ବାଃ ବାଃରେ ରେଳ: ଚଳନ୍ତା ଟ୍ରେନ୍‌ରୁ ଦୁଇଥର ଅଲଗା ହୋଇଗଲା ଇଞ୍ଜିନ

<p>ରାୟଗଡ଼ା(ଓଡ଼ିଶା ରିପୋର୍ଟର): ଚଳନ୍ତା ଟ୍ରେନ୍&zwnj;ରୁ ଇଞ୍ଜିନ ଅଲଗା ହୋଇଗଲା। ଥରେ ନୁହେଁ, ଦୁଇ ଥର ଇଞ୍ଜିନ୍&zwnj; ଅଲଗା ହୋଇ ଯାଇଛି। ମରାମତି ପରେ ଅନ୍ୟ ଏକ ଇଞ୍ଜିନ ମାଧ୍ୟମରେ ଟ୍ରେନ୍&zwnj;ଟି ଯାତ୍ରା ଆରମ୍ଭ କରିଛି। ଇଞ୍ଜିନରୁ ବଗି ଅଲଗା ହେବା ପରେ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା।</p> <p>ଆନ୍ଧ୍ରପ୍ରଦେଶ ଦାକୀନି ୱାଲସ୍&zwnj; ଷ୍ଟେସନ୍&zwnj; ନିକଟରେ ଆଜି ଆଲିପି-ଧାନବାଦ ବୋକାର ଏକ୍ସପ୍ରେସରୁ ଚଳନ୍ତା ଅବସ୍ଥାରେ ଇଞ୍ଜିନ ଅଲଗା ହୋଇଯାଇଥିଲା। ଏ ସମ୍ପର୍କରେ ଚାଳକ ଜାଣି ପାରିଥିଲେ। ସଙ୍ଗେସଙ୍ଗେ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ଟ୍ରେନ୍&zwnj;କୁ ଅଟକାଇ ଦେଇଥିଲେ। ପରେ ଇଞ୍ଜିନ୍&zwnj; ସହିତ ବଗିର ସଂଯୋଗ କରାଯାଇ ଯାତ୍ରା ଆରମ୍ଭ କରିଥିଲା। କିନ୍ତୁ ରାୟଗଡ଼ା ଜିଲ୍ଲା ଜେମାଦେଇପେଣ୍ଠ ଷ୍ଟେସନ୍&zwnj;ରେ ପୁଣି ଥରେ ବଗି ଓ ଇଞ୍ଜିନ ଅଲଗା ହୋଇଯାଇଥିଲା। ଚାଳକ ଏନେଇ ରାୟଗଡ଼ା ଷ୍ଟେସନ୍&zwnj;କୁ ଖବର ଦେଇଥିଲେ। ରାୟଗଡ଼ା ଷ୍ଟେସନରୁ ଏକ ଡିଜେଲ ଇଞ୍ଜିନ ଯାଇ ଟ୍ରେନ୍&zwnj;ଟିକୁ ଆଣିଥିଲା। ବିଳମ୍ୱ ହେଲେ ମଧ୍ୟ ଏବେ ଟ୍ରେନ୍&zwnj;ଟି ଗସ୍ତବ୍ୟ ପଥରେ ଯାତ୍ରା ଆରମ୍ଭ କରିଛି।</p>

Ordigital Desk
  • Published: Monday, 04 September 2017
  • Updated: 04 September 2017, 05:09 PM IST

Sports

Latest News

<p>ରାୟଗଡ଼ା(ଓଡ଼ିଶା ରିପୋର୍ଟର): ଚଳନ୍ତା ଟ୍ରେନ୍&zwnj;ରୁ ଇଞ୍ଜିନ ଅଲଗା ହୋଇଗଲା। ଥରେ ନୁହେଁ, ଦୁଇ ଥର ଇଞ୍ଜିନ୍&zwnj; ଅଲଗା ହୋଇ ଯାଇଛି। ମରାମତି ପରେ ଅନ୍ୟ ଏକ ଇଞ୍ଜିନ ମାଧ୍ୟମରେ ଟ୍ରେନ୍&zwnj;ଟି ଯାତ୍ରା ଆରମ୍ଭ କରିଛି। ଇଞ୍ଜିନରୁ ବଗି ଅଲଗା ହେବା ପରେ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା।</p><p>ଆନ୍ଧ୍ରପ୍ରଦେଶ ଦାକୀନି ୱାଲସ୍&zwnj; ଷ୍ଟେସନ୍&zwnj; ନିକଟରେ ଆଜି ଆଲିପି-ଧାନବାଦ ବୋକାର ଏକ୍ସପ୍ରେସରୁ ଚଳନ୍ତା ଅବସ୍ଥାରେ ଇଞ୍ଜିନ ଅଲଗା ହୋଇଯାଇଥିଲା। ଏ ସମ୍ପର୍କରେ ଚାଳକ ଜାଣି ପାରିଥିଲେ। ସଙ୍ଗେସଙ୍ଗେ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ଟ୍ରେନ୍&zwnj;କୁ ଅଟକାଇ ଦେଇଥିଲେ। ପରେ ଇଞ୍ଜିନ୍&zwnj; ସହିତ ବଗିର ସଂଯୋଗ କରାଯାଇ ଯାତ୍ରା ଆରମ୍ଭ କରିଥିଲା। କିନ୍ତୁ ରାୟଗଡ଼ା ଜିଲ୍ଲା ଜେମାଦେଇପେଣ୍ଠ ଷ୍ଟେସନ୍&zwnj;ରେ ପୁଣି ଥରେ ବଗି ଓ ଇଞ୍ଜିନ ଅଲଗା ହୋଇଯାଇଥିଲା। ଚାଳକ ଏନେଇ ରାୟଗଡ଼ା ଷ୍ଟେସନ୍&zwnj;କୁ ଖବର ଦେଇଥିଲେ। ରାୟଗଡ଼ା ଷ୍ଟେସନରୁ ଏକ ଡିଜେଲ ଇଞ୍ଜିନ ଯାଇ ଟ୍ରେନ୍&zwnj;ଟିକୁ ଆଣିଥିଲା। ବିଳମ୍ୱ ହେଲେ ମଧ୍ୟ ଏବେ ଟ୍ରେନ୍&zwnj;ଟି ଗସ୍ତବ୍ୟ ପଥରେ ଯାତ୍ରା ଆରମ୍ଭ କରିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos