ବରିଷ୍ଠ ଆଇପିଏସ୍ ସ୍ତରରେ ଅଦଳବଦଳ: ଏମ୍. ନାଗେଶ୍ୱର ରାଓ ରେଲୱେ ଏଡିଜି

ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ସ୍ତରରେ ସୋମବାର ହୋଇଛି ଅଦଳବଦଳ। ଏମ୍. ନାଗେଶ୍ୱର ରାଓଙ୍କୁ ରେଲୱେ ଏଡିଜି ଭାବେ ବଦଳି କରାଯାଇଛି। ସେହିପରି ଅରୁଣ ରାୟଙ୍କୁ ହୋମଗାର୍ଡ ଓ ଅଗ୍ନିଶମ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ବି.ରାଧିକାଙ୍କୁ ଏଡିଜି କମ୍ୟୁନିକେସନ୍ ଦାୟିତ୍ୱ ଦିଆଯାଇଥିବା ବେଳେ ମହେନ୍ଦ୍ର ପ୍ରତାପଙ୍କୁ ଏଚ୍ଆରପିସି ଏଡିଜି ଭାବେ ଅବସ୍ଥାପିତ କରାଯାଇଛି। ରାଜେଶ କୁମାରଙ୍କୁ ଡିଆଇଜି ପୋଲିସ ମୁଖ୍ୟାଳୟ ଦାୟିତ୍ୱ ଦିଆଯାଇଥିବା ବେଳେ ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଇଜି ପଦରେ ଯତୀନ୍ଦ୍ର କୋୟଲଙ୍କୁ ନିଯୁକ୍ତ କରାଯାଇଛି।

IPS

Rakesh Mallick
  • Published: Monday, 14 September 2015
  • , Updated: 14 September 2015, 07:42 AM IST

Related story