ପୋଲ ତଳକୁ ଖସି ପଡ଼ିଲା କାର; ୩ ମୃତ,୨ ଗୁରୁତର

<p>ବରଗଡ଼: ବରଗଡ଼ ଜିଲ୍ଲା ପାଇକମାଳ ତାରିଣୀ ମନ୍ଦିର ନିକଟରେ ଏକ କାର୍ ପୋଲ ତଳକୁ ଖସି ପଡ଼ିବାରୁ ତିନି ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଅଛନ୍ତି। ଆଉ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ବରଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।</p> <p>କାର୍&zwnj;ଟି ଭୁବନେଶ୍ୱରରୁ ବରଗଡ଼ର ଝାଡ଼ବନ୍ଧ ଅଭିମୁଖେ ଯାଉଥିଲା।</p>

Ordigital Desk
  • Published: Tuesday, 18 July 2017
  • Updated: 18 July 2017, 09:39 AM IST

Sports

Latest News

<p>ବରଗଡ଼: ବରଗଡ଼ ଜିଲ୍ଲା ପାଇକମାଳ ତାରିଣୀ ମନ୍ଦିର ନିକଟରେ ଏକ କାର୍ ପୋଲ ତଳକୁ ଖସି ପଡ଼ିବାରୁ ତିନି ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଅଛନ୍ତି। ଆଉ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ବରଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।</p><p>କାର୍&zwnj;ଟି ଭୁବନେଶ୍ୱରରୁ ବରଗଡ଼ର ଝାଡ଼ବନ୍ଧ ଅଭିମୁଖେ ଯାଉଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos