ସବୁ ସବ୍‌ଡିଭିଜନ୍‌ରେ ବିଜେପିର ଲଜ୍ଜା ସତ୍ୟାଗ୍ରହ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅପାରଗତା ଓ ବାହାନାବାଜି ସଂପର୍କରେ ଲୋକଙ୍କୁ ଅବଗତ କରାଇବାକୁ ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟର ସମସ୍ତ ସବ୍‌ଡିଭିଜନ୍‌ରେ ବିଜେପି ଲଜ୍ଜା ସତ୍ୟାଗ୍ରହ କରିଛି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ଆଇନଶୃଙ୍ଖଳା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେପି ଟାର୍ଗେଟ୍‌ କରିଛି। ଶିକ୍ଷା କ୍ଷେତ୍ରରେ ଟିଚର୍‌ ଅନ୍‌ କଲ୍‌କୁ ଦଳ ବିରୋଧ କରିବା ସହ ସ୍ୱାସ୍ଥ୍ୟ କ୍ଷେତ୍ରରେ ନଗଡ଼ା ଓ ଦାନ ମାଝି ପ୍ରସଙ୍ଗକୁ ନେଇ ରାଜ୍ୟ ସରାକରଙ୍କୁ ଦଳ ଟାର୍ଗେଟ୍‌ କରିଛି। ବାଲେଶ୍ୱର […]

nilagiri

nilagiri

Rakesh Mallick
  • Published: Sunday, 02 October 2016
  • Updated: 02 October 2016, 03:26 PM IST

bjpଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅପାରଗତା ଓ ବାହାନାବାଜି ସଂପର୍କରେ ଲୋକଙ୍କୁ ଅବଗତ କରାଇବାକୁ ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟର ସମସ୍ତ ସବ୍‌ଡିଭିଜନ୍‌ରେ ବିଜେପି ଲଜ୍ଜା ସତ୍ୟାଗ୍ରହ କରିଛି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ଆଇନଶୃଙ୍ଖଳା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେପି ଟାର୍ଗେଟ୍‌ କରିଛି। ଶିକ୍ଷା କ୍ଷେତ୍ରରେ ଟିଚର୍‌ ଅନ୍‌ କଲ୍‌କୁ ଦଳ ବିରୋଧ କରିବା ସହ ସ୍ୱାସ୍ଥ୍ୟ କ୍ଷେତ୍ରରେ ନଗଡ଼ା ଓ ଦାନ ମାଝି ପ୍ରସଙ୍ଗକୁ ନେଇ ରାଜ୍ୟ ସରାକରଙ୍କୁ ଦଳ ଟାର୍ଗେଟ୍‌ କରିଛି।

ବାଲେଶ୍ୱର ଜିଲ୍ଲା ନୀଳଗିରି ମାଉସୀ ମା’ ମନ୍ଦିର ସାମ୍ନାରେ ଜିଲ୍ଲା ବିଜେପି ପକ୍ଷରୁ ଧାରଣା ଦିଆଯାଇଛି। ବରିଷ୍ଠ ବିଜେପି ନେତା ପ୍ରତାପ ଷଡଙ୍ଗୀ ଓ ଜିଲ୍ଲା ବିଜେପିର ଅନେକ ନେତା ଏଥିରେ ସାମିଲ ହୋଇଛନ୍ତି।

ପ୍ରତାପ ଷଡ଼ଙ୍ଗୀ କହିଛନ୍ତି,“ ରାଜ୍ୟରେ ଅସତ୍ୟ ଓ ଅତ୍ୟାଚାରୀଙ୍କ ଶାସନ ଚାଲିଛି। ‌ଏହା ବିରୋଧରେ ଆମେ ଏହି ଲଜ୍ଜା ଦିବସ ପାଳନ କରୁଛୁ। ଓଡ଼ିଶାବାସୀ ଆଜି ସାରା ବିଶ୍ୱରେ ଲଜ୍ଜିତ। ଏଠି ଦାନ ମାଝି ୧୨ କିଲୋମିଟର ତା’ ସ୍ତ୍ରୀର ଶବକୁ ବୋହି ନେଉଛି। ଏ ସରକାର ସେମାନଙ୍କୁ ଆମ୍ୱୁଲାନ୍ସ ଗୋଟେ ଯୋଗାଇ ପାରିଲେ ନାହିଁ। ହେଲେ ସମସ୍ତଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇଥିବା କହି ପ୍ରହସନ କରୁଛନ୍ତି। ବାହାରିନ୍ ପ୍ରଧାନମନ୍ତ୍ରୀ ଦାନ ମାଝିଙ୍କୁ ସାହାଯ୍ୟ କଲେ। ହେଲେ ରାଜ୍ୟ ସରକାର ଦାନଙ୍କୁ ସାହାଯ୍ୟ କରିବାକୁ ସେପରି କିଛି ଆଖିଦୃଶିଆ ପଦକ୍ଷେପ ନେଇ ନାହାନ୍ତି।”

ସେ କହିଛନ୍ତି,“ଆମକୁ ଲାଜ ଲାଗୁଛି ୪ ଜଣ ବିଜେଡି ବିଧାୟକ ଏକ ଷ୍ଟିଙ୍ଗ୍‌ ଅପରେସନ୍‌ରେ ଧରାପଡ଼ି ଗଣତନ୍ତ୍ରକୁ ଅପମାନିତ କରିଛନ୍ତି। ଆମ ସ୍କୁଲମାନଙ୍କରେ ଶିକ୍ଷକ ନାହାନ୍ତି। ଅଧା ଶିକ୍ଷକ ସବୁବେଳେ ରାଜଧାନୀର ରାଜରାସ୍ତାରେ ପଡ଼ି ରହୁଛନ୍ତି। ସରକାର ସେମାନଙ୍କୁ ବାରମ୍ୱାର ପ୍ରତାରିତ କରିବାରେ ଲାଗିଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story