ବିପ୍ଳବୀ ଚନ୍ଦ୍ରଶେଖରଙ୍କ ଲୋମ ଟାଙ୍କୁରା କାହାଣୀ, ବିଚାରପତିଙ୍କୁ ଦେଇଥିଲେ ନିର୍ଭିକ ଜବାବ, ନିଜକୁ ଗୁଳି କରି ବଳି ଦେଇଥିଲେ

ନୂଆଦିଲ୍ଲୀ: ବ୍ରିଟିସରଙ୍କ କବଳରୁ ଦେଶକୁ ମୁକ୍ତି ପାଇଁ ନିଜ ଜୀବନକୁ ବଳିଦେଇଥିବା ବୀର ସଂଗ୍ରାମୀଙ୍କ ତାଲିକାରେ ଚନ୍ଦ୍ରଶେଖର ଆଜାଦ ହେଉଛନ୍ତି ଅନ୍ୟତମ। ଇଂରେଜ ବିରୋଧରେ ତାଙ୍କର ଅଗ୍ନିବର୍ଷୀ ଭାଷଣ ଅତ୍ୟନ୍ତ ପ୍ରରଣାଦାୟୀ। ଅହିଁସା ଉପାୟରେ ଯେ, ଦେଶକୁ ସ୍ୱାଧୀନ କରିହେବ ତାହା ତାଙ୍କର ବିଶ୍ୱାସ ନ ଥିଲା। ଜଣେ ବିପ୍ଲବୀ ସଂଗ୍ରାମୀ ଭାବେ ନିଜ ଜୀବନକୁ ଝାସ ଦେଇ ସେ ଚିର ଦିନ ପାଇଁ ଅମରତ୍ୱ ଲାଭ କରିଛନ୍ତି। ତେବେ ଆସନ୍ତୁ ତାଙ୍କ ଜୀବନରେ ଘଟିଥିବା କିଛି […]

cz

cz

Rakesh Mallick
  • Published: Friday, 24 November 2017
  • Updated: 24 November 2017, 07:57 PM IST

Sports

Latest News

ନୂଆଦିଲ୍ଲୀ: ବ୍ରିଟିସରଙ୍କ କବଳରୁ ଦେଶକୁ ମୁକ୍ତି ପାଇଁ ନିଜ ଜୀବନକୁ ବଳିଦେଇଥିବା ବୀର ସଂଗ୍ରାମୀଙ୍କ ତାଲିକାରେ ଚନ୍ଦ୍ରଶେଖର ଆଜାଦ ହେଉଛନ୍ତି ଅନ୍ୟତମ। ଇଂରେଜ ବିରୋଧରେ ତାଙ୍କର ଅଗ୍ନିବର୍ଷୀ ଭାଷଣ ଅତ୍ୟନ୍ତ ପ୍ରରଣାଦାୟୀ। ଅହିଁସା ଉପାୟରେ ଯେ, ଦେଶକୁ ସ୍ୱାଧୀନ କରିହେବ ତାହା ତାଙ୍କର ବିଶ୍ୱାସ ନ ଥିଲା। ଜଣେ ବିପ୍ଲବୀ ସଂଗ୍ରାମୀ ଭାବେ ନିଜ ଜୀବନକୁ ଝାସ ଦେଇ ସେ ଚିର ଦିନ ପାଇଁ ଅମରତ୍ୱ ଲାଭ କରିଛନ୍ତି। ତେବେ ଆସନ୍ତୁ ତାଙ୍କ ଜୀବନରେ ଘଟିଥିବା କିଛି ଖାସ ତଥ୍ୟ ସମ୍ପର୍କରେ ଜାଣିବା।

୧-୨୩ ଜୁଲାଇ ୧୯୦୬ ମସିହାରେ ମଧ୍ୟପ୍ରଦେଶର ଅଲ୍ଲିରାଜପୁର ଜିଲ୍ଲାରେ ସେ  ଜନ୍ମଗ୍ରହଣ କରିଥିଲେ। ତାଙ୍କ ଡାକ ନାମ ଥିଲା ଚନ୍ଦ୍ରଶେଖର ତିୱାରୀ।

୨-ମହାନ ସଂଗ୍ରାମୀ ଲାଲା ଳଜପତ ରାୟଙ୍କୁ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ କାକୋରି ଟ୍ରେନ୍‌ ଲୁଟ୍‌ରେ ସେ ସମ୍ପୃକ୍ତ ଥିଲେ। ସେହିପରି  ତତ୍କାଳୀନ ବ୍ରିଟିସ୍ ଭାଇସରୟଙ୍କ ଟ୍ରେନ୍‌କୁ ସେ ଜାଳି ଦେଇଥିଲେ।

