ଅଜବ ପରମ୍ପରା: ଶାଶୂ ଜ୍ୱାଇଁକୁ ମଦ ପିଆଇଲେ ହୋଇଥାଏ ବିବାହ ସମ୍ପନ୍ନ

ଅନ୍ୟଦେଶ ଅପେକ୍ଷା ଭାରତବର୍ଷରେ ବିବାହର ମହତ୍ତ୍ୱ କିଛି ଅଲଗା। ଏଠି ଝିଅ ଘରେ ଜ୍ୱାଇଁକୁ ଭଗବାନର ସ୍ଥାନ ଦିଆଯାଏ। ବାପାଟିଏ ତା’ ଝିଅର ବାହାଘର କାହା ସହ ଠିକ୍ କରିବା ପୂର୍ବରୁ ପ୍ରଥମେ ପୁଅ ସମ୍ପର୍କରେ ସମସ୍ତ ତଥ୍ୟ ଯୋଗାଡ଼ କରିଥାଏ। ପିଲାଟି ଯେପରି ଖରାପ ହେଇ ନ ଥିବ, ମଦ କି ସିଗାରେଟ୍ ପରି କିଛି ବଦଅଭ୍ୟାସ ନ ଥିବ ଏସବୁ ପ୍ରତି ବିଶେଷ ମଧ୍ୟ ଧ୍ୟାନ ଦିଆଯାଏ। କିନ୍ତୁ ଯଦି ଆମେ ଆପଣଙ୍କୁ କହିବୁ […]

demo_1510115667

demo_1510115667

Rakesh Mallick
  • Published: Wednesday, 08 November 2017
  • Updated: 09 November 2017, 10:50 AM IST

Sports

Latest News

ଅନ୍ୟଦେଶ ଅପେକ୍ଷା ଭାରତବର୍ଷରେ ବିବାହର ମହତ୍ତ୍ୱ କିଛି ଅଲଗା। ଏଠି ଝିଅ ଘରେ ଜ୍ୱାଇଁକୁ ଭଗବାନର ସ୍ଥାନ ଦିଆଯାଏ। ବାପାଟିଏ ତା’ ଝିଅର ବାହାଘର କାହା ସହ ଠିକ୍ କରିବା ପୂର୍ବରୁ ପ୍ରଥମେ ପୁଅ ସମ୍ପର୍କରେ ସମସ୍ତ ତଥ୍ୟ ଯୋଗାଡ଼ କରିଥାଏ। ପିଲାଟି ଯେପରି ଖରାପ ହେଇ ନ ଥିବ, ମଦ କି ସିଗାରେଟ୍ ପରି କିଛି ବଦଅଭ୍ୟାସ ନ ଥିବ ଏସବୁ ପ୍ରତି ବିଶେଷ ମଧ୍ୟ ଧ୍ୟାନ ଦିଆଯାଏ। କିନ୍ତୁ ଯଦି ଆମେ ଆପଣଙ୍କୁ କହିବୁ ଭାରତରେ ଏପରି ଏକ ସ୍ଥାନ ଅଛି ଯେଉଁଠି ବାହାଘର ଦିନ ଶାଶୂ ତା’ ଜ୍ୱାଇଁକୁ ନିଜ ହାତରେ ମଦ ପିଆଇଥାଏ ତେବେ କ'ଣ ଆପଣ ଆମ କଥାକୁ ବିଶ୍ୱାସ କରିପାରିବେ? କାହିଁକିନା

