ଆସନ୍ତୁ ଜାଣିବା ବିଶ୍ୱର ନିଆରା ପାଠାଗାର ସମ୍ପର୍କରେ, ଯେଉଁଠି ମହଜୁଦ୍‌ ଅଛି ୧୨ ଲକ୍ଷ ପୁସ୍ତକ

ନୂଆଦିଲ୍ଲୀ: ପୁସ୍ତକ ମନସ୍କ ମଣିଷ ସବୁବେଳେ ନୂଆ ନୂଆ ବହି ପଢ଼ିବା ପାଇଁ ପ୍ରବଳ ଆଗ୍ରହ ଦେଖାଇଥାଏ। ଏହାସହିତ ବହି ପଢ଼ିବା ପାଇଁ ନିରୋଳା ସ୍ଥାନଟିଏ ମଧ୍ୟ ଖୋଜୁଥାଏ। ଏଭଳି ଲୋକମାନଙ୍କ ପାଇଁ ଲାଇବ୍ରେରି ବା ପୁସ୍ତକାଳୟ ହିଁ ଉପଯୁକ୍ତ ସ୍ଥାନ ଓ ମାଧ୍ୟମ ଅଟେ। ଦୁର୍ଭାଗ୍ୟର କଥା ଯେ, ଆଜିକାଲି ଲାଇବ୍ରେରି ପଢ଼ିବା ଉପଯୋଗୀ ହୋଇ ପାରୁନାହିଁ, କି ସେଠାରେ ସେତେ ପରିମାଣରେ ବହି ଉପଲବ୍ଧ ହେଉ ନାହିଁ। ଏହି ବହି ପ୍ରେମୀ ମଣିଷମାନଙ୍କ ପାଇଁ […]

1

1

Rakesh Mallick
  • Published: Friday, 17 November 2017
  • Updated: 18 November 2017, 09:09 AM IST

Sports

Latest News

ନୂଆଦିଲ୍ଲୀ: ପୁସ୍ତକ ମନସ୍କ ମଣିଷ ସବୁବେଳେ ନୂଆ ନୂଆ ବହି ପଢ଼ିବା ପାଇଁ ପ୍ରବଳ ଆଗ୍ରହ ଦେଖାଇଥାଏ। ଏହାସହିତ ବହି ପଢ଼ିବା ପାଇଁ ନିରୋଳା ସ୍ଥାନଟିଏ ମଧ୍ୟ ଖୋଜୁଥାଏ। ଏଭଳି ଲୋକମାନଙ୍କ ପାଇଁ ଲାଇବ୍ରେରି ବା ପୁସ୍ତକାଳୟ ହିଁ ଉପଯୁକ୍ତ ସ୍ଥାନ ଓ ମାଧ୍ୟମ ଅଟେ। ଦୁର୍ଭାଗ୍ୟର କଥା ଯେ, ଆଜିକାଲି ଲାଇବ୍ରେରି ପଢ଼ିବା ଉପଯୋଗୀ ହୋଇ ପାରୁନାହିଁ, କି ସେଠାରେ ସେତେ ପରିମାଣରେ ବହି ଉପଲବ୍ଧ ହେଉ ନାହିଁ। ଏହି ବହି ପ୍ରେମୀ ମଣିଷମାନଙ୍କ ପାଇଁ ଚାଇନାରେ ତିଆରି ଏକ ହୋଇଛି ବିଶାଳ ଲାଇବ୍ରେରୀ। ଯାହା ଦେଖିବାକୁ ଠିକ୍ ମଣିଷ ଆଖି ପରି। ଚାଇନାର ତିଆଞ୍ଜିନ ସହରର ସଂସ୍କୃତିର ଏକ ଅଂଶ ଭାବେ ଏହି ବିଶାଳ ପାଠାଗାରର ନିର୍ମାଣ କରାଯାଇଛି। ଆସନ୍ତୁ ଜାଣିବାଏହି ଲାଇବ୍ରେରୀରେ କ'ଣ ସବୁ ସୁବିଧା ରହିଛି।

୧-MVRDV ନାମକ ନେଦରଲ୍ୟାଣ୍ଡର ସହରୀକରଣ ଡିଜାଇନର ଓ ଆର୍କିଟେକ୍ଚର ଏହି ବିଶାଳ ପାଠାଗାରକୁ ନିର୍ମାଣ କରିଛନ୍ତି। ଟିଆଞ୍ଜିନ୍ ଅର୍‌ବାନ୍ ପ୍ଲାନିଂ ଏଣ୍ଡ ଡିଜାଇନ୍ ଇନ୍‌ଷ୍ଟିଟ୍ୟୁଟ୍ ସହଯୋଗରେ ଏହାର ନିର୍ମାଣ କରାଯାଇଛି।

୨- ଏହି ଦୁଇ ସଂସ୍ଥା ଖୁବ୍‌ ସୁନ୍ଦର ଭାବରେ ୩୪,୦୦୦ ସ୍କୋୟାର ମିଟର୍‌ ଅଞ୍ଚଳରେ ଏହି ପାଠାଗାର ନିର୍ମାଣ କରିଛନ୍ତି। ଏଥିରେ ୧୨ ଲକ୍ଷରୁ ଅଧିକ ବହି ରହିବାର ସୁବିଧା ରହିଛି।

୩- ଟିଆଞ୍ଜିନ ସହରର ସଂସ୍କୃତି ଭରା ଜିଲ୍ଲା ଭିନାଇରେ ରହିଛି ଏହି ୫ ମହଲା ବିଶିଷ୍ଟ ବିଶାଳ ପାଠାଗାର। ଏହାକୁ 'ଦ ଆଇ ଅଫ୍ ଭିନାଇ' ମଧ୍ୟ କୁହାଯାଉଛି।

୪- ଏହି ବିଶାଳ ପାଠଗାର ନିର୍ମାଣ ହେବାକୁ ୩ ବର୍ଷ ଲାଗିଥିଲା। ଏଠାରେ ପାଠକଙ୍କ ପଢ଼ିବା ପାଇଁ ଏକ ବଡ଼ ଏରିଆ, ଏକ ବଡ଼ ଆଲୋଚନା ଗୃହ, ଅଡିଓ ରୁମ ଓ କମ୍ପ୍ୟୁଟର କକ୍ଷ ରହିଛି।

ତେବେ ଏହାକୁ ନିର୍ମାଣ କରିଥିବା MVRDV ଆର୍କିଟେକ୍ଟର ସଂସ୍ଥା ପାଇଁ ଏହା ପ୍ରଥମ ନିର୍ମାଣ ନୁହଁ। ପୂର୍ବରୁ ବିଶାଳ ସ୍କେଫୋଲ୍ଡ ଷ୍ଟେୟାରକେସ୍ ରୋଟେରଡମ ସିଟି ସେଣ୍ଟର ନିର୍ମାଣ କରି ଚର୍ଚ୍ଚିତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story