ବୋମା ମାଡ଼ର ଲାଇଭ ଚିତ୍ର…

[vc_video link="" align="center"]

ଭୁବନେଶ୍ୱର: ରାଜଧାନୀରେ ଥିବା ଏକ ମଦଦୋକନ ଉପରେ ବୋମା ମାଡ ହୋଇଛି। ଏହି ବୋମାମାଡ଼ର ଲାଇଭ ଭିଜୁଆଲ କଏଦ ହୋଇଛି ସିସିଟିଭିରେ। ଭୁବନେଶ୍ୱର ଘାଟିକିଆ ଅଞ୍ଚଳରେ ଗତକାଲି ରାତିରେ ଏହି ବୋମାମାଡ଼ ହୋଇଛି।

ଦୁର୍ବୃତ୍ତମାନେ କାରରେ ଆସି ମଦକୋନଠାରୁ କିଛି ଦୂରରେ ଓହ୍ଲାଇ ଥିଲେ। ପରେ ଜଣେ ଦୁର୍ବୃତ୍ତ ଦୂରରେ ଥାଇ ଦୋକାନ ଉପରକୁ ହାତ ବୋମା ଫିଙ୍ଗିଥିଲା। ଘଟଣା ସ୍ଥଳରୁ ଫେରାର ହୋଇଯାଇିଥିଲା ଦୁର୍ବୃତ୍ତ। ତେବେ ଏହି ଘଟଣାର ଦୃଶ୍ୟ ମଦ ଦୋକାନରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିଲା। ଏହି ଫୁଟେଜ୍ ମିଳିବା ପରେ ସଂପୃକ୍ତ ମଦ ଦୋକାନୀ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ଜଣେ ମୋବାଇଲ ସ୍ନାଚରକୁ ଧରାଇ ଦେବାରୁ ରାଗ ରଖି ତାଙ୍କ ଦୋକାନ ଉପରେ ବୋମାମାଡ଼ ହୋଇଥିବା ସଂପୃକ୍ତ ବ୍ୟବସାୟୀ କହିଛନ୍ତି।

Ordigital Desk
• Published: Thursday, 15 June 2017
• Updated: 15 June 2017, 09:16 PM IST

Sports

Latest News

[vc_video link="" align="center"]

ଭୁବନେଶ୍ୱର: ରାଜଧାନୀରେ ଥିବା ଏକ ମଦଦୋକନ ଉପରେ ବୋମା ମାଡ ହୋଇଛି। ଏହି ବୋମାମାଡ଼ର ଲାଇଭ ଭିଜୁଆଲ କଏଦ ହୋଇଛି ସିସିଟିଭିରେ। ଭୁବନେଶ୍ୱର ଘାଟିକିଆ ଅଞ୍ଚଳରେ ଗତକାଲି ରାତିରେ ଏହି ବୋମାମାଡ଼ ହୋଇଛି।

ଦୁର୍ବୃତ୍ତମାନେ କାରରେ ଆସି ମଦକୋନଠାରୁ କିଛି ଦୂରରେ ଓହ୍ଲାଇ ଥିଲେ। ପରେ ଜଣେ ଦୁର୍ବୃତ୍ତ ଦୂରରେ ଥାଇ ଦୋକାନ ଉପରକୁ ହାତ ବୋମା ଫିଙ୍ଗିଥିଲା। ଘଟଣା ସ୍ଥଳରୁ ଫେରାର ହୋଇଯାଇିଥିଲା ଦୁର୍ବୃତ୍ତ। ତେବେ ଏହି ଘଟଣାର ଦୃଶ୍ୟ ମଦ ଦୋକାନରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିଲା। ଏହି ଫୁଟେଜ୍ ମିଳିବା ପରେ ସଂପୃକ୍ତ ମଦ ଦୋକାନୀ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ଜଣେ ମୋବାଇଲ ସ୍ନାଚରକୁ ଧରାଇ ଦେବାରୁ ରାଗ ରଖି ତାଙ୍କ ଦୋକାନ ଉପରେ ବୋମାମାଡ଼ ହୋଇଥିବା ସଂପୃକ୍ତ ବ୍ୟବସାୟୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos