ଅନ୍‌ଲାଇନ୍‌ ମାଷ୍ଟ୍ରେ, ଛାତ୍ରଛାତ୍ରୀଙ୍କ ସଂଖ୍ୟା ୪୦ ଲକ୍ଷ: ବାର୍ଷିକ ରୋଜଗାର ଶୁଣିଲେ ହୋସ୍‌ ଉଡିଯିବ

ଆଜିକାଲି ଅଧିକାଂଶ ବାପାମାଆ ନିଜ ପିଲାଙ୍କୁ ଆଞ୍ଚଳିକ ମିଡିୟମରେ ପଢ଼ାଇବାକୁ ଚାହୁଁନାହାଁନ୍ତି। ପ୍ରାୟ ସମସ୍ତଙ୍କର ଧାରଣା ଇଂରାଜୀ ମିଡିୟମରରେ ପାଠ ପଢ଼ିଲେ ଜଣେ ବଡ଼ ମଣିଷ ହୋଇଯିବା ହେଲେ ଆମ ଦେଶରେ ଏମିତି ଜଣେ ଯୁବକ ଅଛନ୍ତି ଯିଏ ଏହି ଧାରଣାକୁ ଭୁଲ ପ୍ରମାଣିତ କରିଛନ୍ତି। ନିଜ ପ୍ରତିଭା ଓ କିଛି କରି ଦେଖାଇବାର ଇଚ୍ଛାଶକ୍ତି ବଳରେ ଆଜି ସେ ଶିଖର ଛୁଇଁବାରେ ଲାଗିଛନ୍ତି। ଏବେ ସାରା ବିଶ୍ୱ ତାଙ୍କ ପ୍ରତିଭାକୁ ସମ୍ମାନ ଦେବା ଆରମ୍ଭ କରିଛନ୍ତି। […]

or special

or special

Rakesh Mallick
  • Published: Wednesday, 20 December 2017
  • Updated: 20 December 2017, 09:18 PM IST

Sports

Latest News

ଆଜିକାଲି ଅଧିକାଂଶ ବାପାମାଆ ନିଜ ପିଲାଙ୍କୁ ଆଞ୍ଚଳିକ ମିଡିୟମରେ ପଢ଼ାଇବାକୁ ଚାହୁଁନାହାଁନ୍ତି। ପ୍ରାୟ ସମସ୍ତଙ୍କର ଧାରଣା ଇଂରାଜୀ ମିଡିୟମରରେ ପାଠ ପଢ଼ିଲେ ଜଣେ ବଡ଼ ମଣିଷ ହୋଇଯିବା ହେଲେ ଆମ ଦେଶରେ ଏମିତି ଜଣେ ଯୁବକ ଅଛନ୍ତି ଯିଏ ଏହି ଧାରଣାକୁ ଭୁଲ ପ୍ରମାଣିତ କରିଛନ୍ତି। ନିଜ ପ୍ରତିଭା ଓ କିଛି କରି ଦେଖାଇବାର ଇଚ୍ଛାଶକ୍ତି ବଳରେ ଆଜି ସେ ଶିଖର ଛୁଇଁବାରେ ଲାଗିଛନ୍ତି। ଏବେ ସାରା ବିଶ୍ୱ ତାଙ୍କ ପ୍ରତିଭାକୁ ସମ୍ମାନ ଦେବା ଆରମ୍ଭ କରିଛନ୍ତି। ଏହି ଯୁବକ ଜଣଙ୍କ ହେଲେ କେରଳର କୁନ୍ନୁର ଜିଲ୍ଲାର ବାୟୁଜ୍‌ ରବିନ୍ଦ୍ରନ୍‌। ଏକ କୋଚିଂ ସେଣ୍ଟରରୁ କ୍ୟାରିୟର ଆରମ୍ଭ କରିଥିବା ରବିନ୍ଦ୍ରନ୍‌ ଏବେ ବାର୍ଷିକ ୨୬୦ କୋଟି ଟଙ୍କା ରୋଜଗାର କରୁଛନ୍ତି।  ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏବେ ରବିନ୍ଦ୍ରନ୍‌ଙ୍କ ପାଖରେ ପାଠ ପଢୁଛନ୍ତି ୪୦ ଲକ୍ଷ ଛାତ୍ରଛାତ୍ରୀ। ଆସନ୍ତୁ ଜାଣିବା ରବିନ୍ଦ୍ରନ୍‌ଙ୍କ ଏହି ସଫଳତାର କାହାଣୀ।

