ବାଣୀବିହାର ଛାତ୍ରସଂସଦ ନିର୍ବାଚନ ବନ୍ଦ ଘଟଣା: ଆଜି ପୋଲିସ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା

ଭୁବନେଶ୍ୱର: ବାଣୀବିହାର ଛାତ୍ରସଂସଦ ନିର୍ବାଚନ ପାଇଁ ଜୋର ଧରୁଛି ଛାତ୍ରଛାତ୍ରୀଙ୍କ ଦାବି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଛାତ୍ରଛାତ୍ରୀମାନେ ଓହରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ସେପଟେ ଆଜି ଏହି ପ୍ରସଙ୍ଗ ନେଇ କମିଶନରେଟ୍ ପୋଲିସ ଏବଂ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଶନିବାର ସଂଧ୍ୟାରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପରେ ଏହି ସୂଚନା ଦେଇଥିଲେ ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ। କ୍ୟାମ୍ପସରେ ହିଂସାତ୍ମକ ବାତାବରଣକୁ ଦେଖି ଚଳିତ ଥର ନିର୍ବାଚନ ନକରିବାକୁ […]

vanivihar

vanivihar

Rakesh Mallick
  • Published: Sunday, 27 September 2015
  • Updated: 27 September 2015, 02:48 AM IST

ଭୁବନେଶ୍ୱର: ବାଣୀବିହାର ଛାତ୍ରସଂସଦ ନିର୍ବାଚନ ପାଇଁ ଜୋର ଧରୁଛି ଛାତ୍ରଛାତ୍ରୀଙ୍କ ଦାବି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଛାତ୍ରଛାତ୍ରୀମାନେ ଓହରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ସେପଟେ ଆଜି ଏହି ପ୍ରସଙ୍ଗ ନେଇ କମିଶନରେଟ୍ ପୋଲିସ ଏବଂ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଶନିବାର ସଂଧ୍ୟାରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପରେ ଏହି ସୂଚନା ଦେଇଥିଲେ ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ। କ୍ୟାମ୍ପସରେ ହିଂସାତ୍ମକ ବାତାବରଣକୁ ଦେଖି ଚଳିତ ଥର ନିର୍ବାଚନ ନକରିବାକୁ ଗତକାଲି ପିଜି କାଉନସିଲ୍ ବୈଠକରେ ନିଷ୍ପତ୍ତି ହୋଇଥିଲା। ଗଣମାଧ୍ୟମ ଆଗରେ ପିଜି କାଉନସିଲ ଚେୟାରମ୍ୟାନଙ୍କ ଏଇ ଘୋଷଣା ପରେ ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇଥିଲେ ।ଗତକାଲିର ଆନ୍ଦୋଳନାତ୍ମକ ସ୍ଥିତି ପରେ କ୍ୟାମ୍ପସ୍ ଭିତରେ ଓ ବାହାରେ ବ୍ୟାପକ ପୋଲିସ୍ ମୁତୟନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story