ମଦ୍ୟପାନ  ଆମ ସମାଜରେ ଅସଭ୍ୟ ବୋଲି ଧରାଯାଏ। ତେଣୁ କୌଣସି ମା’ ବାପା ଚାହିଁବେନି ଯେ, ତାଙ୍କ ଝିଅ ଏପରି କୌଣସି ଘରେ ବିବାହ କରୁ ଯେଉଁଠି ତାର ସ୍ୱାମୀ ମଦ ପିଉଥିବ। ହେଲେ ଛତିଶଗଡର କବର୍ଦ୍ଧା ଜିଲ୍ଲାରେ ଏକ ଆଦିବାସୀ ଅଞ୍ଚଳ ରହିଛି ଯେଉଁଠି ପରମ୍ପରା କିଛି ଭିନ୍ନ। ଏଠି  ଯେତେବେଳ ଯାଏଁ ଶାଶୂ ତା’ର ଜ୍ୱାଇଁକୁ ନିଜ ହାତରେ ମଦ ନ ପିଆଇଛି ସେତେବେଳ ଯାଏଁ ବିବାହ ପ୍ରକ୍ରିୟା ସମ୍ପନ୍ନ ହୁଏ ନାହିଁ।  ପ୍ରଥମେ ଝିଅର ମା’ ଜ୍ୱାଇଁକୁ ମଦ ଦେଇଥାଏ । ପରେ ପୂରା ପରିବାର ଏଥିରେ ସାମିଲ ହୋଇଥାଏ। ସମସ୍ତେ ମିଳିମିଶି ମଦ୍ୟପାନ କରିଥଆନ୍ତି। ବର କନ୍ୟା ମଧ୍ୟ ପରସ୍ପରକୁ ମଦ ଦିଆନିଆ ହୋଇଥାନ୍ତି। ତା’ପରେ ବାହାଘର ବିଧି ସମ୍ପନ୍ନ ହୋଇଥାଏ । କେବଳ ଏତିକି ନୁହେଁ ଆହୁରି ଅନେକ ଅଜବ ପରମ୍ପରା ଏଠାରେ ରହିଛି।

ଆଉ କ'ଣ ରହିଛି ନିଆରା ପରମ୍ପରା

୧. ଏଠାରେ କେବଳ ବିବାହ ନୁହେଁ କେହି ମରିଗଲେ ତାଙ୍କ ଅନ୍ତିମ ସଂସ୍କାରରେ ମଧ୍ୟ ମଦ ପିଇବାର ପ୍ରଥା ରହିଛି।

୨. ବିନା ବ୍ରାହ୍ମଣରେ ଏଠାରେ ବାହାଘର ହୋଇଥାଏ । ଏମାନଙ୍କର ବାହାଘର ପ୍ରକ୍ରିୟାରେ ବ୍ରାହ୍ମଣର କୌଣସି ଆବଶ୍ୟକତା ନ ଥାଏ।

୩. ସବୁଠାରୁ ଭଲ କଥା ବା ଖାସ୍ କଥା ହେଉଛି ଏଠାରେ ଯୌତୁକ ପ୍ରଥା ନାହିଁ। ବାହାଘରରେ ଝିଅର ବାପା ମାଙ୍କୁ ପୁଅ ଘରକୁ କୌଣସି ପ୍ରକାରର ଯୌତୁକ ଦେବାକୁ ପଡେନାହିଁ।

ଆହୁରି ମଧ୍ୟ ପଢନ୍ତୁ: ବର୍ଷେ ପାଇଁ ଭଡ଼ାରେ ମିଳନ୍ତି ପତ୍ନୀ; ଜାଣନ୍ତୁ ଆମ ଦେଶର କେଉଁଠି ଓ କେମିତି ଚାଲିଛି ଏହି କୁପ୍ରଥା

୪. ଅନ୍ୟ ସବୁ ଜାଗାରେ ଯେଉଁଠି ବାହାଘର ମଣ୍ଡପକୁ ସଜାଇବା ପାଇଁ  ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥାଏ ସେଇଠି ଏମାନେ କେବଳ ଗଛର ପତ୍ରରେ ବାହାଘରର ବେଦି ତିଆରି କରିଥାଆନ୍ତି।

୫. ବିବାହର ସମସ୍ତ ବିଧି ସରିବା ପରେ ବର ଦୌ ଲଗାଇ କନ୍ୟାକୁ ମୁଦି ପିନ୍ଧାଇଥାଏ ଏହାପରେ ବିବାହର ସମସ୍ତ ବିଧି ସମ୍ପନ୍ନ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story