ଏହି କାରଣରୁ କୋର୍ଟ କଚେରୀ ମାମଲାରେ ଫସି ରୁହନ୍ତି ଘରର ମୁଖିଆ

ଯଦି ଘରେ ବାସ୍ତୁ ଦୋଷ ଥାଏ ତେବେ ପରିବାରରେ ଖୁସି, ଆର୍ଥିକ ସମସ୍ୟା ମାନିସିକ ଅଶାନ୍ତିର ସାମ୍ନା କରିବାକୁ ପଡିଥାଏ। ସେପରି ଘରର ମୁଖ୍ୟ ଯଦି କୋର୍ଟ କଚେରୀ ମାମଲାରେ ଫସି ରହିଛନ୍ତି, ସର୍ବଦା ଚିନ୍ତିତ ରହୁଥାନ୍ତି ଏବଂ କୌଣସି କାର୍ଯ୍ୟର ସଫଳତା ମିଳୁନାହିଁ, ତେବେ ଏସବୁ ବାସ୍ତୁ ଦୋଷର ପ୍ରଭାବ। କିଛି କଥା ଉପରେ ଧ୍ୟାନ ଦେଲେ ଏପରି ସମସ୍ୟାରୁ ମୁକ୍ତି ପାଇପାରିବେ। ତେବେ ଆସନ୍ତୁ ଜାଣିବା ଘରେ କେଉଁ ବାସ୍ତୁ ଦୋଷ ରହିଲେ ଘରର […]

court-1

court-1

Rakesh Mallick
  • Published: Sunday, 11 March 2018
  • Updated: 11 March 2018, 10:04 AM IST

Sports

Latest News

ଯଦି ଘରେ ବାସ୍ତୁ ଦୋଷ ଥାଏ ତେବେ ପରିବାରରେ ଖୁସି, ଆର୍ଥିକ ସମସ୍ୟା ମାନିସିକ ଅଶାନ୍ତିର ସାମ୍ନା କରିବାକୁ ପଡିଥାଏ। ସେପରି ଘରର ମୁଖ୍ୟ ଯଦି କୋର୍ଟ କଚେରୀ ମାମଲାରେ ଫସି ରହିଛନ୍ତି, ସର୍ବଦା ଚିନ୍ତିତ ରହୁଥାନ୍ତି ଏବଂ କୌଣସି କାର୍ଯ୍ୟର ସଫଳତା ମିଳୁନାହିଁ, ତେବେ ଏସବୁ ବାସ୍ତୁ ଦୋଷର ପ୍ରଭାବ। କିଛି କଥା ଉପରେ ଧ୍ୟାନ ଦେଲେ ଏପରି ସମସ୍ୟାରୁ ମୁକ୍ତି ପାଇପାରିବେ। ତେବେ ଆସନ୍ତୁ ଜାଣିବା ଘରେ କେଉଁ ବାସ୍ତୁ ଦୋଷ ରହିଲେ ଘରର ମୁଖ୍ୟ ଉପରେ କୋର୍ଟ କଚେରୀ ଭୟ ଲାଗି ରହିଥାଏ।

  • ଉତ୍ତର-ପୂର୍ବ ଦିଗରେ ଆଲମାରୀ, ଶୌଚାଳୟ, ଅଳିଆ ଆବର୍ଜନା ଥିଲେ ଘରର ମାଲିକ ସରକାରୀ ଦଣ୍ଡ ଭୋଗିବାର ଭୟ ରହିଛି।
  • ଘରର ଦକ୍ଷିଣ-ପଶ୍ଚିମ ଦିଗ ବଡ ଆକାରର ହୋଇ ରହିଥିଲେ ଶତ୍ରୁ ଭୟ ଲାଗି ରହିଥାଏ।
  • ବାସ୍ତୁଶାସ୍ତ୍ର ଅନୁସାରେ ଘର ମୁଖିଆଙ୍କ ଶୟନ କକ୍ଷର ଉତ୍ତମ ସ୍ଥାନ ଦକ୍ଷିଣ-ପଶ୍ଚିମ ଦିଗ।
  • ଯଦି ଘରର ମୁଖ୍ୟର ଶୟନ କକ୍ଷ ଦକ୍ଷିଣ-ପୂର୍ବ ଦିଗରେ ରୁହେ ତେବେ ଘରେ ଧନର ଅଭାବ ଦେଖାଯିବା ସହ କୋର୍ଟ କଚେରୀ ମାମଲା ଦେଖାଦେଇଥାଏ।
  • ଘରର ଉତ୍ତର-ପଶ୍ଚିମ ଦିଗରେ ପାଣି ପମ୍ପ ବା କୂଅ ଥିଲେ ଶତ୍ରୁ ଭୟ ଲାଗି ରହିଥାଏ। ଏହା ସହ କୋର୍ଟ କଚେରୀ ମକଦ୍ଦମାରେ ସଫଳତା ମିଳି ନଥାଏ। ଏଥିଲାଗି ଘରର ପଶ୍ଚିମ ଦିଗରେ ମଜଭୁତ ପାଚେରୀ ତିଆରି କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story