ମୋଦିଙ୍କ ମନ୍ତବ୍ୟ ନେଇ ବିଧାନସଭା ଅଚଳ, କ୍ଷମାପ୍ରାର୍ଥନା ଦାବି କଲା ବିଜେଡି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ସଂପର୍କିତ ମନ୍ତବ୍ୟକୁ ନେଇ ଆଜି ଅଚଳ ହୋଇଥିଲା ବିଧାନସଭା। ଉତ୍ତରପ୍ରଦେଶର ଏକ ନିର୍ବାଚନୀ ରାଲିରେ ଓଡ଼ିଶାର ଗରିବୀ, ଅନାହାର ଓ ବେରୋଜଗାର ପ୍ରସଙ୍ଗ ଉଠାଇ ମୋଦି ରାଜ୍ୟକୁ ଅପମାନିତ କରିଥିବା କହିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ। ଏହି ମନ୍ତବ୍ୟ ପାଇଁ ପ୍ରଧାନମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ବିଜେଡି ଦାବି କରିଛି। ଏହି ପ୍ରସଙ୍ଗକୁ ନେଇ ଆଜି ଦଳ ଉଭୟ ଗୃହ ଭିତରେ ଓ ବାହାରେ ମୋଦିଙ୍କ ଉପରେ ଗର୍ଜିଥିଲା। […]

assembli

assembli

Rakesh Mallick
  • Published: Saturday, 25 February 2017
  • Updated: 25 February 2017, 08:30 PM IST

Sports

Latest News

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ସଂପର୍କିତ ମନ୍ତବ୍ୟକୁ ନେଇ ଆଜି ଅଚଳ ହୋଇଥିଲା ବିଧାନସଭା। ଉତ୍ତରପ୍ରଦେଶର ଏକ ନିର୍ବାଚନୀ ରାଲିରେ ଓଡ଼ିଶାର ଗରିବୀ, ଅନାହାର ଓ ବେରୋଜଗାର ପ୍ରସଙ୍ଗ ଉଠାଇ ମୋଦି ରାଜ୍ୟକୁ ଅପମାନିତ କରିଥିବା କହିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ। ଏହି ମନ୍ତବ୍ୟ ପାଇଁ ପ୍ରଧାନମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ବିଜେଡି ଦାବି କରିଛି। ଏହି ପ୍ରସଙ୍ଗକୁ ନେଇ ଆଜି ଦଳ ଉଭୟ ଗୃହ ଭିତରେ ଓ ବାହାରେ ମୋଦିଙ୍କ ଉପରେ ଗର୍ଜିଥିଲା।

ପ୍ରଶ୍ନକାଳ ଆରମ୍ଭରୁ ଆଜି ଏକ ହୋଇଥିଲା ବିଜେଡି ଓ କଂଗ୍ରେସର ସ୍ୱର। ମୋଦି ବିରୋଧୀ ସ୍ଲୋଗାନରେ କମ୍ପି ଥିଲା ବିଧାନସଭା। ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ କଂଗ୍ରେସ ବିଧାୟକ। ବାଚସ୍ପତିଙ୍କ ମାଇକ୍ ଭାଙ୍ଗିବାକୁ ଉଦ୍ୟମ କରିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି। ଅନ୍ୟପକ୍ଷରେ ନିଜ ଆସନରେ ଠିଆ ହୋଇ ମୋଦିଙ୍କ ମନ୍ତବ୍ୟର ଜୋରଦାର ବିରୋଧ କରିଥିଲେ ଶାସକ ଦଳ ବିଧାୟକ। ପ୍ରବଳ ହଟ୍ଟଗୋଳ ଯୋଗୁଁ ମାତ୍ର ୨ ମିନିଟ୍ ପରେ ଗୃହକୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ବାଚସ୍ପତି ମୁଲତବି କରିଥିଲେ। ଏହା ପରେ ପୋଷ୍ଟର ଓ ବ୍ୟାନର ଧରି ବିଧାନସଭା ପରିସରରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଥିଲେ ବିଜେଡି ବିଧାୟକ ଓ ମନ୍ତ୍ରୀ। ନିର୍ବାଚନୀ ସଭାରେ ତାତ୍ସଲ୍ୟ କରି ମୋଦି ଓଡ଼ିଆ ଜାତିକୁ ଅପମାନିତ କରିଥିବା ଦଳ କହିଛି।

ବିଧାନସଭାରେ ମୋଦି ବିରୋଧୀ ସ୍ଲୋଗାନ ବେଳେ ବିଜେପି ବିଧାୟକଙ୍କ ମଧ୍ୟରୁ କେବଳ ପ୍ରଦୀପ ପୁରୋହିତ ଉପସ୍ଥିତ ଥିଲେ। ସେ ନିଜ ଆସନରେ ଛିଡ଼ା ହୋଇ ମୋଦିଙ୍କ ମନ୍ତବ୍ୟକୁ ସମର୍ଥନ କରିଥିଲେ।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ସମର୍ଥନ କରିଛନ୍ତି। ନଗଡ଼ା ଶିଶୁମୃତ୍ୟୁ, ଦାନ ମାଝୀ ଓ ଜାପାନୀ ଜ୍ୱର କ’ଣ ଏହାର ପ୍ରମାଣ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି ରାଜନ କମିଟି ରିପୋର୍ଟରେ ଓଡ଼ିଶାକୁ ସବୁଠୁ ଦରିଦ୍ର ରାଜ୍ୟ ଭାବେ ଦର୍ଶାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ଲୋକେ କାମ ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି ନା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story