୩ରେ ଓଡ଼ିଶା ଆସିବେ ଅମିତ ଶାହା

ଭୁବନେଶ୍ୱର: ଆସନ୍ତା ୩ ତାରିଖ ମଧ୍ୟରାତିରେ ଓଡ଼ିଶା ଆସିବେ ବିଜେପି ଅଧ୍ୟକ୍ଷ ଅମିତ ଶାହା। ତା’ପରଦିନ ତଥା ୪ ତାରିଖରେ  ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡିର କୁଙ୍ଗୁଳାପଡ଼ା ଗାଁକୁ ଯିବେ। ସେଠାରେ ଆମ୍ୱପୁଆ ପଡ଼ିଆରେ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ୫ ତାରିଖରେ ଯାଜପୁର ଜିଲ୍ଲା  ବିଂଝାରପୁର ନିକଟ ଅରେଇଗାଁ ଓ ପାଣିକୋଇଲିରେ ସଭା କରିବେ। ୬ତାରିଖରେ ଖୋର୍ଦ୍ଧା ଜିଲ୍ଲା ଧଉଳି ଟିକରପଡ଼ା ପଞ୍ଚାୟତ ବସନ୍ତପୁର ଗାଁକୁ ଯାଇ ଯିବେ। ଏହି ଅବସରରେ […]

amit_saha

Rakesh Mallick
  • Published: Saturday, 01 July 2017
  • , Updated: 01 July 2017, 01:23 PM IST

ଭୁବନେଶ୍ୱର: ଆସନ୍ତା ୩ ତାରିଖ ମଧ୍ୟରାତିରେ ଓଡ଼ିଶା ଆସିବେ ବିଜେପି ଅଧ୍ୟକ୍ଷ ଅମିତ ଶାହା। ତା’ପରଦିନ ତଥା ୪ ତାରିଖରେ  ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡିର କୁଙ୍ଗୁଳାପଡ଼ା ଗାଁକୁ ଯିବେ। ସେଠାରେ ଆମ୍ୱପୁଆ ପଡ଼ିଆରେ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ୫ ତାରିଖରେ ଯାଜପୁର ଜିଲ୍ଲା  ବିଂଝାରପୁର ନିକଟ ଅରେଇଗାଁ ଓ ପାଣିକୋଇଲିରେ ସଭା କରିବେ। ୬ତାରିଖରେ ଖୋର୍ଦ୍ଧା ଜିଲ୍ଲା ଧଉଳି ଟିକରପଡ଼ା ପଞ୍ଚାୟତ ବସନ୍ତପୁର ଗାଁକୁ ଯାଇ ଯିବେ। ଏହି ଅବସରରେ ଏକ ହୋଟେଲରେ ଜେପି ସଭ୍ୟ, ବ୍ଳକ୍ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କୁ ଭେଟିବେ।

ସେହିଦିନ ଅପରାହ୍ନ ୪ଟା ୩୦ ମିନିଟ୍‌ରେ ବିଜେପିର ବରିଷ୍ଠ ନେତାମାନଙ୍କୁ ଭେଟି  ସନ୍ଧ୍ୟା ୬ଟାରେ ଦିଲ୍ଲୀ ଫେରିଯିବେ।

Related story