ଭୁବନେଶ୍ୱର: ଡାକ୍ତରୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରୁ ଶୁକ୍ରବାର ଜଣେ ଡାକ୍ତରୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସେ ଖଣ୍ଡଗିରି ନିକଟସ୍ଥ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ୍ ସମ୍ ହସପିଟାଲରେ ପଢୁଥିଲେ। ମୃତ ଡାକ୍ତରୀ ଛାତ୍ରଙ୍କ ନାମ ମନୀଷ ଧଳ। ସେ ଏମବିବିଏସର ପ୍ରଥମ ବର୍ଷର ଛାତ୍ର। ତାଙ୍କ ମୃତଦେହ ସେ ରହୁଥିବା ହେଷ୍ଟଲ ରୁମରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି।

death

death

Rakesh Mallick
  • Published: Friday, 24 July 2015
  • Updated: 24 July 2015, 03:05 PM IST

Sports

Latest News

death1

ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ କଲେଜରେ ୪ ଘଣ୍ଟା ଧରି ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ପିଲାମାନେ ଭଙ୍ଗାରୁଜା କରିଥିଲେ। ଭିସି ଅମିତ ବାନାର୍ଜୀଙ୍କୁ ଛାତ୍ରଛାତ୍ରୀମାନେ ଘେରାଉ କରି ରଖିଥିଲେ। ସେମାନେ ଭିସିଙ୍କ ଇସ୍ତଫା ଦାବି କରିଥିଲେ। ପରିସ୍ଥିତି ଜଟିଳ ହେଉଥିବା ଦେଖି କଲେଜର ସାଇନ-ଏ-ଡାଏ ଘୋଷଣା କରାଯାଇଛି। ଛାତ୍ରଛାତ୍ରୀମାନଙ୍କୁ ତୁରନ୍ତ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ କରାଯାଇଛି। କଲେଜ ପରିସରରେ ୪ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା।

ମୃତ ଛାତ୍ରଙ୍କ ସହପାଠୀମାନେ କହିଛନ୍ତି ଯେ ପରୀକ୍ଷାରୁ ବଞ୍ଚିତ ହୋଇଥିବା କାରଣରୁ ସେ ଆତ୍ମହତ୍ୟା କରିଛନ୍ତି। ଉପସ୍ଥାନ କମ୍ ଥିବାରୁ ସେ ପରୀକ୍ଷା ଦେଇ ପାରି ନଥିଲେ। ମାନସିକ ନିର୍ଯାତନା ଯୋଗୁ ସେ ଜୀବନ ହାରିଛନ୍ତି। ଏଥିପାଇଁ ଭିସି ଦାୟୀ ଓ ସେ ଇସ୍ତଫା ଦିଅନ୍ତୁ। ମୃତ ମନୀଷଙ୍କ ବାପା ବି ସମାନ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ତାଙ୍କ ପୁଅର ଦେହ ଖରାପ ହୋଇଥିଲା। ତେଣୁ ସେ ସୋମ ହସପିଟାଲରେ ହିଁ ଚିକିତ୍ସିତ ହୋଇଥିଲେ। ତେଣୁ କିଛି ଦିନ କ୍ଲାସ୍ ଯାଇ ପାରି ନଥିଲେ। ତେଣୁ ଉପସ୍ଥାନ କମି ଥିଲା। ଏପରିକି ପୁଅର ଦେହ ଖରାପ ଥିବା କଥା ନେଇ ସେ ନିଜେ ଭିସିକୁ ଭେଟିଥିଲେ ଓ ମେଡିକାଲର କାଗଜପତ୍ର ବି ଦେଖାଇଥିଲେ। କିନ୍ତୁ ଭିସି କିଛି ଶୁଣି ନଥିଲେ କି ପୁଅକୁ ପରୀକ୍ଷା ଦେବାକୁ ଅନୁମତି ଦେଇ ନଥିଲେ। ତେଣୁ ଆଜି ସେ ଆତ୍ମହତ୍ୟା କରି ଦେଇଛି। ତା’ର ମୃତ୍ୟୁ ପାଇଁ କେବଳ ଭିସି ହିଁ ଦାୟୀ।

ଅନ୍ୟପକ୍ଷରେ ଭିସି କହିଛନ୍ତି ଯେ ବର୍ତ୍ତମାନ କିଛି କହି ହେବନି। ପୋଲିସକୁ ଘଟଣାର ତଦନ୍ତ କରିବାକୁ ଦିଆଯାଉ। ତଦନ୍ତ ପରେ ସଠିକ୍ କଥା ପଦାକୁ ଆସିବ।

ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଶବ ଜବତ କରିବା ସହ ଘଟଣାର ଅନୁସନ୍ଧାନ କରିଥିଲା। ଏହା ପରେ ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story