ବାଣ ଓ ସିଗାରେଟ୍ ଦୁଇ ଭାଇ: ଜଣେ ବର୍ଷକରେ ଥରେ ଆସେ, ଜଣେ ଡେଲି

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଯାହା ସରକାର କରିପାରିଲେନାହିଁ ତାହା ବର୍ଷା ପାଗ କରିଦେଲା। ଅଧିକ ବାଣ ଫୁଟାଇ ପ୍ରଦୂଷଣ ନ କରିବାକୁ ସରକାର ଯେତେ ସଚେତନତା ସୃଷ୍ଟି କରିଥିଲେ ବି କିଛି ଲାଭ ମିଳୁ ନଥିଲା କିନ୍ତୁ ଏଥର ଦୀପାବଳିରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ବାଣ ଫୁଟାଇବା ୯୦ ପ୍ରତିଶତ କମିଯାଇଛି। ସିଧାଭାଷାରେ କହିଲେ ଏଥର ଦୀପାବଳିକୁ ବର୍ଷା ଧୋଇ ନେଇଛି। ତେବେ ଦୀପାବଳିରେ ଏହି ପ୍ରଦୂଷଣ ଚିନ୍ତାକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି ବ୍ୟଙ୍ଗ ଚିତ୍ରଶିଳ୍ପୀ।

Rakesh Mallick
  • Published: Thursday, 19 October 2017
  • , Updated: 19 October 2017, 02:31 PM IST

Related story