ତଥାଗତ ବିସ୍ଫୋରଣ; କହିଲେ କଂଗ୍ରେସ୍ ଓ ବିଜେପି ଚୋର, ଆମେ କିଛି କମ୍ ନାହୁଁ

[vc_video link="" align="center"]

ଢେଙ୍କାନାଳ: ବିଜେଡି ସାଂସଦ ତଥାଗତ ସତପଥୀଙ୍କ ବିସ୍ଫୋରକ ମନ୍ତବ୍ୟ। କଂଗ୍ରେସ୍ ଓ ବିଜେପିକୁ ସେ ଚୋର କହିବା ସହ ଆମେ କିଛି କମ୍ ନାହୁଁ ବୋଲି କହିଛନ୍ତି।

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଝାଡ଼ବନ୍ଧରେ ଆୟୋଜିତ ପୌଷ ମହୋତ୍ସବରେ ଯୋଗଦେଇ ତଥାଗତ କହିଛନ୍ତି ଯେ, ନିକଟରେ ନବୀନ ବାବୁ ୪-୫ ଜଣ ଚୋରଙ୍କୁ ବାହାର କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ସିଧାସଳଖ ବିଦାୟୀ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ରଙ୍କ ନାଁ ନେଇଛନ୍ତି। କହିଛନ୍ତି କଂଗ୍ରେସିଆ ଚୋର। ତାଙ୍କ ସହିତ ପ୍ରତିଯୋଗିତା କରି ଭାଜପାବାଲା ଆହୁରି ଚୋର। ଆମେ ମଧ୍ୟ କିଛି କମ୍ ନାହୁଁ। ଆମେ ସେମାନଙ୍କ ସହିତ ବାଦ ଲଗାଇଛୁ। ସେଥିପାଇଁ ନବୀନ ବାବୁ ୪ରୁ ୫ଟା ଚୋରଙ୍କୁ ବାହାର କରିଛନ୍ତି। କିଏ ଜଣେ ଦେବୀ ମିଶ୍ର ଅଛନ୍ତି, ଅନ୍ୟମାନଙ୍କ ବିଷୟରେ କଣ କହିବି ବୋଲି ତଥାଗତ କହିଛନ୍ତି। ନିଜ ଦଳୀୟ ନେତାଙ୍କୁ ଏମିତି ଢ଼ଙ୍ଗରେ କଟାକ୍ଷ କରିଛନ୍ତି ତଥାଗତ।

ଆଉ ପାଦେ ଆଗକୁ ଯାଇ ସେ କହିଛନ୍ତି,“ଏମିତି କେତେ ଲୋକଙ୍କୁ ନବୀନ ପଟ୍ଟନାୟକ ବାହାର କରିବେ। ଏମିତି ହେଲେ ଅଧାରୁ ଅଧିକ ବାହାରି ଯିବେ। ଇଏ ହେଉଛି ଆଜିର ପରିସ୍ଥିତି।”

ଏନେଇ ଦେବୀପ୍ରସାଦ ମିଶ୍ର ପ୍ରତିକ୍ରିୟା ନିଆଯାଇଥିଲା। ସେ କହିଥିଲେ,“ମୁଁ ବାହାରେ ଅଛି। ଫେରିଲେ ଶୁଣି ଏହା ଉପରେ ପ୍ରତିକ୍ରିୟା ଦେବି।”

Ordigital Desk
• Published: Wednesday, 07 June 2017
• Updated: 07 June 2017, 09:59 PM IST

Sports

Latest News

[vc_video link="" align="center"]

ଢେଙ୍କାନାଳ: ବିଜେଡି ସାଂସଦ ତଥାଗତ ସତପଥୀଙ୍କ ବିସ୍ଫୋରକ ମନ୍ତବ୍ୟ। କଂଗ୍ରେସ୍ ଓ ବିଜେପିକୁ ସେ ଚୋର କହିବା ସହ ଆମେ କିଛି କମ୍ ନାହୁଁ ବୋଲି କହିଛନ୍ତି।

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଝାଡ଼ବନ୍ଧରେ ଆୟୋଜିତ ପୌଷ ମହୋତ୍ସବରେ ଯୋଗଦେଇ ତଥାଗତ କହିଛନ୍ତି ଯେ, ନିକଟରେ ନବୀନ ବାବୁ ୪-୫ ଜଣ ଚୋରଙ୍କୁ ବାହାର କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ସିଧାସଳଖ ବିଦାୟୀ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ରଙ୍କ ନାଁ ନେଇଛନ୍ତି। କହିଛନ୍ତି କଂଗ୍ରେସିଆ ଚୋର। ତାଙ୍କ ସହିତ ପ୍ରତିଯୋଗିତା କରି ଭାଜପାବାଲା ଆହୁରି ଚୋର। ଆମେ ମଧ୍ୟ କିଛି କମ୍ ନାହୁଁ। ଆମେ ସେମାନଙ୍କ ସହିତ ବାଦ ଲଗାଇଛୁ। ସେଥିପାଇଁ ନବୀନ ବାବୁ ୪ରୁ ୫ଟା ଚୋରଙ୍କୁ ବାହାର କରିଛନ୍ତି। କିଏ ଜଣେ ଦେବୀ ମିଶ୍ର ଅଛନ୍ତି, ଅନ୍ୟମାନଙ୍କ ବିଷୟରେ କଣ କହିବି ବୋଲି ତଥାଗତ କହିଛନ୍ତି। ନିଜ ଦଳୀୟ ନେତାଙ୍କୁ ଏମିତି ଢ଼ଙ୍ଗରେ କଟାକ୍ଷ କରିଛନ୍ତି ତଥାଗତ।

ଆଉ ପାଦେ ଆଗକୁ ଯାଇ ସେ କହିଛନ୍ତି,“ଏମିତି କେତେ ଲୋକଙ୍କୁ ନବୀନ ପଟ୍ଟନାୟକ ବାହାର କରିବେ। ଏମିତି ହେଲେ ଅଧାରୁ ଅଧିକ ବାହାରି ଯିବେ। ଇଏ ହେଉଛି ଆଜିର ପରିସ୍ଥିତି।”

ଏନେଇ ଦେବୀପ୍ରସାଦ ମିଶ୍ର ପ୍ରତିକ୍ରିୟା ନିଆଯାଇଥିଲା। ସେ କହିଥିଲେ,“ମୁଁ ବାହାରେ ଅଛି। ଫେରିଲେ ଶୁଣି ଏହା ଉପରେ ପ୍ରତିକ୍ରିୟା ଦେବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos