ୍ତ ଶୁଭକର୍ମ, ଭୂମି ପୂଜନ ଏବଂ ବିହନ ଅନୁକୂଳ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥାଏ। ଏହା ସହିତ ବର୍ଷ ଆରମ୍ଭରୁ ଅର୍ଥାତ‌୍‍ ୧୪ ଏପ୍ରିଲ‌୍‍ ୨୦୧୮ରୁ ୧୫ ମେ ୨୦୧୮ ପର୍ଯ୍ୟନ୍ତ ଶୁଦ୍ଧକାଳ। ୧୬ ମେ ୨୦୧୮ରୁ ୧୩ ଜୁନ‌୍‍ ୨୦୧୮ ମଳ ମାସ ହେତୁ ଅଶୁଦ୍ଧ କାଳ ଓ ଶୁଭକାର୍ଯ୍ୟ ବର୍ଜନୀୟ। ୧୪ ଜୁନ‌୍‍ ୨୦୧୮ ରୁ ୧୫ ଜୁଲାଇ ୨୦୧୮ ପର୍ଯ୍ୟନ୍ତ ଶୁଦ୍ଧ କାଳ। ୧୬ ଜୁଲାଇ ୨୦୧୮ ରୁ ୧୩ ଜାନୁୟାରୀ ୨୦୧୯ ପର୍ଯ୍ୟନ୍ତ ଚତୁର୍ମାସ୍ୟା, ହରିଶୟନ, ଦକ୍ଷିଣାୟନ, ବୃହସ୍ପତି ବୃଦ୍ଧ, ଅସ୍ତ, ବାଲ୍ୟ ଓ ଗୃର୍ବାଦିତ୍ୟ, ଶୁକ୍ରବୃଦ୍ଧ, ବାଲ୍ୟ, ଅସ୍ତ ଓ ଖର ମାସ ହେତୁ ଅଶୁଦ୍ଧ କାଳ। ଅଶୁଦ୍ଧକାଳ ସମୟରେ ସମସ୍ତ ଶୁଭକାର୍ଯ୍ୟ ଯଥା ଗୃହାରମ୍ଭ, ଗୃହପ୍ରବେଶ, ବ୍ରତୋପନୟନ, କାନଫୋଡ଼ା, ବିବାହ, ପାଣି ଗ୍ରହଣ ଆଦି ଶୁଭକାର୍ଯ୍ୟ ନିଷେଧ। କିନ୍ତୁ ୧୪ ଜାନୁୟାରୀ ୨୦୧୯ ରୁ  ବର୍ଷ ଶେଷ ପର୍ଯ୍ୟନ୍ତ ଶୁଦ୍ଧକାଳ ରହିଛି। ତେଣୁ ଏହି ସମୟରେ ଗ୍ରହ ନକ୍ଷତ୍ରଙ୍କର ସ୍ଥିତି ଭଲଥିବାରୁ ଶୁଭକାର୍ଯ୍ୟ କରଣୀୟ।

ଗ୍ରହଚଳନ: ବୃହସ୍ପତି ୧୧ ଅକ୍ଟୋବର ୨୦୧୮ ଗୁରୁବାର ରାତ୍ର ୭ଟା ୨୨

ମିନିଟରେ ବିଶାଖା ନକ୍ଷତ୍ରକୁ ବିଛା ରାଶିକୁ ଚଳନ କରିବେ। ୨୯ ମାର୍ଚ୍ଚ ୨୦୧୯ ଶୁକ୍ରବାର ରାତ୍ର ୭ଟା ୫୮ ମିନିଟରେ ମୂଳା ନକ୍ଷତ୍ର ଧନୁ ରାଶିକୁ ବୃହସ୍ପତି ଚଳନ କରିବେ। ରାହୁ ୭ ମାର୍ଚ୍ଚ ୨୦୧୯ ଗୁରୁବାର ୭ଟା ୫୩ ମିନିଟରେ ପୁନର୍ବସୁ ନକ୍ଷତ୍ର ମିଥୁନ ରାଶିକୁ ଚଳନ କରିବେ ଏବଂ ୭ ମାର୍ଚ୍ଚ ୨୦୧୯ ଗୁରୁବାର କେତୁ ଉତରାଷଢା ନକ୍ଷତ୍ର ଧନୁ ରାଶିକୁ ଚଳନ କରିବେ। ୨୭ ଜୁଲାଇ ୨୦୧୮ ଶୁକ୍ରବାର ଆଷାଢ ପୂର୍ଣ୍ଣିମା ଚନ୍ଦ୍ର ପୂର୍ଣ୍ଣକେତୁ ଗ୍ରାସ ହେବେ।

ଏଣୁ ଏହି ବର୍ଷର ଗ୍ରହ ଚଳନକୁ ବିଚାର କଲେ ରାଜନୈତିକ କ୍ଷେତ୍ରଟି ଗୋଳିଆ ଘାଣ୍ଟିକିଆ ରହିବା ସହିତ ଆଇନ ଶୃଙ୍ଖଳା କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେବ। ମାନସିକ ଅବସାଦ, ରାଜନୈତିକ କନ୍ଦଳ ଏବଂ ପ୍ରତିଷ୍ଠିତ ରାଜ ନେତାଙ୍କର ଦେହାନ୍ତ ହେବାର ସୂଚନା ମିଳେ। ପାଣିପାଗ ଓଡିଶାର ଠିକ‌୍‍ ରହିବ, କୃଷି କ୍ଷେତ୍ରଟି ମଧ୍ୟ ଦୃଢ ହେବ। ଏ ବର୍ଷ ବ୍ୟୟ ଅପେକ୍ଷା ଆୟର ପରିମାଣ ଭଲ ରହିବା ସହିତ ଭୂ-ପୃଷ୍ଠରେ ବୃଷ୍ଟିପାତ ଭଲ ରହିବ। ବାତ୍ୟାକୁ ଏଡାଇ ଦିଆ ନ ଯାଇପାରେ। ତେବେ ଅନେକ ସମୟରେ ସ୍ୱାସ୍ଥ୍ୟହାନି, ଶିଶୁମୃତ୍ୟୁହାର ବ୍ୟଥିତ କରିବ। ଏଥିରୁ ମୁକ୍ତି ପାଇବା ପାଇଁ ତୁଳସୀ ବୃକ୍ଷ ରୋପଣ କରିବା ସହିତ ନାନାଦି ଫଳ  ବୃକ୍ଷ ରୋପଣ କରିବା, ବଜରଙ୍ଗ ବାଣୀ ପ୍ରତ୍ୟେହ ପାଠ କରିବା, ଗାୟତ୍ରୀ ମନ୍ତ୍ର ପାଠ କରିବା, ଶ୍ରୀ ଜଗନ୍ନାଥ ନାମ ଜପ କରିବା, ଅଯଥା କଳହରୁ ବିରତ ହେବା, ମାନସିକ ଉତ୍ତେଜନାରୁ ମୁକ୍ତ ହେବା ପାଇଁ ମୋତି ଶଙ୍ଖ ଜଳରେ ସ୍ନାନ କରିବା, ଶଙ୍ଖ ବଜାଇବା, ତୁଳସୀ ଜଳ ପାନ କରିବା, ନିତ୍ୟ ପ୍ରାତଃରେ ସୂର୍ଯ୍ୟ ଦର୍ଶନ କରିବା, ଭାଗ୍ୟ ଉପରେ ନିର୍ଭରଶୀଳ ନହୋଇ କର୍ମନିଷ୍ଠ ହେଲେ ସଫଳତା ଲାଭ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story