ବଜେଟ୍‌ରେ ‘ଅବଢ଼ା’ ସମେତ ୧୦ରୁ ଅଧିକ ନୂଆ ଯୋଜନା

ଭୁବନେଶ୍ୱର: ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ଆଜି ବିଧାନସଭାରେ ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିରେ ପ୍ରାୟ ୧୩ଟି ନୂଆ ଯୋଜନା ସଂପର୍କରେ ଉଲ୍ଲେଖ କରିଛନ୍ତି। ସେଥିମଧ୍ୟରେ ପ୍ରମୁଖ ରହିଛି ଅବଢ଼ା ଯୋଜନା। ପୁରୀର ସାମଗ୍ରିକ ବିକାଶ ପାଇଁ ଅବଢ଼ା ଯୋଜନା କରାଯାଇଛି। ପ୍ରାଥମିକ ଭାବେ ଏହି ଯୋଜନା ପାଇଁ ୧୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ ନାଁରେ ୩୪୫ କୋଟିର ନୂଆ ଯୋଜନା ପ୍ରଣୟନ ଲାଗି […]

puri

puri

Rakesh Mallick
  • Published: Monday, 27 February 2017
  • Updated: 27 February 2017, 09:14 PM IST

Sports

Latest News

ଭୁବନେଶ୍ୱର: ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ଆଜି ବିଧାନସଭାରେ ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିରେ ପ୍ରାୟ ୧୩ଟି ନୂଆ ଯୋଜନା ସଂପର୍କରେ ଉଲ୍ଲେଖ କରିଛନ୍ତି। ସେଥିମଧ୍ୟରେ ପ୍ରମୁଖ ରହିଛି ଅବଢ଼ା ଯୋଜନା। ପୁରୀର ସାମଗ୍ରିକ ବିକାଶ ପାଇଁ ଅବଢ଼ା ଯୋଜନା କରାଯାଇଛି। ପ୍ରାଥମିକ ଭାବେ ଏହି ଯୋଜନା ପାଇଁ ୧୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ ନାଁରେ ୩୪୫ କୋଟିର ନୂଆ ଯୋଜନା ପ୍ରଣୟନ ଲାଗି ପ୍ରସ୍ତାବ ରହିଛି। ଏହା ଅନ୍ତର୍ଗତ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ସମେତ ଦୁରାରୋଗ୍ୟରେ ପୀଡ଼ିତ ଗରିବ ପରିବାରଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯାଇପାରିବ।

ଗଙ୍ଗାଧର ମେହେର ଶିକ୍ଷାମାନକ ଯୋଜନା ପାଇଁ ୧୮୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ସ୍ୱାଧୀନତା ସଂଗ୍ରାମୀ ବକ୍ସି ଜଗବନ୍ଧୁଙ୍କ ନାଁରେ ଜନବସତିକୁ ଜଳଯୋଗାଣ ଲାଗି ବସୁଧା ବା ବକ୍ସି ଜଗବନ୍ଧୁ ନିଶ୍ଚିତ ଜଳ ଯୋଗାଣ ଯୋଜନାର ପ୍ରସ୍ତାବ ରହିଛି। ଏହା ଅନ୍ତର୍ଗତ ଗ୍ରାମାଞ୍ଚଳ ଲାଗି ୭୫୦ କୋଟି ଓ ସହରାଞ୍ଚଳ ଲାଗି ୩୧୫ କୋଟି ବ୍ୟୟବରାଦ କରାଯିବ।

ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନା ପାଇଁ ୧୦୦ କୋଟି, ସ୍ୱୟଂ ସହାୟକ ଗୋଷ୍ଠୀ ଲାଗି ୯୦ କୋଟିର ମୁଖ୍ୟମନ୍ତ୍ରୀ ମହିଳା ସଶକ୍ତୀକରଣ ଯୋଜନା, ସହରାଞ୍ଚଳ ଭିତ୍ତିଭୂମିର ବିକାଶ ପାଇଁ ୨୯୪ କୋଟି ଟଙ୍କାର ଉନ୍ନତି ଯୋଜନା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ।

ମାଓ ପ୍ରଭାବିତ ଅଞ୍ଚଳରେ ବିଚ୍ଛିନ୍ନ ଗ୍ରାମକୁ ସଂଯୋଗ କରିବା ଲାଗି ନୂଆ ଯୋଜନା କରାଯାଇ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି ବୁଣାକାର ସହାୟତା ଯୋଜନାରେ ୫ କୋଟି, ତୃଣମୂଳସ୍ତରରେ କ୍ରୀଡ଼ାର ବିକାଶ ପାଇଁ ୯୬ କୋଟି ଟଙ୍କାର ସ୍ୱର୍ଣ୍ଣ ଯୋଜନା ପାଇଁ ପ୍ରସ୍ତାବ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story