ସତ ହେଲା ବାଜପେୟୀଙ୍କ ୨୦ ବର୍ଷ ତଳର ଭବିଷ୍ୟବାଣୀ

ନୂଆଦିଲ୍ଲୀ: ଏବେକାର ରାଜନୀତିରେ ବହୁଛି ପରିବର୍ତ୍ତନର ହାୱା । ଏହାର ବେଗ ବି ଖୁବ୍ ପ୍ରଖର। ନିକଟରେ ଗୁଜରାଟ ଏବଂ ହିମାଚଳପ୍ରଦେଶରରେ ବିଧାନ ସଭା ନିର୍ବାଚନରେ ବିଜେପିକୁ ସହଜ ନ ହେଲେ ମଧ୍ୟ ଦମଦାର ବିଜୟ ମିଳିଛି। ଯାହା କଂଗ୍ରେସ ପାଇଁ ଚାଲେଞ୍ଜ ହୋଇଛି। ହିମାଚଳ ପ୍ରଦେଶରେ କଂଗ୍ରେସ ହାତରୁ କ୍ଷମତା ଗଲା ପରେ ଏବେ ମାତ୍ର ଦଳ ହାତରେ ୪ଟି ରାଜ୍ୟରେ ଶାସନଭାର ସୀମିତ ରହିଛି।  ଯଦି ଇତିହାସ ପୃଷ୍ଠାକୁ ଲେଉଟା ଯାଏ ସେଦିନ ପୂର୍ବତନ […]

bajpayee-1

bajpayee-1

Rakesh Mallick
  • Published: Thursday, 21 December 2017
  • Updated: 21 December 2017, 08:13 PM IST

Sports

Latest News

ନୂଆଦିଲ୍ଲୀ: ଏବେକାର ରାଜନୀତିରେ ବହୁଛି ପରିବର୍ତ୍ତନର ହାୱା । ଏହାର ବେଗ ବି ଖୁବ୍ ପ୍ରଖର। ନିକଟରେ ଗୁଜରାଟ ଏବଂ ହିମାଚଳପ୍ରଦେଶରରେ ବିଧାନ ସଭା ନିର୍ବାଚନରେ ବିଜେପିକୁ ସହଜ ନ ହେଲେ ମଧ୍ୟ ଦମଦାର ବିଜୟ ମିଳିଛି। ଯାହା କଂଗ୍ରେସ ପାଇଁ ଚାଲେଞ୍ଜ ହୋଇଛି। ହିମାଚଳ ପ୍ରଦେଶରେ କଂଗ୍ରେସ ହାତରୁ କ୍ଷମତା ଗଲା ପରେ ଏବେ ମାତ୍ର ଦଳ ହାତରେ ୪ଟି ରାଜ୍ୟରେ ଶାସନଭାର ସୀମିତ ରହିଛି।  ଯଦି ଇତିହାସ ପୃଷ୍ଠାକୁ ଲେଉଟା ଯାଏ ସେଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ  ଯେଉଁ କଥା କହିଥିଲେ ତା’ର ପ୍ରାସଙ୍ଗିକତା ଆଜିର ଦିନରେ ପ୍ରଯୁଜ୍ୟ ବୋଲି  ମନେ ହେଉଛି। ଆଜି ଦେଶରେ ରାଜନୀତିର ପାଣିପାଗ ଯେମିତି ବଦଳି ଯାଇଛି  ଏହାକୁ ଦେଖିଲେ ବାଜପେୟୀଙ୍କ କଥାର ସତ୍ୟତା ପ୍ରତିପାଦିତ ହୋଇ ଯାଉଛି।

ତେବେ ୨୦ ବର୍ଷ ତଳେ ରାଜନୀତିକୁ ନେଇ ବାଜପେୟୀ ଏମିତି କଣ ଆକଳନ କରିଥିଲେ। ରାଜନୀତିର ଭବିଷ୍ୟତକୁ ନେଇ ସେ କେଉଁ ଦୃଷ୍ଟିରେ ଦେଖୁଥିଲେ। ଆଉ ୨୦ ବର୍ଷ ତଳେ ସଂସଦରେ  କ’ଣ ଥିଲା ସେହି ମନ୍ତବ୍ୟ ଯାହାର ଚିତ୍ର ଆଜି ଦେଖିବାକୁ ମିଳୁଛି ? ଆଜକୁ ୨୦ ବର୍ଷ ପୂର୍ବେ ବାଜପେୟୀ ଭବିଷ୍ୟବାଣୀ କରି କହିଥିଲେ ଯେ, ମୋର ଗୋଟିଏ କଥାକୁ ଗଣ୍ଠିରେ ବାନ୍ଧି ରଖ। ଦିନେନା ଦିନେ ତାହା ନିଶ୍ଚୟ ପ୍ରମାଣ ହେବ। ଆଜି ସମଗ୍ର ଦେଶରେ ବିଜେପିର ସଦସ୍ୟଙ୍କ ସଂଖ୍ୟା ଖୁବ୍‌ ନଗଣ୍ୟ । ଆଉ ତାକୁ ନେଇ କଂଗ୍ରେସ ହସୁଛି ଏବଂ କଟାକ୍ଷ କରୁଛି। କିନ୍ତୁ ମନେ ରଖ ସେଦିନ ବି ଆସିବ,  ଯେଉଁଦିନ ପଦ୍ମର ଚହଟରେ ସମଗ୍ର ଦେଶ ମହକୁ ଥିବ। ସବୁଠି ଆମ ସରକାର ଥିବ। ସେଦିନ ଖାଲି ଦେଶ ନୁହଁ  ପୂରା ବିଶ୍ୱ ଆପଣଙ୍କ ଉପରେ ହସିବ। ବାଜପେୟୀଙ୍କ ସେହି କଥା ଆଜି ସତ ପ୍ରମାଣିତ ହୋଇଛି।

ବର୍ତ୍ତମାନ ସ୍ଥିତିରେ ୧୯ଟି ରାଜ୍ୟରେ ବିଜେପି ଶାସନ କରିବାରେ ସମର୍ଥ ହୋଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ୧୯ଟିରୁ ୭ଟି ଏମିତି ରାଜ୍ୟ ଅଛି ଯେଉଁଠି ପ୍ରଥମ ଥର ପାଇଁ ବିଜେପି କ୍ଷମତାକୁ ଆସିଛି।  ୨୦୧୪ ସାଧାରଣ ନିର୍ବାଚନରେ ଶାସନ କ୍ଷମତାକୁ ମୋଦି ଆସିବା ପରେ ବିଜେପିର  ଆଧିପତ୍ୟ ବିସ୍ତାର ହେବାରେ ଲାଗିଛି। ଦିନକୁ ଦିନ ଶକ୍ତିଶାଳୀ ହୋଇ ବିଜେପି ସର୍ବବୃହତ ଦଳ ହୋଇପାରିଛି। ସେଦିନ ବାଜପେୟୀଙ୍କ ଭବିଷ୍ୟବାଣୀର କେତେ ମହତ୍ତ୍ୱ ଥିଲା, ତାହା ଆଜି ବିଜେପିର ସଫଳତାରୁ ହିଁ ପ୍ରମାଣିତ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story