୩-ମହାତ୍ମା ଗାନ୍ଧିଙ୍କ ଡାକରାରେ ହୋଇଥିବା ଅହିଁସା ଆନ୍ଦୋଳନ ଚୌରୀଚୌରା ଘଟଣା ପରେ ପ୍ରତ୍ୟାହାର କରିନେଇ ଥିଲେ ଗାନ୍ଧିଜୀ। ଅଚାନକ ଏହି ଆନ୍ଦୋଳନ ବନ୍ଦ ହେବା ପରେ ଚନ୍ଦ୍ରଶେଖର ଅଜାଦଙ୍କ ବିଚାରଧାରରେ ପରିବର୍ତ୍ତନ ଆସିଥିଲା। ତେଣୁ ସେ କ୍ରାନ୍ତିକାରୀ ଅଭିଯାନରେ ସାମିଲ ହୋଇଥିଲେ। ଏହିପରିପ୍ରେକ୍ଷୀରେ ସେ ବିପ୍ଲବୀ ସଙ୍ଗଠନ ହିନ୍ଦୁସ୍ଥାନ ରିପବ୍ଲିକ ଆସୋଏସିଏସନ୍ ସହ ଯୋଡ଼ି ହୋଇଥିଲେ।

୪-ମାତ୍ର ୧୪ ବର୍ଷ ବୟସରେ ଗାନ୍ଧିଜୀଙ୍କ ଦ୍ୱାରା ୧୯୨୧ରେ ଆରମ୍ଭ ହୋଇଥିବା ଅସହଯୋଗ ଆନ୍ଦୋଳନରେ ସେ ସାମିଲ ହୋଇଥିଲେ। ଏହି ଆନ୍ଦୋଳନରେ ସାମିଲ ହୋଇଥିବାରୁ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କୁ ଯେତେବେଳେ କୋର୍ଟରେ ହାଜର କରାଯାଇଥିଲା ବିଚାରପତିଙ୍କୁ ସେ ଦେଇଥିବା ଉତ୍ତର ଖୁବ୍‌ ନିର୍ଭିକ ଥିଲା। ବିଚାରପତି ତାଙ୍କ ବାପାଙ୍କ ନାମ ପଚାରିଥିଲେ। ଜବାବରେ ଚନ୍ଦ୍ରଶେଖର ତାଙ୍କ ନାଁ ଆଜାଦ୍, ବାପାଙ୍କ ନାଁ ସ୍ୱତନ୍ତ୍ରତା ଏବଂ ଠିକଣା ଜେଲ ବୋଲି କହିଥିଲେ। ଆଉ ଏଇଠୁଁ ହିଁ ଚନ୍ଦ୍ରଶେଖର ସୀତାରାମ ତିୱାରୀ ଚନ୍ଦ୍ରଶେଖର ଆଜାଦ୍ ନାମରେ ପରଚିତ ହେଲେ।

୫-୨୭ ଫେବୃଆରୀ ୧୯୩୧ରେ ଆହ୍ଲାବାଦରେ ପୋଲିସ ତାଙ୍କୁ  ଘେରାବନ୍ଦୀ କରି  କରି ଗୁଳି ଚଳେଇବା ଆରମ୍ଭ କରିଦେଲା। ଷଡ଼ଯନ୍ତ୍ରରେ ଶିକାର ହୋଇ ଥିବା ଚନ୍ଦ୍ରଶେଖରଙ୍କୁ ମାରିବା ପାଇଁ  ଉଭୟପକ୍ଷରୁ ଗୁଳିଗୁଳା ବର୍ଷଣ ହେଉଥିଲା। ଆଉ ସେଇଁଠି ହିଁ ଚନ୍ଦ୍ରଶେଖର ଶପଥ ନେଇ ଥିଲେ। ବଞ୍ଚିଥିବା ପର୍ଯ୍ୟନ୍ତ ଜୀବନରେ କେବେ ପୋଲିସ ହାତରେ ଧରା ଦେବେ ନାହିଁ। ସେଥିପାଇଁ ସେ ସେଇଠିଁ ନିଜକୁ ନିଜକୁ ଗୁଳି କରିଥିଲେ।

୬-ଯେଉଁ ପାର୍କରେ ତାଙ୍କର ନିଧନ ହୋଇଥିଲା ସ୍ୱାଧୀନତା ପରେ ସେହି ପାର୍କକୁ ଆହ୍ଲାବାଦ ନାମକୁ ପରିବର୍ତ୍ତନ କରି ଚନ୍ଦ୍ରଶେଖର ଆଜାଦ ପାର୍କ ନାମରେ ନାମିତ କରାଯାଇଥିଲା। ସେହିପରି ମଧ୍ୟପ୍ରଦେଶର ଧିମାରପୁର ନାମକୁ ପରିବର୍ତ୍ତନ କରି ଆଜାଦ୍‌ପୁରା ରଖାଯାଇଛି।

୭- ଚନ୍ଦ୍ରଶେଖର ଆଜାଦଙ୍କ ବାଲ୍ୟ ଜୀବନୀ ଆଦିବାସୀ ଅଧ୍ୟୁସିତ ଅଞ୍ଚଳରେ ବିତି ଥିଲା। ସେଥିପାଇଁ  ତୀର ଚାଳନାରେ ସେ ଖୁବ୍‌ ପାରଙ୍ଗମ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story