ନିଜ ଗାଁ ଆଝିକୋଡେରୁ ପ୍ରଥାମିକ ପାଠ ପଢ଼ା ଆରମ୍ଭ କରିଥିଲେ ବାୟୁଜ୍‌। କାଲିକଲ୍ ବିଶ୍ୱବିଦ୍ୟାଳୟରୁ ଇଞ୍ଜିନିୟରିଂ ପାସ କରିବା ପରେ ଏକ ସିପିଂ କମ୍ପାନୀରେ ଚାକିରି କରିଥିଲେ। ଏହି ସମୟରେ ନିଜର କିଛି ସାଙ୍ଗଙ୍କୁ ଏମ୍‌ବିଏ ପ୍ରସ୍ତୁତିରେ ସହଯୋଗ କରିବାକୁ ଚିନ୍ତା କରି ସେମାନଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ। ପରୀକ୍ଷାରେ ସାଙ୍ଗମାନେ ଭଲ ରେଜଲ୍ଟ କରିଥିଲେ। ଏହାପରେ ସାଙ୍ଗମାନେ ତାଙ୍କୁ କୋଚିଂ ସେଣ୍ଟର ଖୋଲିବାକୁ ପରାମର୍ଶ ଦେଇଥିଲେ। ଏହିଠାରୁ ଆରମ୍ଭ ହୋଇଥିଲା ରବିନ୍ଦ୍ରନ୍‌ଙ୍କ ସଫଳ ବିଜନେସ୍‌ ମ୍ୟାନ୍‌ ହେବାର ଯାତ୍ରା।

Byju-Raveendran 2ଆରମ୍ଭ ହେଲା ସଫଳତାର ଯାତ୍ରା: ସାଙ୍ଗମାନଙ୍କ ପରାମର୍ଶ ପରେ ରବିନ୍ଦ୍ରନ୍‌ ଚାକିରି ଛାଡି ମାତ୍ର ୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏକ କୋଚିଂ ସେଣ୍ଟର ଆରମ୍ଭ କରିଥିଲେ। ଏଥିରେ ତାଙ୍କୁ ସଫଳତା ମିଳିଥିଲା। ନିଜ ଅଞ୍ଚଳ ସହିତ ଅନ୍ୟ ସହରକୁ ଯାଇ ସେଠାରେ ମଧ୍ୟ କୋଚିଂ ଦେବା ଆରମ୍ଭ କରିଦେଲେ। ହେଲେ ସବୁ ସ୍ଥାନକୁ ସବୁବେଳେ ଯାଇ କୋଚିଂ ଦେବା ସମ୍ଭବ ହେଉ ନଥିଲା। ସେଥିପାଇଁ ଗୋଟିଏ ସ୍ଥାନରେ ରହି ଛାତ୍ରଛାତ୍ରୀମାନଙ୍କୁ କିପରି କୋଚିଂ ଦେଇ ହେବ ସେଥିପାଇଁ ଚିନ୍ତା କରିବାକୁ ଲାଗିଲେ। ଏହି ସମୟରେ ତାଙ୍କ ମୁଣ୍ଡକୁ ନୂଆ ଆଇଡିଆ ଆସିଥିଲା। ୨୦୦୯ରେ CAT ପାଇଁ ଅନ୍‌ଲାଇନ୍‌ରେ ଭିଡିଓ କରି ବେଷ୍ଟ ଲର୍ଣ୍ଣିଂ ପ୍ରୋଗ୍ରାମ ଆରମ୍ଭ କଲେ। ଏଥିରେ ତାଙ୍କୁ ଅଭୁତପୂର୍ବ ସଫଳତା ମିଳିଲା।

ଆରମ୍ଭ ହେଲା ‘BYJUS’: ରବିନ୍ଦ୍ରନ୍‌ଙ୍କ ସହ ଅଧିକରୁ ଅଧିକ ପିଲା ଯୋଡ଼ି ହେବାକୁ ଲାଗିଲେ। ୨୦୧୧ରେ ‘BYJUS’ ନାମରେ ଏକ ଷ୍ଟାର୍ଟଅପ୍‌ କମ୍ପାନୀ ଆରମ୍ଭ କଲେ। ଏଥିରେ CAT ସମେତ ଚତୁର୍ଥ ଶ୍ରେଣୀରୁ ଯୁକ୍ତଦୁଇ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ଅନଲାଇନ୍‌ କୋଚିଂ ଯୋଗାଇ ଦିଆଗଲା। ଛାତ୍ରଛାତ୍ରୀ ସଂଖ୍ୟ ବଢ଼ିବାରୁ ୧୦୧୫ରେ ନିଜର ଫ୍ଲାଗ୍‌ସିପ୍ BYJU’s the learning aap ଆରମ୍ଭ କଲେ। ସ୍ମାର୍ଟଫୋନ୍‌ର ଚାହିଦା ବଢ଼ୁଥିବାରୁ ତାଙ୍କର ଏହି ଯୋଜନା ବି ସଫଳ ହେଲା। ଧୀରେ ଧୀରେ ସେ ଆଗକୁ ବଢ଼ିଲେ।

