ଏମିତି ଘାଟି, ଷ୍ଟାର୍ଟରେ ନ ଥାଇ ବି ଆପେ ଆପେ ଚାଲେ ଗାଡ଼ି,ଘଣ୍ଟାକୁ ବେଗ ୨୦କିମି.

ଦୁନିଆରେ ଏପରି କିଛି ସ୍ଥାନ ରହିଛି ଯେଉଁଠି ମ୍ୟାଗନେଟିକ୍‌ ବା ଚୁମ୍ବକୀୟ ଶକ୍ତିକୁ ଆପଣ ଅନୁଭବ କରିପାରିବେ। କୌଣସି ବେଗବାନ୍‌ ଗାଡିରେ ଗଲେ ଟାଣି ହୋଇଯିବା, ଗାଡିର ଗତି ଗୋଟିଏ ନିର୍ଦ୍ଦିଷ୍ଟ ଦିଗକୁ ଆପେଆପେ ଚାଲିଯିବା ଭଳି ଘଟଣା ଘଟିଥାଏ। ସ୍ଥଳ ବିଶେଷରେ ଆମେ ମାନେ ଏହାକୁ ଭଗବାନଙ୍କ ଅଲୌକିକତା ଭାବି ଏଡ଼େଇ ଦିଅନ୍ତି। ହେଲେ ବାସ୍ତବରେ ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଏହି ସବୁ ସ୍ଥାନରେ ଚୁମ୍ବକୀୟ ଶକ୍ତି ହିଁ ଏଭଳ କାର୍ଯ୍ୟ ପାଇଁ ଦାୟି […]

nn

nn

Rakesh Mallick
  • Published: Wednesday, 15 November 2017
  • Updated: 15 November 2017, 05:52 PM IST

Sports

Latest News

ଦୁନିଆରେ ଏପରି କିଛି ସ୍ଥାନ ରହିଛି ଯେଉଁଠି ମ୍ୟାଗନେଟିକ୍‌ ବା ଚୁମ୍ବକୀୟ ଶକ୍ତିକୁ ଆପଣ ଅନୁଭବ କରିପାରିବେ। କୌଣସି ବେଗବାନ୍‌ ଗାଡିରେ ଗଲେ ଟାଣି ହୋଇଯିବା, ଗାଡିର ଗତି ଗୋଟିଏ ନିର୍ଦ୍ଦିଷ୍ଟ ଦିଗକୁ ଆପେଆପେ ଚାଲିଯିବା ଭଳି ଘଟଣା ଘଟିଥାଏ। ସ୍ଥଳ ବିଶେଷରେ ଆମେ ମାନେ ଏହାକୁ ଭଗବାନଙ୍କ ଅଲୌକିକତା ଭାବି ଏଡ଼େଇ ଦିଅନ୍ତି। ହେଲେ ବାସ୍ତବରେ ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଏହି ସବୁ ସ୍ଥାନରେ ଚୁମ୍ବକୀୟ ଶକ୍ତି ହିଁ ଏଭଳ କାର୍ଯ୍ୟ ପାଇଁ ଦାୟି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଏମିତି ଅନେକ ଘାଟି ରାସ୍ତା ବା ପର୍ବତାଞ୍ଚଳ ରହିଛି ଯାହା ଉପର ଦେଇ ବିମାନ ଉଡିଲା ବେଳେ ଝଟ୍‌କା ଅନୁଭବ ହୋଇଥାଏ। କିଛି ଲୋକ ଏହାକୁ ଭଗବାନଙ୍କ କରିସ୍ମା ବୋଲି ମାନିଥାନ୍ତି। ମାତ୍ର ପାଇଲଟ୍‌ ଏସବୁ ସ୍ଥାନ ଦେଇ  ଗଲା ବେଳେ ବିମାନର ଗତି ବଢ଼ାଇ ଦେଇଥାନ୍ତି। ଯାହାଫଳରେ ବିମାନକୁ ଚୁମ୍ବକୀୟ ଶକ୍ତିରୁ ରକ୍ଷା କରାଯାଇ ପାରିଥାଏ ।

magnetic-hillଏପରି ଏକ ମ୍ୟାଗେନେଟିକ୍‌ ହିଲ୍‌ ରହିଛି କଶ୍ମୀର ଉପତ୍ୟକାର ମନାଲି- ଲେହ ରାସ୍ତାରେ। ଏହି ଘାଟିରେ ଗାଡ଼ି ଚଢ଼ିଲା ବେଳେ ଇଞ୍ଜିନ ବନ୍ଦ ହୋଇଯାଉଥିଲେ ମଧ୍ୟ ଗାଡ଼ିଟି ଆପେ ଚାଲିଥାଏ। ଯଦି ଘାଟିରେ କାର୍‌ ଆସି ଠିଆହୁଏ ତା ହେଲେ ଏହା ଆପେ ଆପେ ଚାଲିବାକୁ ଲାଗେ ।

ଏପରି କାହିଁକି  ହେଉଛି ସେ ନେଇ ନିଶ୍ଚୟ ମନରେ ପ୍ରଶ୍ନ ଉଠୁଥିବା। ଏହି ରାସ୍ତାର ରହସ୍ୟ କ’ଣ ଜାଣନ୍ତି କି?  କଥାଟା ହେଲା, ଏହି ରାସ୍ତାରେ ଚୁମ୍ବକୀୟ ଶକ୍ତି ରହିଛି।  ଫଳରେ ଗାଡ଼ିଗୁଡ଼ିକର ଇଞ୍ଜିନ ବନ୍ଦ ହେବା ସତ୍ତ୍ୱେ ଏହା ଉପରକୁ ଟାଣି ହୋଇଯାଇଥାଏ।  ଗାଡ଼ିର ଷ୍ଟାର୍ଟ ବନ୍ଦ ହେବା ସତ୍ତ୍ୱେ ଘଣ୍ଟା ପ୍ରତି ୨୦ କିମି ବେଗରେ ଗଡି ଚାଲିଥାଏ।

ଏଥିପାଇଁ ଏହି ରାସ୍ତାରେ ଲୋକଙ୍କୁ ସଚେତନ କରିବା ପାଇଁ ସାଇନବୋର୍ଡ  ଲଗାଯାଇଛି। ସାଇନବୋର୍ଡରେ ଗାଡ଼ି ଧୀରେ ଚଲାନ୍ତୁ ବୋଲି ମଧ୍ୟ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story