ଜାତୀୟ କାର୍ଯ୍ୟକାରିଣୀ ବୈଠକ: ଓଡ଼ିଶାରେ ଦୁଇ ଦିନ ରହିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଏପ୍ରିଲ ୧୫ ଓ ୧୬ ତାରିଖରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ। ସେ ଓଡ଼ିଶାରେ ଦୁଇ ଦିନ ରହିବେ। ଆଜି ଏ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ। ସେ କହିଛନ୍ତି,“ପ୍ରଧାନମନ୍ତ୍ରୀ ଓଡ଼ିଶାରେ ୧୫ ଓ ୧୬ ତାରିଖ ଦୁଇ ଦିନ ଧରି ରହିବେ। ୧୫ ତାରିଖ ସକାଳୁ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହେବ। ୧୬ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଏହା […]

modi

modi

Rakesh Mallick
  • Published: Sunday, 26 March 2017
  • Updated: 26 March 2017, 01:23 PM IST

Sports

Latest News

ଭୁବନେଶ୍ୱର: ଏପ୍ରିଲ ୧୫ ଓ ୧୬ ତାରିଖରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ। ସେ ଓଡ଼ିଶାରେ ଦୁଇ ଦିନ ରହିବେ। ଆଜି ଏ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ।

ସେ କହିଛନ୍ତି,“ପ୍ରଧାନମନ୍ତ୍ରୀ ଓଡ଼ିଶାରେ ୧୫ ଓ ୧୬ ତାରିଖ ଦୁଇ ଦିନ ଧରି ରହିବେ। ୧୫ ତାରିଖ ସକାଳୁ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହେବ। ୧୬ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଏହା ଚାଲିବ।”

ସେ କହିଛନ୍ତି,“୧୪ରେ ରାଷ୍ଟ୍ରୀୟ ପଦାଧିକାରୀଙ୍କ ବୈଠକ ହେବ। ଏଥିରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଅଧ୍ୟକ୍ଷତା କରିବେ। ଅମିତ ଶାହା ତିନି ଦିନ ଯାକ ଉପସ୍ଥିତ ରହିବେ।”

ଦଳର ଜାତୀୟ କାର୍ଯ୍ୟକାରିଣୀର ସମସ୍ତ ୩୨୫ ସଦସ୍ୟ ଯୋଗ ଦେବେ। ତା’ ସହିତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିବେ ବୋଲି ଅରୁଣ ସିଂହ କହିଛନ୍ତି।

ଜାତୀୟ କାର୍ଯ୍ୟକାରିଣୀରେ ସାଂପ୍ରତିକ ରାଜନୈତିକ ପରିସ୍ଥିତି ନେଇ ଆଲୋଚନା ହେବ। ଏହା ସହିତ ଦଳର ସାଂଗଠନିକ ବିସ୍ତାର ନେଇ ମଧ୍ୟ ଆଲୋଚନା ହେବ ବୋଲି ରାଜ୍ୟ ପ୍ରଭାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story