ଯୋଡ଼ି ହେଲେ ୪୦ ଲକ୍ଷ ଛାତ୍ରଛାତ୍ରୀ: କମ୍ପାନୀ ଏବେ ଅଲୱାଇନ୍‌ରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସମ୍ବନ୍ଧିୟ କଣ୍ଟେଣ୍ଟ ଯୋଗାଉଛି। ଏଥିରେ କିଛି କଣ୍ଟେଣ୍ଟ ଫ୍ରି ହୋଇଥିବା ବେଳେ ଆଡଭାନ୍ସ ଲେବଲ୍ ପାଇଁ ଫିସ୍ ଦେବାକୁ ପଡ଼ୁଛି। ଏଠାରେ ସହଜରେ ପାଠ୍ୟ ବିଷୟ ପାଇ ପାରୁଥିବାରୁ ୪୦ ଲକ୍ଷ ଛାତ୍ରଛାତ୍ରୀ ଯୋଡ଼ି ହୋଇ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୭ ଲକ୍ଷ ସସ୍‌କ୍ରାଇବ୍‌ ଫିସ୍ ଦେଉଛନ୍ତି। ବର୍ତ୍ତମାନ ଏହି କମ୍ପାନୀରେ ୧୦୦୦ କର୍ମଚାରୀ କାମ କରୁଛନ୍ତି।

yourstory-Byju-3୨ ଲକ୍ଷରୁ ୨୬୦ କୋଟି: ମାତ୍ର ୨ ଲକ୍ଷରେ କୋଚିଂ କ୍ଲାସ ଆରମ୍ଭ କରିଥିବା ରବିନ୍ଦ୍ରନ ବର୍ତ୍ତମାନ ବାର୍ଷିକ ୨୬୦ କୋଟି ଟଙ୍କା ଆୟ କରୁଛନ୍ତି। କମ୍ପାନୀ ବନାଇବା ପରେ ୨୦୧୧-୧୨ରେ ସେ ୪ କୋଟି ଟଙ୍କା ରୋଜଗାର କରିଥିଲେ। ଏହା ବଢ଼ି ୨୦୧୨-୧୩ ବର୍ଷରେ ୧୨ କୋଟିରେ ପହଞ୍ଚି ଯାଇଥିଲା। ୨୦୧୩-୧୪ ବର୍ଷରେ ଏହା ୨୦ କୋଟି, ୨୦୧୪-୧୫ରେ ୪୮ କୋଟି, ୨୦୧୫-୧୬ରେ ୧୨୦ କୋଟିରେ ପହଞ୍ଚି ଯାଇଥିଲା। ଏହାପରେ ଆଉ ପଛକୁ ଚାହିଁ ନାହାନ୍ତି ରବିନ୍ଦ୍ରନ୍‌। ୨୦୧୬-୧୭ ବର୍ଷରେ ତାଙ୍କ କମ୍ପାନୀ ଆୟ କରିଛି ୨୬୦ କୋଟି ଟଙ୍କା।

ଏବେ ନଜର ବିଦେଶୀ ଛାତ୍ର: ଦେଶରେ ନିଜର ଶିକ୍ଷା ସାମ୍ରାଜ୍ୟ ବିସ୍ତାର କରିବା ପରେ ରବିନ୍ଦ୍ରନ୍‌ ଏବେ ବିଦେଶରେ ବି ବ୍ୟବସାୟ କରିବା ପାଇଁ ଯୋଜନା କରିଛନ୍ତି। ଏଥିପାଇଁ ଅନ୍‌ଲାନ୍‌ ଟ୍ୟୁଟୋରିଆଲ୍‌ ବ୍ରାଣ୍ଡ Tutorvista ଓ edurite କିଣି କିଣିଛନ୍ତି। ଏହି ଦୁଇ ଷ୍ଟ୍ରାଟ୍‌ ଅପ୍‌ ବିଦେଶରେ ଅନ୍‌ଲାଇନ୍‌ ଏଜୁକେସନ ସହ ଜଡିତ ଅଛନ୍ତି। ଏହାସହ ଆମେରିକା ଓ ଇଲଂଣ୍ଡ ଭଳି ଦେଶର ଅନ୍‌ଲାଇନ୍‌ ଏଜୁକେସନକୁ ରବିନ୍ଦ୍ରନ୍‌ ନିଜ କବଜାକୁ ନେବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story