ଗଣତନ୍ତ୍ରର କଣ୍ଠରୋଧ: ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ଦେଖାଇବାରୁ ପିଟିଲେ ବିଜେଡି ନେତା, ଦେଖନ୍ତୁ ଏକ୍ସକ୍ଲ୍ୟୁସିଭ୍‌ ଭିଡିଓ

[vc_video link="" align="center"]

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ବେଳେ ବିଜେଡି ନେତାଙ୍କ ଗୁଣ୍ଡାଗିରି ଅଭିଯୋଗ। ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି  ଶାତଶଙ୍ଖ ଅତିକ୍ରମ କରିବା ସମୟରେ କଳାପତାକା ପ୍ରଦର୍ଶନ କରୁଥିବା ବିଜେପି କର୍ମୀଙ୍କୁ ପୋଲିସ୍ ଉପସ୍ଥିତିରେ ମାଡ ମରାଯାଇଛି। କଳାପତାକା ପ୍ରଦର୍ଶନକାରୀଙ୍କୁ ପୋଲିସ୍ କାବୁ କରୁଥିବା ବେଳେ ଗାଡ଼ିରୁ ଓହ୍ଲାଇ ପିପିଲି ବ୍ଲକ୍ ଭାଇସ୍ ଚେୟାରମ୍ୟାନ୍ ଯୁଧିଷ୍ଠିର ସ୍ୱାଇଁ ମାଡ଼ ମାରିଥିବା ଅଭିଯୋଗ କରିଛି ବିଜେପି। ଯୁଧିଷ୍ଠିରଙ୍କ ସହ ଆଉ କିଛି ବିଜେଡି କର୍ମୀ ମଧ୍ୟ ପ୍ରଦର୍ଶନକାରୀଙ୍କୁ ପୋଲିସ ଉପସ୍ଥିତିରେ ନିସ୍ତୁକ ମାଡ଼ ମାରୁଥିବା ଅଭିଯୋଗ ହୋଇଛି। ପରେ ପୋଲିସ ପ୍ରଦର୍ଶନକାରୀଙ୍କୁ ଗିରଫ କରି ନେଇଥିଲା ଏହି ଘଟଣାରେ ବିଜେପି ପକ୍ଷରୁ ଯୁଧିଷ୍ଠିର ସ୍ୱାଇଁ ଓ ମଣ୍ଟୁ ବରାଳଙ୍କ ନାଁରେ ପିପିଲି ଥାନାରେ ଅଭିଯୋଗ ହୋଇଛି। ଅନ୍ୟପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେଡି ମୁଖପାତ୍ର କ୍ୟାପ୍ଟେନ୍ ଦିବ୍ୟଶଙ୍କର। ଏହାସହ ସେ ଏହି ଘଟଣାକୁ ନିନ୍ଦା କରିଛନ୍ତି। ଏଭଳି ଯଦି କିଏ କରିଥାଏ ସେ ଦଣ୍ଡିତ ହେବା ଆବଶ୍ୟକ ବୋଲି କ୍ୟାପ୍ଟେନ୍ ଦିବ୍ୟଶଙ୍କର କହିଛନ୍ତି।

Ordigital Desk
• Published: Saturday, 17 June 2017
• Updated: 17 June 2017, 09:17 PM IST

[vc_video link="" align="center"]

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ବେଳେ ବିଜେଡି ନେତାଙ୍କ ଗୁଣ୍ଡାଗିରି ଅଭିଯୋଗ। ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି  ଶାତଶଙ୍ଖ ଅତିକ୍ରମ କରିବା ସମୟରେ କଳାପତାକା ପ୍ରଦର୍ଶନ କରୁଥିବା ବିଜେପି କର୍ମୀଙ୍କୁ ପୋଲିସ୍ ଉପସ୍ଥିତିରେ ମାଡ ମରାଯାଇଛି। କଳାପତାକା ପ୍ରଦର୍ଶନକାରୀଙ୍କୁ ପୋଲିସ୍ କାବୁ କରୁଥିବା ବେଳେ ଗାଡ଼ିରୁ ଓହ୍ଲାଇ ପିପିଲି ବ୍ଲକ୍ ଭାଇସ୍ ଚେୟାରମ୍ୟାନ୍ ଯୁଧିଷ୍ଠିର ସ୍ୱାଇଁ ମାଡ଼ ମାରିଥିବା ଅଭିଯୋଗ କରିଛି ବିଜେପି। ଯୁଧିଷ୍ଠିରଙ୍କ ସହ ଆଉ କିଛି ବିଜେଡି କର୍ମୀ ମଧ୍ୟ ପ୍ରଦର୍ଶନକାରୀଙ୍କୁ ପୋଲିସ ଉପସ୍ଥିତିରେ ନିସ୍ତୁକ ମାଡ଼ ମାରୁଥିବା ଅଭିଯୋଗ ହୋଇଛି। ପରେ ପୋଲିସ ପ୍ରଦର୍ଶନକାରୀଙ୍କୁ ଗିରଫ କରି ନେଇଥିଲା ଏହି ଘଟଣାରେ ବିଜେପି ପକ୍ଷରୁ ଯୁଧିଷ୍ଠିର ସ୍ୱାଇଁ ଓ ମଣ୍ଟୁ ବରାଳଙ୍କ ନାଁରେ ପିପିଲି ଥାନାରେ ଅଭିଯୋଗ ହୋଇଛି। ଅନ୍ୟପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେଡି ମୁଖପାତ୍ର କ୍ୟାପ୍ଟେନ୍ ଦିବ୍ୟଶଙ୍କର। ଏହାସହ ସେ ଏହି ଘଟଣାକୁ ନିନ୍ଦା କରିଛନ୍ତି। ଏଭଳି ଯଦି କିଏ କରିଥାଏ ସେ ଦଣ୍ଡିତ ହେବା ଆବଶ୍ୟକ ବୋଲି କ୍ୟାପ୍ଟେନ୍ ଦିବ୍ୟଶଙ୍କର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos