ଶୁଣିନଥିବେ ଏମିତି ଡିସ୍‌କାଉଣ୍ଟ୍‌! ସ୍କର୍ଟ ଯେତେ ଛୋଟ ଡିସ୍‌କାଉଣ୍ଟ୍‌ ସେତେ ଅଧିକ

ନୂଆଦିଲ୍ଲୀ: ଯେକୌଣସି ବ୍ୟବସାୟ ହେଉ ମାର୍କେଟିଂ ନିହାତି ଜରୁରୀ। ଆଜିକାଲି ପ୍ରାୟ ସମସ୍ତ ବ୍ୟବସାୟୀ ନିଜର ମାର୍କେଟିଂ କରୁଛନ୍ତି। ପୋଷାକ ଦୋକାନ ହେଉ ଅବା ଗହଣା ଦୋକାନ ଅବା ହୋଟେଲ୍ ସମସ୍ତେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ନୂଆ ନୂଆ ଅଫର ଓ ଡିସ୍‌କାଉଣ୍ଟ୍ ଦେଉଛନ୍ତି। ଏନେଇ ଏକ ପ୍ରକାର ପ୍ରତିଯୋଗିତା ଚାଲିଛି। ଚୀନର ଜିନାନ ପ୍ରଦେଶରେ ଏକ ରେଷ୍ଟୁରାଣ୍ଟ ଯୁବତୀମାନଙ୍କ ପାଇଁ ଏକ ଅଜବ ଅଫର ରଖିଛି। ଏହି ରେଷ୍ଟୁରାଣ୍ଟଟିର ନାଁ ୟଙ୍ଗ ଜିୟା ହଟ୍‌ପୋଟ୍। ଏହି […]

Rakesh Mallick
  • Published: Saturday, 21 October 2017
  • Updated: 21 October 2017, 04:49 PM IST

Sports

Latest News

ନୂଆଦିଲ୍ଲୀ: ଯେକୌଣସି ବ୍ୟବସାୟ ହେଉ ମାର୍କେଟିଂ ନିହାତି ଜରୁରୀ। ଆଜିକାଲି ପ୍ରାୟ ସମସ୍ତ ବ୍ୟବସାୟୀ ନିଜର ମାର୍କେଟିଂ କରୁଛନ୍ତି। ପୋଷାକ ଦୋକାନ ହେଉ ଅବା ଗହଣା ଦୋକାନ ଅବା ହୋଟେଲ୍ ସମସ୍ତେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ନୂଆ ନୂଆ ଅଫର ଓ ଡିସ୍‌କାଉଣ୍ଟ୍ ଦେଉଛନ୍ତି। ଏନେଇ ଏକ ପ୍ରକାର ପ୍ରତିଯୋଗିତା ଚାଲିଛି। ଚୀନର ଜିନାନ ପ୍ରଦେଶରେ ଏକ ରେଷ୍ଟୁରାଣ୍ଟ ଯୁବତୀମାନଙ୍କ ପାଇଁ ଏକ ଅଜବ ଅଫର ରଖିଛି। ଏହି ରେଷ୍ଟୁରାଣ୍ଟଟିର ନାଁ ୟଙ୍ଗ ଜିୟା ହଟ୍‌ପୋଟ୍। ଏହି ରେଷ୍ଟୁରାଣ୍ଟକୁ ଯେଉଁ ଯୁବତୀ ଯେତେ ଛୋଟ ସ୍କର୍ଟ ପିନ୍ଧି ଆସୁଛନ୍ତି ତାଙ୍କୁ ଖାଇବା ଉପରେ ସେତିକି ଡିସ୍‌କାଉଣ୍ଟ୍ ଦିଆଯାଉଛି। ଏଠାକୁ ଆସୁଥିବା ଝିଅମାନଙ୍କ ସ୍କର୍ଟର ଲମ୍ବ ଅନୁସାରେ ବିଲ୍ ପ୍ରସ୍ତୁତ କରାଯାଉଛି। ଯୁବତୀମାନଙ୍କ ସ୍କର୍ଟର ଲମ୍ବ ମାପିବା ପାଇଁ ରେଷ୍ଟୁରାଣ୍ଟ ପକ୍ଷରୁ ବିଶେଷ ଭାବେ ଜଣେ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି।

ସ୍କର୍ଟର ଲମ୍ବ ଅନୁସାରେ ଟଙ୍କା:  ଯଦି ଯୁବତୀମାନେ ପିନ୍ଧିଥିବା ସ୍କର୍ଟ ଆଣ୍ଠୁରୁ ତିନି ଇଞ୍ଚ ଉପରକୁ ଥାଏ ତା’ହେଲେ ସେମାନଙ୍କୁ ୨୦% ଡିସ୍‌କାଉଣ୍ଟ୍ ଦିଆଯାଉଛି। ସ୍କର୍ଟ ଆଣ୍ଠୁରୁ ୧୩ ଇଞ୍ଚ ଉପରକୁ ଥିଲେ ୯୦% ପର୍ଯ୍ୟନ୍ତ ଡିସ୍‌କାଉଣ୍ଟ୍ ଦିଆଯାଉଛି।

ରେଷ୍ଟୁରାଣ୍ଟ ମାଲିକ ଇସାଙ୍ଗ ୟାନ କହିଛନ୍ତି ଯେ ଏମିତି ଅଫର ତାଙ୍କ ବ୍ୟବସାୟକୁ ବଢ଼ାଇ ଦିଏ। ରେଷ୍ଟୁରାଣ୍ଟର ପ୍ରମୋସନ୍‌ ମଧ୍ୟ ହୋଇଯାଏ। ଅଧିକ ଡିସ୍‌କାଉଣ୍ଟ୍ ପାଇବା ପାଇଁ ଝିଅମାନେ ଅଧିକରୁ ଅଧିକ ଛୋଟ ସ୍କର୍ଟ ପିନ୍ଧି ଆସୁଛନ୍ତି ଓ ଏଥିପାଇଁ ଏଠାରେ ପୁରୁଷ ଗ୍ରାହକଙ୍କ ସଂଖ୍ୟା ମଧ୍ୟ ବଢୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story